Latest Odisha News

BREAKING NEWS

Browsing Tag

COVID-19

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…

ରୂପ, ଭେକ ସବୁ ବଦଳିବ…

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… କରୋନା ପରବର୍ତ୍ତୀ ଜୀବନ କେମିତି ହେବ, ତାକୁ ନେଇ ଏବେ ଚାଲିଛି ଅନେକ ଆଲୋଚନା । ବହୁ ଲୋକ, ବହୁ ଗବେଷକ ଅନେକ ମତ ଦେଉଛନ୍ତି । ଜୀବନ ଏମିତି ହେବ, ଜୀବନ ସେମିତି ହେବ- ଏ ନେଇ ଚାଲିଛି ଯୁକ୍ତି । କରୋନାର ପ୍ରଭାବ ଯେ…

ସାବାସ୍ ଶୁଭଶ୍ରୀ; ଲକ୍‌ଡାଉନରେ ଅସହାୟ ବୃଦ୍ଧାଙ୍କୁ ଖୁଆଇଲେ ମହିଳା ପୋଲିସ୍ !

ମାଲକାନଗିରି: ଗର୍ବ କରୁଛି ଆଜି ମାଲକାନଗିରି ତାଙ୍କର ମଣିଷପଣିଆକୁ ନେଇ, ସଲାମ କରୁଛି ତାଙ୍କ କର୍ତ୍ତବ୍ୟବୋଧତା ମାନବିକତା ପାଇଁ । ସୋସିଆଲ ମିଡ଼ିଆରେ ଘୁରି ଘୁରି ପ୍ରଶଂସା ସାଉଁଟୁଥିବା ଦେଶ ଭକ୍ତିର ଓ ମହିଳା ପୋଲିସ ଜନଙ୍କର ମାନବିକତା ର ରଙ୍ଗ କେତେ ଗାଢ଼ ।  ମାଲକାନଗିରି ମହିଳା…

କରୋନା ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ପୋଲିସ କର୍ମଚାରୀଙ୍କ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର: କରୋନା ଲଢେଇରେ ସାମିଲ୍ ରହିଛନ୍ତି ହଜାର ହଜାର ପୋଲିସ କର୍ମଚାରୀ । କରୋନା ଡ୍ୟୁଟିରେ ରହି କାର୍ଯ୍ୟ କରୁଥିବା ବେଳେ ମୃତ୍ୟୁ ହେଲେ ପୋଲିସ କର୍ମଚାରୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ମିଳିବ । ରାଜ୍ୟ ସରକାରଙ୍କ ଏହି ସ୍କିମ୍ ନେଇ ଓଡ଼ିଶା…

ଓଡ଼ିଶା ଫେରିବାକୁ ୪୮ ଘଣ୍ଟାରେ ୪.୮୬ ଲକ୍ଷ ପ୍ରବାସୀ କଲେ ପଞ୍ଜିକରଣ

ଭୁବନେଶ୍ୱର: ମେ ୩ ତାରିଖ ଯାଏଁ ରହିଛି ଲକ୍ଡ଼ାଉନ୍ ଅବଧି । ଏହି ଲକ୍ଡ଼ାଉନ୍ ଉଠିଯିବାପରେ ଓଡ଼ିଶାକୁ ଆସିବେ ପ୍ରବାସୀ । ନିଜ ରାଜ୍ୟକୁ ଫେରିବାକୁ ଉତ୍ସୁକତାର ଅପେକ୍ଷା କରିଛନ୍ତି ଲକ୍ଷ ଲକ୍ଷ ଓଡ଼ିଆ ପ୍ରବାସୀ । ଗତ ୪୮ ଘଣ୍ଟା ମଧ୍ୟରେ ୪.୮୬ ପ୍ରବାସୀ ଘରକୁ ଫେରିବା ଲାଗି ଓଡ଼ିଶା ସରକାରଙ୍କ…

କୋରାପୁଟରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ; ପୋଡ଼ାଗଡ଼ ପଞ୍ଚାୟତ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷିତ

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦଶମନ୍ତପୁର ବ୍ଳକରେ ଜଣେ ୨୨ ବର୍ଷିୟ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୋମବାର ଦିନ ପୋଡ଼ାଗଡ଼ ପଞ୍ଚାୟତ ଏବଂ ଏହାର ୩ କିଲୋମିଟର ପରିବ୍ୟପ୍ତ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷିତ କରିଛନ୍ତି । ଏହାବ୍ୟତୀତ,…

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୭ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…

ଚୀନ୍‌ର ବିସ୍ତାରବାଦୀ ଅର୍ଥନୈତିକ ଚାଲ୍‌; ଭାରତ କିପରି କରୁଛି ଏହାର ମୁକାବିଲା…

ବିଶ୍ବର ଦୁଇ ବୃହତ୍ ଅର୍ଥନୀତି ଭାବେ ଆମେରିକା ଓ ଚୀନ୍ ଏବେ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ| କୋଭିଡର ପ୍ରବଳ ପ୍ରତାପ ସମୟରେ ଅବଶ୍ୟ ବାଣିଜ୍ୟ ଯୁଦ୍ଧରେ ଟିକେ ଭଟ୍ଟା ପଡ଼ିଛି| ମାତ୍ର ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତି ଆପାତତଃ ସୁଧୁରିଥିବା ଚୀନ୍ ପକ୍ଷରୁ କୁହାଯାଉଥିବା ବେଳେ କମ୍ୟୁନିଷ୍ଟ…

କେବଳ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ କରୋନା ଭୂତାଣୁ…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ବିଶ୍ୱ ମହାମାରୀ କରୋନା ସାରା ବିଶ୍ୱରେ ଆତଙ୍କ ଖେଳେଇ ଚାଲିଛି । ବଡ଼ ବଡ଼ ବିକଶିତ ଦେଶ ମାନଙ୍କର ଅଂଟା ଭାଙ୍ଗି ପଡ଼ିଲାଣି । ଏହି ମହାମାରୀ ଯେତିକି ଦ୍ରୁତ ଗତିରେ ସଂକ୍ରମିତ ହେଉଛି, ତା’ଠୁ ଅଧିକ ଦ୍ରୁତ ଗତିରେ ସାମାଜିକ ଓ ଅର୍ଥନୈତିକ…

କରୋନା ସହ ଲଢେଇ: ୨ବର୍ଷର ଶିଶୁକୁ ଛାଡ଼ି କର୍ତ୍ତବ୍ୟରେ ଯୋଗଦେଲେ ମା

ମାଲକାନଗିରି: ଘରେ ପିଲା କର୍ତ୍ତ୍ୟବ୍ୟ ସ୍ଥଳରେ ମାଁ।ପିଲା କୁ କୋଳେଇ ନେଇ ପାରୁନି ଜନ୍ମଦାତ୍ରୀ ମାଁ। ଗୋଟିଏ ମୁହୂର୍ତ୍ତ ନ ଦେଖିଲେ ଯେଉଁ ମାଁ ରହି ପାରୁ ନଥିଲା ଆଜି ସତେ ଯେମିତି ସେହି ମାଆ ହୃଦୟ ନିଜ କର୍ତ୍ତବ୍ୟ ପାଇଁ ନିଷ୍ଟୁର ହୋଇ ଯାଇଛି। କାହିଁକି ଏ ପରିବର୍ତ୍ତନ? ପିଲା ଟି ପ୍ରଶ୍ନ…