Latest Odisha News

BREAKING NEWS

Browsing Tag

COVID-19

ମୋବାଇଲ୍ ଲୋକେସନ୍ ଟ୍ରାକିଂରେ ଚିହ୍ନଟ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା

ଭୁବନେଶ୍ୱର: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଓଡ଼ିଶା ସରକାର ଅଭିନବ ପନ୍ଥା ଅବଲମ୍ବନ କରିଛନ୍ତି । ଏବେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁଁ ରାଜ୍ୟରେ କରୋନା ଭୂତାଣୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଯୋଗୁଁ ସେମାନଙ୍କୁ ଚିହ୍ନଟ କରୁଛନ୍ତି ରାଜ୍ୟ ସରକାର । ମୋବାଇଲ୍…

ମହାମାରୀ ସଙ୍କଟରେ କେତେଦୂର ସଫଳ ହେବ ଦୂରଶିକ୍ଷା ?

ଆନୁଷ୍ଠାନିକ ଶିକ୍ଷା ସବୁ ଯୁଗରେ ଓ ସବୁ ଦେଶରେ ଗୁରୁ-ଶିଷ୍ୟ ବା ଶିକ୍ଷକ-ଛାତ୍ର, ଛାତ୍ରୀଙ୍କ ମଧ୍ୟରେ ମୁକ୍ତ ପ୍ରାଙ୍ଗଣେର କିମ୍ବା ଶ୍ରେଣୀଗୃହରେ ପାଠ୍ୟକ୍ରମର ସିଧାସଳଖ ବିନିମୟ ମାଧ୍ୟମରେ ସମାହିତ ହୋଇଥାଏ| ଏପରିକି କର୍ମଭିତ୍ତିକ ଶିକ୍ଷା ମଧ୍ୟ ଗୁରୁଙ୍କ ନିର୍ଦ୍ଦେଶନାରେ ଅଥବା ସହାୟତାରେ…

ବିପର୍ଯ୍ୟୟ ପରିଚାଳନାରେ ଅଗ୍ରଣୀ ଓଡ଼ିଶା, ନବୀନ ସରକାରଙ୍କ ଅଭିନନ୍ଦନୀୟ ଭୂମିକା

ଦୂରଦର୍ଶୀ ତଥା ପ୍ରଗତିଶୀଳ ଚିନ୍ତାଧାରା ନବୀନବାବୁଙ୍କ ଶାସନର ବଡ଼ ଲକ୍ଷଣ ବୋଲି ନିସଙ୍କୋଚରେ କୁହାଯାଇପାରିବ| ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସଙ୍ଘୀୟ ବିଚାରକୁ ସଠିକ୍ ଭାବେ ପ୍ରୟୋଗକରିବା ହେଉ ଏବଂ  ଅସ୍ବଛଳବର୍ଗର ଜୀବନଜୀବୀକାକୁ ସୁନିଶ୍ଚିତକରିବା କିମ୍ବା ବିପର୍ଯ୍ୟୟକୁ ପରିଚାଳନାକରିବା…

ଭଦ୍ରକରେ ଜଣେ କରୋନା ପଜିଟିଭ୍ ଚିହ୍ନଟ; ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଛୁଇଁଲା

ଭଦ୍ରକ: ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ୯୦ ଛୁଇଁଲା । ଭଦ୍ରକରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣା ପଡ଼ିଛି । ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । First Health Update, 24th April, 2020 #Covid19 One New Positive case in Bhadrak…

କରୋନା ଟେଷ୍ଟ୍ ଲାଗି ପ୍ରସ୍ତୁତ ହେଲା ଡିଆରଡ଼ିଓ ଭ୍ରାମ୍ୟମାଣ ପରୀକ୍ଷାଗାର

ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ESIC ହସ୍ପିଟାଲ, ଘରୋଇ ଶିଳ୍ପାନୁଷ୍ଠାନ ଓ ଡିଆରଡିଓର ମିଳିତ ଉଦ୍ୟମରେ ବିକଶିତ ଭ୍ରାମ୍ୟମାଣ ଭୂତାଣୁ ଗବେଷଣା ଓ ରୋଗ ନିରୂପଣ ପରୀକ୍ଷାଗାର (ଏମଭିଆରଡିଏଲ)କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଡିଓ କନଫରେନ୍ସ ଜରିଆରେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ…

କରୋନା ମେଡ଼ିକାଲ୍ ପାସ୍ ଲାଗି ଡାକ୍ତର ନେଲେ ଲାଞ୍ଚ; ଘୁରି ବୁଲୁଛି ଭିଡ଼ିଓ !

କାକଟପୁର: ସାରା ଦେଶ ବର୍ତମାନ କରୋନା ମହାମାରୀର ପ୍ରକୋପରେ ସ୍ତବ୍ଧ ଥିଲାବେଳେ ଏକମାତ୍ର ଭରଷା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଜନସାଧାରଣ ଭଗବାନଙ୍କ  ଭଳି  ପୂଜା କରୁଛନ୍ତି l କିନ୍ତୁ ଏହି ଅଭାବନିୟ ସ୍ଥିତିରେ ଜରୁରୀକାଳୀନ ମେଡିକାଲ ପାସ ଦେବାକୁ ଜନସାଧାରଣଙ୍କ ଠାରୁ ଲାଞ୍ଚ ନେଇ ସାରା…

କରୋନା ଡ୍ୟୁଟିକୁ ବେଖାତିର୍‌; ସସପେଣ୍ଡ ହେଲେ ଭଦ୍ରକ ଜିଲ୍ଲା ତିହିଡ଼ି ଅତିରିକ୍ତ ତହସିଲଦାର

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲଦାର ଅତିରିକ୍ତ ତହସିଲଦାରଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ଏବେ କରୋନା ବିତ୍ପାତ ଯୋଗୁଁ ରାଜ୍ୟ ସରକାର ଯୁଦ୍ଧ କାଳୀନ ଭିତ୍ତିରେ ଲଢେଇ ଜାରି ରଖିଥିବା ବେଳେ ଏହି ଅତିରିକ୍ତ ତହସିଲଦାର ଜଣକ କର୍ତ୍ତବ୍ୟରେ ଅବହେଳା କରିଛନ୍ତି ।…

ଜମ୍ମୁ ଓ କାଶ୍ମୀରକୁ କରୋନା ଆକ୍ରାନ୍ତ ଆତଙ୍କବାଦୀ ପଠାଉଛି ପାକିସ୍ତାନ: ଡିଜିପି ଦିଲବାଗ୍ ସିଂହ

ଶ୍ରୀନଗର: ସମସ୍ତ ପ୍ରକାରର ମାନବିକତାକୁ ଭୁଲି ଯାଇଛି ପାକିସ୍ତାନ । ଏବେ ସମସ୍ତ ସାରା ବିଶ୍ୱରେ ମଣିଷ ସମାଜ କରୋନା ଭୂତାଣୁ ଜନିତ ସଂକ୍ରମଣରେ ଯନ୍ତ୍ରଣା ଭୋଗୁଥିବା ବେଳେ ପାକିସ୍ତାନ ଏହି ମରଣାନ୍ତକ ଭୂତାଣୁର ଫାଇଦା ନେବାର ହୀନ ଚକ୍ରାନ୍ତ କରିବାକୁ ପଛାଉନାହିଁ । ପାକିସ୍ତାନ ଜମ୍ମୁ ଓ…

୨୫ଦିନ ଧରି ବୁଲୁଥିଲେ ସମୁଦ୍ରରେ, ଜାଣିନଥିଲେ ବାହାରେ ଜଗିଛି କରୋନା !

ଲଣ୍ଡନ: ସାରା ବିଶ୍ୱରେ କରୋନା ମହାମାରୀର କରାଳ ରୂପ । ହେଲେ ଲଣ୍ଡନର ଏକ ଦମ୍ପତ୍ତି ଜାଣିନଥିଲେ ବିଶ୍ୱରେ ଚାଲିଛି କୋଭିଡ-୧୯ର ଆତଙ୍କ । ୨୫ଦିନ ଧରି ସମୁଦ୍ରରେ ବୁଲି କୂଳରେ ଲାଗିବା ପରେ ଦୁନିଆର ହାଲ୍‌ଚାଲ୍ ତାଙ୍କୁ ତାଜୁବ୍ କରିଥିଲା । ମାଂଚେଷ୍ଟର ବାସିନ୍ଦା ରିୟାନ୍ ଅସ୍‌ବୋର୍ଣ୍ଣ ଓ…

କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢେଇ: ଖ୍ରୀଷ୍ଟ (ସମ୍ମିଳିତ) ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫…

ଭୁବନେଶ୍ୱର: ସାରା ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ସାମିଲ୍ ହୋଇ ସ୍ଥାନୀୟ ଲୋକ ସେବା ମାର୍ଗରେ ଅବସ୍ଥିତ ଖ୍ରୀଷ୍ଟ (ସମ୍ମିଳିତ) ମଣ୍ଡଳୀ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଦାନ କରିଛି । ମଣ୍ଡଳୀ ପକ୍ଷରୁ ଏକ ପ୍ରତିନିଧି ଦଳ ବୁଧବାର…