Latest Odisha News
Browsing Tag

covid positive

୧୦ ଦିନରେ ୯ ବର୍ଷରୁ କମ୍ ବୟସର ୧ହଜାର ପିଲା କରୋନା ସଂକ୍ରମିତ

ଡେରାଡୁନ୍: ଉତ୍ତରାଖଣ୍ଡରେ ଗତ ଦଶ ଦିନ ମଧ୍ୟରେ ୯ ବର୍ଷରୁ କମ୍ ବୟସର ପ୍ରାୟ ୧୦୦୦ ପିଲା କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିରୁ କିଛି ପିଲାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

କୋଭିଡ ସମୟରେ ରାଉରକେଲାରେ ଗୃହ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚୁଛି ରାପିଡ୍ ରେସପନ୍ସ ଟିମ୍

ରାଉରକେଲା : ରାଉରକେଲା ସହରରେ କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି ରାପିଡ୍ ରେସପନ୍ସ ଟିମ୍ ବା ଆରଆରଟି । ଘରକୁ ଘର ବୁଲି ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରି ଔଷଧ ବଣ୍ଟନ କରୁଛି ଟିମ୍ । ଶରୀରର ତାପମାତ୍ରା ଓ…

ଗୋଟିଏ ଗାଁର ୧୪୧ ବାସିନ୍ଦାଙ୍କ ମଧ୍ୟରୁ ୫୧ କରୋନା ପଜିଟିଭ

ଉତ୍ତରାଖଣ୍ଡ: ସୂଚନାଯୋଗ୍ୟ ଶନିବାର ଉତ୍ତରାଖଣ୍ଡର ପଉରୀ ଜିଲ୍ଲାର ଏକ ଗ୍ରାମରେ ରହୁଥିବା ୧୪୧ ଜଣ ବାସିନ୍ଦାଙ୍କ ମଧ୍ୟରୁ ୫୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଗାଁକୁ ଏକ କଣ୍ଟେଣ୍ଟମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ଏବଂ ଗ୍ରାମବାସୀଙ୍କୁ ପୃଥକ୍‌ ଭାବେ ରଖାଯାଇଛି। ପଉରୀର ଏକେଶ୍ୱର…

ଜେଲ୍‌ର ୫୬ କଏଦୀ କରୋନା ପଜିଟିଭ

ହରିୟାଣା: କର୍ଣ୍ଣଲ ଜିଲ୍ଲାରେ ଥିବା ଜେଲ୍‌ରେ ଚାରିଜଣ ମହିଳାଙ୍କ ସମେତ ଅତି କମରେ ୫୬ ଜଣ ଜେଲ ଅନ୍ତେବାସୀ କରୋନା ପଜିଟିଭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଜେଲ୍‌ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକାରୀଙ୍କ କହିବା ମୁତାବକ ଆକ୍ରାନ୍ତ କଏଦୀଙ୍କୁ ଜେଲର କୋଭିଡ ୱାର୍ଡରେ…

ବଲାଙ୍ଗୀର ସବ୍‌ ଜେଲ୍‌ର ଆଉ ୩୩ କଏଦୀ କରୋନା ପଜିଟିଭ

ପାଟନାଗଡ: ସୋମବାର ବଲାଙ୍ଗୀର ଜିଲ୍ଲାର ପାଟଣାଗଡରେ ଥିବା ସବ-ଜେଲରେ ଆଉ ୩୩ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ଏହି ମାମଲା ବୃଦ୍ଧି ପାଇ ଆକ୍ରାନ୍ତଙ୍କ ସଂଖ୍ୟା ୮୪ କୁ ପହଞ୍ଚିଛି। ଗତ ସପ୍ତାହରେ, ୫୧ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଥିଲା।…

ସଲମାନ୍‌ଙ୍କ ଭଉଣୀ ଅର୍ପିତା ବି ହୋଇଥିଲେ କରୋନା ଆକ୍ରାନ୍ତ

ମୁମ୍ବାଇ: କରୋନର ଦ୍ବିତୀୟ ତରଙ୍ଗ ସମଗ୍ର ଦେଶରେ କାୟା ବିସ୍ତାର କରି ଚାଲିଛି। ତେବେ ଦେଖିବାକୁ ଗଲେ ପ୍ରାୟ ଅଧିକାଂଶ ବଲିଉଡ୍‌ ସେଲିବ୍ରିଟିମାନଙ୍କ କରୋନା କବଳରେ ଆସିସାରିଲେଣି। ତେବେ ଆଉ ଜଣେ ବଲିଉଡ୍‌ର ଆଉ ଜଣେ ସେଲିବ୍ରିଟି ବି କରୋନାର ଶିକାର ହୋଇଥିଲେ ବୋଲି ଜଣାପଡ଼ିଛି। ତେବେ…

ଦିଲ୍ଲୀ ସରୋଜ ହସ୍ପିଟାଲ୍‌ର ୮୦ ଜଣ ଡାକ୍ତର କରୋନା ପଜିଟିଭ

ନୂଆଦିଲ୍ଲୀ: ଦିଲ୍ଲୀର ସରୋଜ ହସ୍ପିଟାଲରେ ୮୦ ଜଣ ଡାକ୍ତରଙ୍କୁ କରୋନା। ଏହାସହିତ ଜଣେ ବରିଷ୍ଠ ସର୍ଜନ ଡା. ଏ.କେ ରାୱତ ମଧ୍ୟ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ଏହାସତ୍ତ୍ବେ ବି ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି। କରୋନାରେ ଆକ୍ରାନ୍ତ ହୋଇଥିବା…

ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ କୁମାର ସାମଲ କରୋନା ପଜିଟିଭ

ଭୁବନେଶ୍ୱର: କରୋନା କବଳରେ ଆଉ ଜଣେ ବିଧାୟକ। ବରିଷ୍ଠ ବିଜେଡି ନେତା ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ସମ୍‌ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଶରୀରରେ ଅସହଜ ଅନୁଭବ କରିବା ପରେ ସେ ଶନିବାର କୋଭିଡ୍‌ ପରୀକ୍ଷା…

କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ କରୋନା ପଜିଟିଭ

ନୂଆଦିଲ୍ଲୀ: କଂଗ୍ରେସର ଗୁଜୁରାଟ ୟୁନିଟର କାର୍ଯ୍ୟରତ ସଭାପତି ହାର୍ଦ୍ଦିକ ପଟେଲ ରବିବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏକ ଟୁଇଟ୍‌ରେ ପଟେଲ କହିଛନ୍ତି ଯେ ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ସେ ଘରେ ନିଜକୁ ପୃଥକ୍‌ ରହିଛି। ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସେ…

ଅଭିନେତ୍ରୀ ରୁବିନା ଡିଲାଇକ୍ କରୋନା ପଜିଟିଭ

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଏବଂ ବିଗ୍ ବସ୍ ୧୪ ବିଜେତା ରୁବିନା ଡିଲାଇକ୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ସେ ନିଜକୁ କ୍ବାରେଣ୍ଟାଇନରେ ରଖିଛନ୍ତି ସେ ଏବେ ୧୭ ଦିନ ପାଇଁ ସଙ୍ଗରୋଧରେ ରହିବେ ବୋଲି…