Latest Odisha News

BREAKING NEWS

Browsing Tag

Covid Restriction

ଗଞ୍ଜାମରେ ବାହାଘର ପୂର୍ବରୁ ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ, ପଜିଟିଭ୍ ଆସିଲେ ଅନୁମତି ନାହିଁ

ଗଞ୍ଜାମ: କରୋନାର ସେକେଣ୍ଡ ଓ୍ୱେଭ ଦ୍ରୁତ ମାଡୁଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କଟକଣା ଅଧିକ କଡ଼ାକଡ଼ି ହେଲାଣି । ଏଣିକି ଗଞ୍ଜାମ ଜିଲ୍ଲାରେ ବାହାଘର ଆୟୋଜନ ନେଇ ନୂଆ ନିୟମ କରିଛି ପ୍ରଶାସନ । ବିବାହ ପୂର୍ବରୁ ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ ହେବ । ସମସ୍ତଙ୍କର…

କରୋନା କଟକଣା : ଅନ୍ୟ ରାଜ୍ୟକୁ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବା ପରେ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲଗାଇଛନ୍ତି ରାଜ୍ୟ ସରକାର । ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ଛତିଶଗଡ଼ ଓ ଝାଡଖଣ୍ଡ ସୀମାବର୍ତ୍ତି ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ସାଙ୍ଗକୁ…

ଫେରିଲା କଟକଣା: ମାଲକାନଗିରିରେ ଦୋକାନୀ ଓ ଗ୍ରାହକଙ୍କୁ ମାସ୍କ ବାଧ୍ୟତାମୂଳକ 

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି କରୋନା କଟକଣା କଡାକଡି । ଦୋକାନୀ ଓ ଗ୍ରାହକଙ୍କୁ ମାସ୍କ ବାଧ୍ୟତାମୂଳକ କରିଛି ଜିଲ୍ଲାପ୍ରଶାସନ । ଜନଗହଳି ପୂର୍ଣ୍ଣ ଅଂଚଳକୁ ଗଲେ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଧର୍ମୀୟ ଅନୁଷ୍ଠାନରେ ମଧ୍ୟ ମାସ୍କ ଓ ସାମାଜିକ ଦୂରତା…

ମହାମାରୀ ପରେ ପ୍ରଥମ ଉତ୍ସବ ଓ ପ୍ରଥମ ଆଶାର ସଙ୍କେତ- କୋଣାର୍କ ନୃତ୍ୟ ଉତ୍ସବ ୨୦୨୦

(କୋଣାର୍କ ନୃତ୍ୟ ଉତ୍ସବ ଅବସରରେ କେଦାର ମିଶ୍ରଙ୍କ ସ୍ୱତନ୍ତ୍ର ଉପସ୍ଥାପନା)  ଗତ ମାର୍ଚ୍ଚ ମାସରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପୂରା ଦେଶର ରଙ୍ଗମଞ୍ଚ ନୀରବ ରହିଥିଲା। କରୋନା ମହାମାରୀର ପ୍ରକୋପ ଯୋଗୁଁ ଦେଶର ସବୁ ଉତ୍ସବ, ମହୋତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଭାବରେ…

କଟକଣା ଭିତରେ କଟକର କାଳୀ ପୂଜା

କଟକ: କରୋନା କଟକଣା ଭିତରେ ହେବ କଟକର କାଳୀ ପୂଜା । ଦୁର୍ଗାପୂଜା ଭଳି କାଳୀ ପୂଜା ମଧ୍ୟ ପାଳନ ହେବ । ପୂଜାକୁ ନେଇ କଟକ ଡିସିପ ପ୍ରତୀକ ସିଂ କଟକଣା ଜାରି କରିଛନ୍ତି । କାଳୀପୂଜା ବେଳେ ଗହଳୀକୁ କଣ୍ଟ୍ରୋଲ କରିବାକୁ ପୋଲିସ ପାଟ୍ରୋଲିଂକୁ କଡା କଡି କରାଯିବା ସହ ବିଭିନ୍ନ ସ୍ଥାନରେ ଏଡ୍…

କାଲି କଟକଣା ଭିତରେ ହେବ ଗୋଷାଣୀ ଭସାଣ

ପୁରୀ: ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ କରୋନା କଟକଣା ଭିତରେ ହେବ ଗୋଷାଣୀ ଭୁସାଣ ଉତ୍ସବ । ଏଥିପାଇଁ ଆସନ୍ତାକାଲି ଦିନ ୧୦ରୁ ମରଚିକୋଟ ଛକଠାରୁ ସିଂହଦ୍ୱାର ଏବଂ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଲାଗୁ କରାଯିବ । ଏଥିସହ ଭସାଣ ସମୟରେ ଗୋଷାଣୀଙ୍କ ସହ ମାତ୍ର ୭ ଜଣଙ୍କୁ ଅନୁମତି ଦେଇଛି ପ୍ରଶାସନ।…

ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ

ଭୁବନେଶ୍ୱର: ଅକ୍ଟୋବରରେ ଖୋଲିପାରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନ । ଏ ନେଇ ଆଜି ନିର୍ଦ୍ଦେଶକ ଶଶୀ ପଲ୍ ସୂଚନା ଦେଇଛନ୍ତି । କୋଭିଡ ନିୟମ ଭିତରେ ଏହାକୁ ଖୋଲିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ନିର୍ଦ୍ଦିଷ୍ଟ କେଉଣ ଦିନରେ ଖୋଲିବ, ଏକ ସଙ୍ଗରେ କେତେ ପର୍ଯ୍ୟଟକ ଭିତରକୁ ଯାଇପାରିବେ ସେ ନେଇ…

୩୧ ଯାଏଁ ରାଜଗାଙ୍ଗପୁରରେ ଲାଗିଲା କଟକଣା

ସୁନ୍ଦରଗଡ : ରାଜଗାଙ୍ଗପୁର ମ୍ୟୁନିସାପାଲିଟି ଅଂଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବାରୁ ପ୍ରଶାସନ ପକ୍ଷରୁ ଆସନ୍ତାକାଲିଠାରୁ ୩୧ ଯାଏଁ କଟକଣା ଜାରି ହୋଇଛି । ସକାଳ ୬ଟାରୁ ଦିନ ୨ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଦିନ ଦୁଇଟା ପରେ ସାଧାରଣ ଲୋକଙ୍କ ଯାତାୟତ ଉପରେ ରୋକ୍…