ଦୈନିକ ସଂକ୍ରମଣରେ ଆମେରିକାକୁ ଟପୁଛି ଭାରତ: ମୃତ୍ୟୁ ସଂଖ୍ୟା ଡେଇଁଲା ୫୦ ହଜାର
ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୫୭,୯୮୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମୋଟ୍ ସଂକ୍ରମଣ ମାମଲା ୨୬,୪୭,୬୬୪ରେ ପହଞ୍ଚିଛିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆମେରିକା, ବ୍ରାଜିଲ୍ ପରେ ବିଶ୍ବରେ ସବୁଠୁ ଅଧିକ କୋଭିଡ ପ୍ରଭାବିତ ରାଷ୍ଟ୍ର ହେଉଛି…