Latest Odisha News

BREAKING NEWS

Browsing Tag

COVID19

କରୋନା ଚିକିତ୍ସା ଓ ମୃତ୍ୟୁର ସହାୟତା ରାଶି ଉପରେ ଆୟକର ଛାଡ଼

ନୂଆଦିଲ୍ଲୀ: କରୋନା ଚିକିତ୍ସାରେ ମିଳିଥିବା ସହାୟତା ରାଶି ଉପରେ କୌଣସି ଟିକସ ଆଦାୟ ନକରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇ ଥିବା ପ୍ରକାଶ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଅନୁରାଗ ଠାକୁର। ଏପରି ପରିସ୍ଥିତିରେ ଯଦି କୌଣସି ନିଯୁକ୍ତିଦାତା କିମ୍ବା ଶୁଭେଚ୍ଛୁ କାହାକୁ କରୋନାର…

ଆକ୍ରାନ୍ତଙ୍କ ତୁଳନାରେ ବଢୁଛି ଦୈନିକ ସୁସ୍ଥତା ସଂଖ୍ୟା, ଆଜି ୬୪ ହଜାର ସୁସ୍ଥ

ନୂଆଦିଲ୍ଲୀ: ଭାରତରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଥିବା ବେଳେ ସୁସ୍ଥତା ମାମଲା ବଢ଼ିବାରେ ଲାଗିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୮,୬୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ…

ଗର୍ଭବତୀ ମହିଳା ମାନେ ନେଇପାରିବେ କରୋନା ଟିକା

ନୂଆଦିଲ୍ଲୀ: କରୋନା ବିରୋଧରେ ଲଢେଇ ଲାଗି ଟିକା ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ପାଲଟିଛି। ପିଲାମାନଙ୍କ କ୍ଷେତ୍ରରେ ଟିକା ଟ୍ରାଏଲ୍ ଚାଲିଥିବା ବେଳେ ଗର୍ଭବତୀ ମହିଳାମାନେ ଟୀକାକରଣରୁ ବାଦ୍ ପଡ଼ିଥିଲେ। https://twitter.com/ANI/status/1408386431081324552?s=19 ତେବେ ଗର୍ଭବତୀ…

ଘରୋଇ ହସ୍ପିଟାଲରେ କେତେ ରହିଛି କରୋନା ଟିକା ଦାମ୍, ଜାଣନ୍ତୁ…

ଭୁବନେଶ୍ୱର: ସରକାରୀ ହସ୍ପିଟାଲ ଗୁଡିକରେ କରୋନା ଟିକା ମାଗଣାରେ ମିଳୁଥିବା ବେଳେ ଆପଣ ଚାହିଁଲେ ଘରୋଇ ହସ୍ପିଟାଲରେ ମଧ୍ୟ ଟିକା ନେଇପାରିବେ। ହେଲେ ଏଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡିବ। ଜାଣନ୍ତୁ, ଭୁବନେଶ୍ୱରରେ କୋଭାକ୍ସିନ ଏବଂ କୋଭିଶିଲ୍ଡର ମୂଲ୍ୟ କେତେ ରହିଛି...…

୧୮-୪୪ ବର୍ଗଙ୍କ ଟିକାକରଣ ପାଇଁ ୭ଟାରୁ ସ୍ଲଟ ବୁକିଂ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ରାଜଧାନୀରେ ୧୮-୪୪ ବୟସ ବର୍ଗଙ୍କ (ପ୍ରଥମ ଡୋଜ୍) ପାଇଁ ନୂଆ ସ୍ଲଟ୍ ବୁକିଂ ଘୋଷଣା କରାଯାଇଛି। ଆଜି ରାତି ୭ ଟାରୁ ସ୍ଲଟ ବୁକିଂ ଆରମ୍ଭ ହେବ। ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି। ବିଏମସିର ଟ୍ବିଟ…

୫୪ ହଜାରକୁ ଖସିଲା ଦୈନିକ ସଂକ୍ରମଣ, ୧୩୨୧ ମୃତ

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୪ ହଜାର ୬୯ ନୂଆ ଆକ୍ରାନ୍ତ। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ରହିଛି ୩ କୋଟି ୦୦ଲକ୍ଷ ୮୨ ହଜାର ୭୭୮। ଏଥିସହ ୬ ଲକ୍ଷ ୨୭ ହଜାର ୦୫୭କୁ ଖସିଛି କରୋନା ଆକ୍ଟିଭ୍ କେସ୍…

ଆକ୍ରାନ୍ତଙ୍କ ତୁଳନାରେ ବଢୁଛି ଦୈନିକ ସୁସ୍ଥତା ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୨ ହଜାର ୬୪୦ ନୂଆ ଆକ୍ରାନ୍ତ। ଦୀର୍ଘ ୯୧ ଦିନ ପରେ ଦେଶରେ ଦୈନିକ ଆକ୍ରାନ୍ତ ମାମଲା ୪୨ ହଜାରକୁ ହ୍ରାସ ପାଇଛି। ଦିନକରେ ୧ ହଜାର ୧୬୭ ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ବେଳେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ଲକ୍ଷ ୮୯…

କରୋନା କୋପ, ୪ ଅନାଥ ଶିଶୁଙ୍କ ଦାୟିତ୍ୱ ନେଲା ରାୟଗଡା ଜିଲ୍ଲା ପ୍ରଶାସନ

ରାୟଗଡା: ଘାତକ କରୋନା ମହାମାରୀକୁ ନେଇ ସାରା ଦେଶ ପ୍ରଭାବିତ । କିଏ ପରିବାର ସଦସ୍ୟଙ୍କୁ ହରାଇଛନ୍ତି ତ କେହି ସର୍ବହରା ହୋଇଛନ୍ତି । ଏପରି ସ୍ଥିତିରେ ରାୟଗଡା ଜିଲ୍ଲାର ଦୁଇଟି ପରିବାର ଗଭୀର ରୂପେ ପ୍ରଭାବିତ ହୋଇଛି । ତେବେ ସେମାନଙ୍କ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା…

କୋଭିଡ ନିୟମ ଉଲ୍ଲଂଘନ; ୨୪ ଘଣ୍ଟାରେ ୨୨ ଲକ୍ଷ ଫାଇନ, ୧୫ ଗିରଫ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ୨୨,୨୦,୪୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି ଘଟଣାରେ ୧୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୪୨୪ଟି ଗାଡି ଜବତ କରାଯାଇଛି। ଏନେଇ ଓଡିଶା ପୋଲିସ ଶନିବାର ଟୁଇଟ୍ କରି ସୂଚନା ଦେଇଛି। ଏହାବ୍ୟତୀତ,…

ଦେଶରେ ଆକ୍ରାନ୍ତଙ୍କ ତୁଳନାରେ ବଢୁଛି କରୋନା ସୁସ୍ଥତା ସଂଖ୍ୟା

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୦ ହଜାର ୭୫୩ ନୂଆ ଆକ୍ରାନ୍ତ। ୭୪ ଦିନ ପରେ ଦେଶରେ ଆକ୍ଟିଭ୍ କେସ୍ ହ୍ରାସ ପାଇଛି । ଦିନକରେ ୧ ହଜାର ୬୪୭ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ଲକ୍ଷ ୮୫ ହଜାର ୧୩୭ କୁ ବୃଦ୍ଧି…