Latest Odisha News
Browsing Tag

COVID19

କେରଳ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସତର୍କ ସୂଚନା; ଘର ଭିତରେ ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ: ସଦ୍ୟତମ ପରିସଂଖ୍ୟାନ ଅନୁଯାୟୀ କେରଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭିନା ଜର୍ଜ କହିଛନ୍ତି। ରାଜ୍ୟ ସରକାର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, କରୋନା ମାମଲାର…

ଦ୍ୱିତୀୟ ତରଙ୍ଗ ସମୟରେ ଅମ୍ଳଜାନ ଅଭାବ ଯୋଗୁ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲା କେନ୍ଦ୍ର

ନୂଆଦିଲ୍ଲୀ: କୋଭିଡ-୧୯ ଦ୍ୱିତୀୟ ତରଙ୍ଗ ସମୟରେ ଅମ୍ଳଜାନ ଅଭାବରୁ ମୃତ୍ୟୁ ଘଟିଛି। ଏ ନେଇ କେନ୍ଦ୍ର ମଙ୍ଗଳବାର ସଂସଦକୁ ସୂଚନା ଦେଇଛି ଯେ ଆନ୍ଧ୍ରପ୍ରଦେଶରେ ଅମ୍ଳଜାନ ସଙ୍କଟରେ କିଛି କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ମନ୍ତ୍ରଣାଳୟ ସଂସଦରେ କହିଛି ଯେ ଭେଣ୍ଟିଲେଟର ଥିବା କିଛି କରୋନା…

ଦେଶର ଏହି ୫ ରାଜ୍ୟରେ କରୋନା ସଂକ୍ରମଣ ମାମଲା ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ ପ୍ରାୟ ଅନେକ ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସୁଥିବା ବେଳେ ଏହି ୫ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଥମିବାର ନାଁ ନେଉନି। ରିପୋର୍ଟ ଅନୁଯାୟୀ କେରଳରେ ଅଦ୍ୟାବଧି ଯେତିକି କରୋନା ମାମଲା ବାହାରୁଛି ଏହା ଦେଶରେ ରିପୋର୍ଟ ହେଉଥିବା ଅନ୍ୟ ମାମଲାର ପ୍ରାୟ ଅଧା।…

ବିଶ୍ୱ ପାଇଁ ଏବେ ସବୁଠୁ ବଡ଼ ବିପଦ ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: ଭାଇରୋଲୋଜିଷ୍ଟ ଏବଂ ଏପିଡେମୋଲୋଜିଷ୍ଟଙ୍କ ଅନୁଯାୟୀ ଡେଲଟା ଭାରିଆଣ୍ଟ ହେଉଛି କରୋନାର କ୍ଷୀପ୍ର ସଂକ୍ରମଣକାରୀ ଭୂତାଣୁ। ଏହା କରୋନାର ସବୁଠାରୁ ଭୟଙ୍କର ପ୍ରଜାତି। ଯାହାକୁ ଏବେ ବିଶ୍ବ ସାମ୍‌ନା କରୁଛି। ଅନେକ ଦେଶରେ ଡେଲ୍‌ଟା ପ୍ରଜାତି ଯୋଗୁ ଜଟିଳ ସ୍ଥିତି ମଧ୍ୟ ଉପୁଜିଛି।…

ଅଷ୍ଟ୍ରେଲିଆରେ କରୋନା ସ୍ଥିତି ଉଦ୍‌ବେଗଜନକ; ଚିନ୍ତାରେ ସରକାର

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଛି। ଗୋଟିଏ ଦିନ ପୂର୍ବରୁ ଅଷ୍ଟ୍ରେଲିଆରେ ୧୬୩ ରୁ ୧୪୧ଟି କରୋନା ମାମଲା ରିପୋର୍ଟ ହୋଇଥିଲା। ଜୁନ୍ ମାସରେ ଆରମ୍ଭ ହୋଇଥିବା ଏହି ସଙ୍କଟ ଡେଲ୍‌ଟା ପ୍ରଜାତି ଦ୍ବାରା ପରିଚାଳିତ। ଏଠାରେ ଅଧିକ ଡେଲ୍‌ଟା ଭାରିଆଣ୍ଟ ଦ୍ବାରା…

ସାବଧାନ ! ମଣିଷ ଦେହରେ ମାସେ ଯାଏ ସକ୍ରିୟ ରହୁଛି କରୋନା ଭାଇରସ୍

ଭୁବନେଶ୍ବର: ମଣିଷ ଦେହରେ ମାସେ ଯାଏ ସକ୍ରିୟ ରହୁଛି କରୋନା ଭାଇରସ । ପ୍ରଥମ ଲହରରେ ଭାଇରସ୍ ମଣିଷ ଦେହରେ ୧୫ ଦିନ ରହୁଥିଲା । ଦ୍ୱିତୀୟ ଲହରରେ ଦେଖାଯାଉଛି ଏହି ଡେଲଟା ଭାଇରସ୍ ମାସେ ପର୍ଯ୍ୟନ୍ତ ମଣିଷ ଦେହରେ ସକ୍ରିୟ ରହୁଛି । ଏହି ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ…

କୋଭିଡ୍ ମୃତ୍ୟୁରେ ବ୍ରାଜିଲ୍‌କୁ ଟପିଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ: କୋଭିଡ୍‌ ମୃତ୍ୟୁ ମାମଲାରେ ବ୍ରାଜିଲ୍‌କୁ ଅତିକ୍ରମ କରିଛି ଇଣ୍ଡୋନେସିଆ। ଇଣ୍ଡୋନେସିଆରେ ଦୈନିକ କରୋନା ଜନିତ ମୃତ୍ୟୁ ସଙ୍କଟ ବଢିଚାଲିଛି। ରବିବାର ଦିନ ଇଣ୍ଡୋନେସିଆରେ ୧୦୯୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୪,୭୨୧ଟି କରୋନା ପଜିଟିଭ ମାମଲା ରିପୋର୍ଟ ହୋଇଛି।…

ଟୋକିଓ ଅଲିମ୍ପିକ୍ସ: ୟୁଗାଣ୍ଡା ପରେ ସର୍ବିୟାର ଜଣେ ଆଥଲେଟ କରୋନା ସଂକ୍ରମିତ

ଟୋକିଓ:ଟୋକିଓ ଅଲିମ୍ପିକ୍ସ ଆଉ ୨୦ ଦିନ ପରେ ଆରମ୍ଭ ହୋଇଯିବ । ତଥାପି ଏବେ କରୋନା ଭୟ ପିଛା ଛାଡୁନି । ରିପୋର୍ଟ ମୁତାବକ ୟୁଗାଣ୍ଡା ଟିମର ୨ ଆଥଲେଟ କରୋନା ସଂକ୍ରମିତ ଜଣା ପଡିବା ପରେ ଆଜି ସର୍ବିୟାର ଜଣେ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହି ଖେଳାଳିମାନଙ୍କୁ ଆଇସୋଲେଟ କରାଯାଇଛି ।…

ରାଜ୍ୟରେ ଆଉ ୪୩ ଜଣଙ୍କ ମୃତ୍ୟୁ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ସହ କରୋନା ମୃତ୍ୟୁ ସଂଖ୍ୟା ଧିରେଧିରେ କମିବାରେ ଲାଗିଛି। ଗୋଟିଏ ଦିନରେ ରାଜ୍ୟରେ ପ୍ରାଣ ହରାଇଛନ୍ତି ଆଉ ୪୩ ଜଣ ଆକ୍ରାନ୍ତ। ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୩ ହଜାର ୯୩୦କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ…

ଫୁସଫୁସକୁ ଅଧିକ ସଂକ୍ରମିତ କରୁଛି ଡେଲଟା ପ୍ଲସ୍ ଭାରିଆଣ୍ଟ

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ କରୋନା ଭାଇରସର ଡେଲଟା ପ୍ଲସ୍ ଭାରିଆଣ୍ଟ ଦେଖିବାକୁ ମିଳିଛି। ଏନେଇ ନ୍ୟାସନାଲ୍ ଟେକ୍ନିକାଲ୍ ଆଡଭାଇଜରୀ ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନ୍ ର ଅଧ୍ୟକ୍ଷ ଡ. ଏନ.କେ ଆରୋରା କହିଛନ୍ତି ଯେ କରୋନାର ବାକି ଭାରିଆଣ୍ଟ ତୁଳନାରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଶୀଘ୍ର ଏବଂ…