Latest Odisha News

BREAKING NEWS

Browsing Tag

COVID19

୧୮-୪୪ ବର୍ଗଙ୍କ ପାଇଁ ୭ଟାରୁ ସ୍ଲଟ ବୁକିଂ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ରାଜଧାନୀରେ ୧୮-୪୪ ବୟସ ବର୍ଗଙ୍କ (ପ୍ରଥମ ଡୋଜ୍) ପାଇଁ ନୂଆ ସ୍ଲଟ୍ ଘୋଷଣା କରାଯାଇଛି। ଆଜି ରାତି ୭ ଟାରୁ ସ୍ଲଟ ବୁକିଂ ଆରମ୍ଭ ହେବ। ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି।…

ଡ୍ରାଇଭ-ଇନ୍ ଭ୍ୟାକ୍ସିନେସନ୍: ୧୮-୪୪ ଓ ୪୫+ ବର୍ଗଙ୍କ ଲାଗି ଆଜି ସ୍ଲଟ ବୁକିଂ, ଜାଣନ୍ତୁ…

ଭୁବନେଶ୍ୱର: ରାଜଧାନୀର ସମସ୍ତ ୧୦ ଡ୍ରାଇଭ-ଇନ୍ ସ୍ଥାନରେ କରୋନା ଟୀକାକରଣ ପାଇଁ ଅନଲାଇନରେ ସ୍ଲଟ୍ ବୁକିଂ ଆଜି ୬.୩୦ରେ ଖୋଲିବ। ଏନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଟୁଇଟ୍ କରିଛି। ଏହି ସ୍ଲଟ୍ ଗୁଡିକ ଜୁନ୍ ୨୧ ରୁ ଜୁନ୍ ୨୬ ପର୍ଯ୍ୟନ୍ତ ୧୮-୪୪ (ପ୍ରଥମ ଡୋଜ୍) ଏବଂ…

କରୋନା ସାଜିଲା କାଳ, ଆପଣାର ହେଲେ ପର

ଭଦ୍ରକ: କରୋନା ମହମାରୀ କେବଳ ମୃତ୍ୟୁର ନୂତନ ସଂଜ୍ଞା ଦେଇନାହିଁ । ଆପଣାର ହୋଇଛନ୍ତି ପର, ପର ସାଜିଛନ୍ତି ସତେ ଅବା ଦେବଦୂତ । ଏପରି ଅନେକ ଉଦାହରଣ ନଜରକୁ ଆସିଛି । ଏହି ଧାରାରେ ଚର୍ଚ୍ଚାକୁ ଆସିଛି ଭଦ୍ରକ ଧାମନଗର ବ୍ଲକ ଅନ୍ତର୍ଗତ ବଡତରଣି ଗାଁ । ଏହି ଗାଁରେ ଜଣେ ବର୍ଷିୟାନ୍ କଳାକାର…

ରାଜ୍ୟରେ ଆଉ ୪୪ କରୋନା ରୋଗୀଙ୍କ ମୃତ୍ୟୁ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ…

ଭୁବନେଶ୍ୱର: ରାଜ୍ୟରେ ଆଉ ୪୪ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଯାହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୩୩୪୬ ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ସୋମବାର ଦିନ ରାଜ୍ୟର ୧୯ଟି ଜିଲ୍ଲାରୁ ଏହି ୪୪ ରୋଗୀଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧାରୁ ସର୍ବାଧିକ ପାଞ୍ଚ ଜଣଙ୍କର ମୃତ୍ୟୁ…

ଓଡ଼ିଶାରେ ଖସୁଛି କରୋନା ମାମଲା: ୨୪ ଘଣ୍ଟାରେ ୪୩୩୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କରୋନାର ଦୈନିକ ସଂକ୍ରମଣ ଆସିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ ହଜାର ୩୩୯ ପଜିଟିଭ୍ । ସୂଚନା ଅନୁଯାୟୀ, କ୍ୱାରେଣ୍ଟାଇନରୁ ୨ ହଜାର ୪୭୫ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧ ହଜାର ୮୬୪। ଖୋର୍ଦ୍ଧାରୁ ସର୍ବାଧିକ ୭୦୦ ଆକ୍ରାନ୍ତ ଚିହ୍ନଟ…

ଭୋକିଲା ରଖୁଛି ଭୂତାଣୁ ଭୟ…

ପୁରୀ: କରୋନା ମହାମାରୀର ପ୍ରଭାବ ସ୍ପଷ୍ଟ ଭାବେ ପର୍ଯ୍ୟଟନ କ୍ଷେତ୍ରରେ ପରିଲକ୍ଷିତ ହୋଇଛି । ବଡବଡିଆ ହୋଟେଲ ମାଲିକଙ୍କଠାରୁ ଆରମ୍ଭ କରି ଖୁଚୁରା ବେପାରୀଙ୍କ ଅବସ୍ଥା ଦୟନୀୟ ହୋଇପଡିଛି । ଏହି ଧାରାରେ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆମୋଦିତ କରୁଥିବା ଓଟ ଏବଂ ଘୋଡା ସଂଘ ମଧ୍ୟ ଦୁରାବସ୍ଥା…

ଦୀର୍ଘ ୭୦ ଦିନ ପରେ ଦେଶରେ ଖସିଲା ଦୈନିକ ସଂକ୍ରମଣ, ୮୪ ହଜାର ପଜିଟିଭ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ୮୪,୩୩୨ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଦୀର୍ଘ ୭୦ ଦିନ ପରେ ସଂକ୍ରମଣ ମାମଲା ଖସିଥିବା ନଜର ଆସିଛି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୩ ଲକ୍ଷ ୫୯ ହଜାର ୧୫୫କୁ ବୃଦ୍ଧି ପାଇଛି।…

ଭୁବନେଶ୍ୱରରେ ଟିକାକରଣ ପାଇଁ ନୂଆ ନିୟମ

ଭୁବନେଶ୍ୱର: ଭୁବନେଶ୍ୱରରେ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ପ୍ରଥମ ଡୋଜ୍ ସକାଳ ସେସନରେ ଏବଂ ଦ୍ୱିତୀୟ ଡୋଜ ଅପରାହ୍ନ ସେସନରେ ଦିଆଯିବ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) କମିଶନର ସଞ୍ଜୟ ସିଂ ଶୁକ୍ରବାର ଦିନ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି। ତାଙ୍କ…

ଦେଶବାସୀଙ୍କୁ ମାଗଣା ଟିକାକରଣ; ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏବେ ଦେଶର ସବୁ ନାଗରିକଙ୍କୁ ମିଳିବ ମାଗଣା କରୋନା ଟିକା। ଏନେଇ ଆଜି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଯାହା ପରେ ଏଭଳି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ବିଏମସି ଅଞ୍ଚଳରେ ଟିକାକରଣ; ଆଜି ରାତି ୭ଟାରୁ ସ୍ଲଟ୍ ବୁକିଂ ଆରମ୍ଭ

ଭୁବନେଶ୍ୱର: ରାଜଧାନୀ ବାସୀଙ୍କ ଲାଗି ରବିବାର ରାତି ୭ଟାରୁ ଟିକାକରଣ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ୧୮ ରୁ ୪୪ ବୟସ ବର୍ଗ (ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ (ପ୍ରଥମ ଓ ଦ୍ବିତୀୟ ଡୋଜ) ଟିକା ଦିଆଯିବ ବୋଲି ବିଏମସି ସୂଚନା…