Latest Odisha News

BREAKING NEWS

Browsing Tag

COVID19

କରୋନା ଆତଙ୍କ: ରାଜସ୍ଥାନ ଟୋଟାଲ୍ ଲକ୍‌-ଡାଉନ୍

ରାଜସ୍ଥାନ: ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାର ଘୋଷଣା ୪୦% ଲକ୍‌-ଡାଉନ୍ । ଓଡିଶାର ୮ଟି ପ୍ରମୁଖ ସହର ସମେତ ୫ଟି ଜିଲ୍ଲାକୁ ଲକ୍‌-ଡାଉନ୍ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ଟୋଟାଲ ଲକ୍‌-ଡାଉନ୍ ହୋଇଛି । In order to contain…

ଆମ ସମସ୍ତଙ୍କୁ ମିଳିମିଶି ଧୈର୍ଯ୍ୟ ଓ ସାହସର ସହ କରୋନା ଆହ୍ୱାନର ମୁକାବିଲା କରିବାକୁ ପଡିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କରୋନା ଭୂତାଣୁ ବିଶ୍ୱ ମହମାରୀର ରୂପ ନେଇଥିବା ବେଳେ ଆମ ସମସ୍ତଙ୍କୁ ମିଳିମିଶି ଏଭଳି ପ୍ରାକୃତିକ ସଂକଟକୁ ସାମ୍ନା କରିବାକୁ ପଡିବ । ରାଜ୍ୟ ତଥା ଦେଶବାସୀ କୌଣସି ପ୍ରକାର ଭୟଭୀତ ନହୋଇ ଧୈର୍ଯ୍ୟ ଓ ସାହସର ସହ ବିଶ୍ୱ ମହାମାରୀ କରୋନା ଭାଇରସ ବିରୁଦ୍ଧରେ ମୁକାବିଲା କରନ୍ତୁ ବୋଲି…

ହଂକଂରେ କରୋନା ଭାଇରସର ସେକେଣ୍ଡ ଇନିଂସ୍ !

ହଂକଂ: ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଛି କରୋନା ଭାଇରସ୍ (କୋଭିଡ୍‌-୧୯) । ମଣିଷକୁ ବାଦ୍ ଦେଲେ ଏହି ମାରାତ୍ମକ ଭାଇରସ୍ କୌଣସି ଜୀବଜନ୍ତୁଙ୍କ ନିକଟରେ ଏଯାବତ ପରିଲକ୍ଷିତ ହୋଇନାହିଁ । ମଣିଷ ପରେ ଏବେ କୁକୁର ଭଳି ପଶୁର ନାଁ କରୋନା ଭାଇରସ୍ ସହ ଯୋଡି ହୋଇଛି । ନ୍ୟୁୟର୍କର ଦୈନକ ପତ୍ରିକା…

କରୋନା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ସିଲ୍ ହେଲା ଗେଷ୍ଟହାଉସ୍ !

ଭୁବନେଶ୍ୱର: ଘାତକ କରୋନା ଭାଇରସ ସଂକ୍ରମଣକୁ ରାଜ୍ୟରେ ରୋକିବା ଲାଗି ଓଡ଼ିଶା ସରକାର ଯୁଦ୍ଧକାଳୀନ ଭିତ୍ତିରେ ଦୃଢ ପଦକ୍ଷେପ ଗ୍ରହଣ କରିଥିବା ସହିତ ଲଢେଇ ଜାରି ରଖିଛନ୍ତି । ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ କରୋନା ଭାଇରସ ସଂକ୍ରମଣ ଲାଗି ବିଭିନ୍ନ ଗେଷ୍ଟ ହାଉସ ଓ ହୋଟେଲ ଲାଗି…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ କରୋନା ଭାଇରସ ଅପପ୍ରଚାର କରି କେନ୍ଦ୍ରାପଡ଼ାରେ ଜଣେ ସାମ୍ବାଦିକଙ୍କ ସମେତ ୪ ଗିରଫ

କେନ୍ଦ୍ରାପଡ଼ା: କରୋନା ଭାଇରସ ସାରା ବିଶ୍ୱକୁ ଆତଙ୍କିତ କରିରଖିଛି | ଏଥିରେ ଦୈନିକ ସାରା ବିଶ୍ୱରେ ବହୁ ଲୋକ ଆକ୍ରାନ୍ତ ହୋଇଚାଲୁଥିବାବେଳେ ଭାରତ ବି ଏଥିରୁ ବାଦ ପଡିନି | ଆମ ରାଜ୍ୟରେ ରାଜ୍ୟ ସରକାର କରୋନାର ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଅଣ୍ଟା ଭିଡିଥିବା ବେଳେ…

ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି ହେଲେ କୋଭିଡ୍‌-୧୯ ସନ୍ଦିଗ୍ଧ ଇଞ୍ଜିନିୟରିଂ ଛାତ୍ର, ବୟସ୍କ ମହିଳା

ବ୍ରହ୍ମପୁର: ବ୍ରହ୍ମପୁରରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ମହିଳା ଏବଂ ଜଣେ ଇଞ୍ଜିନିୟରିଂ ଛାତ୍ର କରୋନା ଭାଇରସ୍ ସଂଦିଗ୍ଧ ବୋଲି ଜଣାପଡ଼ିଛି । ସୋମବାର ଦିନ ଏହି ଦୁଇଜଣଙ୍କୁ ସ୍ଥାନୀୟ ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।…

ରାଉରକେଲା ଏନଆଇଟି ଛାତ୍ର ପ୍ରସ୍ତୁତ କଲେ ଘାତକ କରୋନା ଭାଇରସର ମୋବାଇଲ୍ ଆପ୍ !

ରାଉରକେଲା: ସମଗ୍ର ବିଶ୍ୱରେ ଏବେ କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିଥିବା ବେଳେ ରାଉରକେଲା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି)ର ଜଣେ ଛାତ୍ର ଏହି ଘାତକ ଜୀବାଣୁ ନିରାକରଣ ଲାଗି ଏକ ମୋବାଇଲ୍ ଆପ୍ ପ୍ରସ୍ତତ କରିଛନ୍ତି । ଏନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ପିଏଚଡ଼ି…