Latest Odisha News

BREAKING NEWS

Browsing Tag

Covishield Vaccine

କୋଭିଶିଲ୍ଡକୁ ସ୍ୱୀକୃତି ଦେଲା ବ୍ରିଟେନ; ତଥାପି ରହିଲା କେଁ

ନୂଆଦିଲ୍ଲୀ: ବ୍ରିଟେନ ଶେଷରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରୋନା ଟିକା 'କୋଭିଶିଲ୍ଡ'କୁ ଏହାର ନୂତନ ଭ୍ରମଣ ନିୟମରେ ଅନୁମୋଦନ କରିଛି। ଏଥିସହ ପୂର୍ବରୁ ନିଜ ଦେଶରେ ପ୍ରବେଶ ଓ କ୍ୱାରେଣ୍ଟାଇନ ନିୟମରେ ମଧ୍ୟ ପରିବର୍ତ୍ତନ କରିଛି। କିନ୍ତୁ ଏଥିରେ ଏକ କେଁ ମଧ୍ୟ…

କରୋନା ବିରୁଦ୍ଧରେ ୯୩ ପ୍ରତିଶତ ସୁରକ୍ଷା ପ୍ରଦାନ କରେ କୋଭିଶିଲ୍ଡ

ନୂଆଦିଲ୍ଲୀ: କୋଭିଶିଲ୍ଡ ଟିକା କରୋନା ବିରୋଧରେ ୯୩ ପ୍ରତିଶତ ସୁରକ୍ଷା ପ୍ରଦାନ କରିଥାଏ। ଏବଂ ୯୮ ପ୍ରତିଶତ ମୃତ୍ୟୁହାର ହ୍ରାସ କରିପାରେ ବୋଲି ଏଫ୍‌ଏମ୍‌ସି ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି। ଏ ନେଇ ସରକାର ମଙ୍ଗଳବାର ସୂଚନା ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ…

କୋଭିଶିଲ୍ଡ ଟିକାକୁ ମିଳିଲା ଫ୍ରାନ୍ସର ସ୍ୱୀକୃତି

ନୂଆଦିଲ୍ଲୀ: ଆଷ୍ଟ୍ରାଜେନେକା ଏବଂ ସେରମ୍‌ ଦ୍ବାରା ବିକଶିତ କୋଭିଶିଲ୍ଡ ଟିକା ନେଇଥିବା ଛାତ୍ରଛାତ୍ରୀ ଏବଂ ଯାତ୍ରୀ ଏଣିକି ଫ୍ରାନ୍ସ ଯାତ୍ରା କରିପାରିବେ। କୋଭିଶିଲ୍ଡ ଟିକା ଗ୍ରହଣ କରିଥିବା ଲୋକଙ୍କ ପାଇଁ ଫ୍ରାନ୍ସ ଯାତାୟାତ ଉପରେ କୌଣସି କଟକଣା ନାହିଁ। ଭାରତ ନିର୍ମିତ କୋଭିଶିଲ୍ଡ…

୧୫ଟି ୟୁରୋପୀୟ ଦେଶରେ କୋଭିଶିଲ୍ଡକୁ ମିଳିଲା ସ୍ୱୀକୃତି

ନୂଆଦିଲ୍ଲୀ: ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଉତ୍ପାଦିତ କୋଭିଶିଲ୍ଡ ଟିକାକୁ ସ୍ୱୀକୃତି ଦେବା ପାଇଁ ବେଲଜିୟମ ସର୍ବଶେଷ ୟୁରୋପୀୟ ଦେଶ ହୋଇପାରିଛି। କୋଭିଶିଲ୍ଡ ବର୍ତ୍ତମାନ ୧୫ ୟୁରୋପୀୟ ଦେଶ ଦ୍ୱାରା ସ୍ୱୀକୃତିପ୍ରାପ୍ତ। ସେରମ୍…

ଦୂର ହେଲା ଟିକା ସଙ୍କଟ, ଓଡ଼ିଶାରେ ପହଞ୍ଚିଲା ୯ ଲକ୍ଷ ୪୩ ହଜାର ୯୩୦ ଡୋଜ୍ କୋଭିସିଲ୍ଡ ଟିକା

ଭୁବନେଶ୍ବର : ଦୂର ହେଲା ଟିକା ସଙ୍କଟ । ଓଡ଼ିଶାରେ ପହଞ୍ଚିଲା ୯୪ ହଜାର ୩୯୩ ଭଏଲ ବା ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍‌ଡ ଟିକା । ଆଜି ଅପରାହ୍ନରେ ସ୍ପାଇସ ଜେଟ୍ ବିମାନରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା ଟିକା । ରାଜ୍ୟରେ ଟିକା ପହଞ୍ଚିବା ପରେ ସମସ୍ତ ଜିଲ୍ଲାକୁ ପଠାଯିବ ।…

ଏହି ଦେଶରେ କୋଭିଶିଲ୍ଡ ଟିକା ନେଇ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ

ଦୁବାଇ: କରୋନା ଟିକା ନେଇ ୬ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସେଥିମଧ୍ୟରୁ ଭାରତ ନିର୍ମିତ କୋଭିଶିଲ୍ଡ ଟିକା ନେଇ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ବ୍ୟକ୍ତି ଚାଇନାର ସିନୋଫାରମ୍‌ ଟିକା ନେଇଥିଲେ। ଏଭଳି ଏକ ଅସନ୍ତୋଷପୂର୍ଣ୍ଣ ଖବର ଆସିଛି ସେଚେଲ୍ସରୁ।…

କେନ୍ଦ୍ରକୁ ଅତିରିକ୍ତ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ମାଗିଲା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଜୋରସୋରରେ ଚାଲିଛି ଟିକାକରଣ । ଏବେ ଦୈନିକ ୩ ଲକ୍ଷ ଟିକା ଦିଆଯାଉଛି । ଏବେ ରାଜ୍ୟ ପାଖରେ ମାତ୍ର ୩ଲକ୍ଷ ୩୮ ହଜାର ଡୋଜ୍ କୋଭିସିଲ୍ଡ ଟିକା ମହଜୁତ ଅଛି । ଯାହା ମାତ୍ର ୨ ଦିନରେ ଶେଷ ହୋଇଯିବ । ଆସନ୍ତାକାଲି ପରେ ରାଜ୍ୟରେ ଆଉ କୋଭିସିଲ୍ଡ ଟିକା ବଳକା ରହିବ ନାହିଁ ।…

କୋଭିଶିଲ୍ଡ ଟିକା ନେଇଥିବା ଲୋକ ଯାଇପାରିବେନି ୟୁରୋପ!

ନୂଆଦିଲ୍ଲୀ: କୋଭିଶିଲ୍ଡ ଟିକା ନେଇଥିବା ଲୋକମାନେ ଯାଇପାରିବେନି ୟୁରୋପ। କୋଭିଶିଲ୍ଡ ଟିକା ଗ୍ରହଣକାରୀମାନେ ୟୁରୋପର ନୂତନ ‘ଟିକା ପାସପୋର୍ଟ’ କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ହୋଇପାରିବେ ନାହିଁ। ଏହା କିଛି କରୋନା ଟିକାକୁ ସ୍ୱୀକୃତି ଦେଇଥାଏ। ସମ୍ପ୍ରତି, ୟୁରୋପୀୟ ମେଡିସିନ୍ ଏଜେନ୍ସି…

ଜୁନ୍‌ ୩ରେ ଓଡ଼ିଶା ପହଞ୍ଚିବ ୩ ଲକ୍ଷରୁ ଅଧିକ କୋଭିଶିଲ୍ଡ ଟିକା

ଭୁବନେଶ୍ୱର: ଜୁନ୍ ୩ ରେ ଓଡିଶା ପହଞ୍ଚିବ ୩,୦୫,୪୬୦ କୋଭିଶିଲ୍ଡ ଟିକା। ଏ ନେଇ ସ୍ୱାସ୍ଥ୍ୟ ଓ କଲ୍ୟାଣ ବିଭାଗ ସୋମବାର ସୂଚନା ଦେଇଛି। ବିଶେଷ କରି ୪୫ ବୟସରୁ ଅଧିକ ବୟସ୍କଙ୍କ ପାଇଁ ଏହି ଟିକା ବ୍ୟବହାର କରାଯିବ। ଏହା ବ୍ୟତୀତ ଜୁନ୍ ୬ ରେ ୪୦,୦୦୦ କୋଭାକ୍ସିନ ଟିକା ଓଡିଶାରେ ପହଞ୍ଚିବ…

କୋଭିଶିଲ୍ଡ ଟିକା ନେଇ ଆଦର ପୁନାୱାଲାଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ

ଲକ୍ଷ୍ନୌ: ଲକ୍ଷ୍ନୌର ଜଣେ ବ୍ୟକ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଏବଂ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ କୋଭିଶିଲ୍ଡ ଡୋଜ ନେବା ସତ୍ତ୍ବେ ବି ତାଙ୍କର ଆଣ୍ଟିବଡି ବିକଶିତ ହୋଇନାହିଁ। ଲକ୍ଷ୍ନୌର ଆଶିଆନା ପୋଲିସ ଷ୍ଟେସନରେ ଆଦର ପୁନାୱାଲାଙ୍କ…