Latest Odisha News

BREAKING NEWS

Browsing Tag

Covishield Vaccine

ଲଣ୍ଡନ ଯିବା ପରେ ଆସିଲା ପୁନାୱାଲାଙ୍କ ଆଉ ଏକ ବୟାନ, ‘୩ ମାସରେ ସମସ୍ତଙ୍କୁ ଟିକାକରଣ ଅସମ୍ଭବ’

ନୂଆଦିଲ୍ଲୀ: ଦେଶ କରୋନାର ଦ୍ୱିତୀୟ ପ୍ରବାହ ସହ ଲଢ଼ୁଛି । ଦୈନିକ ୪ ହଜାରରୁ ଅଧିକ ସଂକ୍ରମିତ କରୋନାରେ ପ୍ରାଣ ହରାଉଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହ ମୃତ୍ୟୁହାରକୁ ଦେଖି ଭ୍ୟାକ୍ସିନର ଚାହିଦା ବଢ଼ିଛି । କେତେକ ରାଜ୍ୟ ଭ୍ୟାକ୍ସିନ୍ ଅଭାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।…

କୋଭିସିଲ୍ଡର ୨ଟି ଡୋଜ୍ ଟିକା ମଧ୍ୟରେ ବ୍ୟବଧାନ କମାଇଲା ବ୍ରିଟେନ୍

ଲଣ୍ଡନ: କରୋନା ସହ ଲଢ଼େଇ ପାଇଁ ବ୍ରିଟେନ୍ ଟିକାକରଣ ଦ୍ରୁତଗତିରେ କରୁଛି । ବ୍ରିଟେନ୍ ଏବେ କୋଭିସିଲ୍ଡର ୨ଟି ଡୋଜ୍ ମଧ୍ୟରେ ବ୍ୟବଧାନ ସମୟକୁ କମାଇଛି । ଏବେ ୨ଟି ଡୋଜ୍ ଭିତରେ ୮ ସପ୍ତାହ ବ୍ୟବଧାନ ରଖାଯାଇଛି । ତେବେ, ଏହି ନିୟମ ୫୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ଲାଗି ଲାଗୁ ହେବ । ଏଥିସହ…

କୋଭିସିଲ୍ଡ ପାଇଁ ସାନି ଗାଇଡଲାଇନ୍, ପ୍ରଥମ ଡୋଜର ୧୨ ସପ୍ତାହ ପରେ ଦ୍ୱିତୀୟ ଡୋଜ୍

ଭୁବନେଶ୍ୱର: କୋଭିସିଲ୍ଡ ଟିକା ନେବାର ବ୍ୟବଧାନ ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାନି ଗାଇଡଲାଇନ୍ ଜାରି କରିଛି । ଏଣିକି କୋଭିସିଲ୍ଡର ପ୍ରଥମ ଡୋଜ୍ ନେବାର ୧୨ ସପ୍ତାହ ଅର୍ଥାତ୍ ୮୪ ଦିନ ପରେ ଦ୍ୱିତୀୟ ଡୋଜ୍ ନେଇ ହେବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଏବଂ ମହାନଗର…

ରାଜ୍ୟକୁ ଆଜି ଆସିବ ୧ ଲକ୍ଷ ଡୋଜ୍ କୋଭିସିଲଡ୍ ଟିକା

ଭୁବନେଶ୍ୱର: ରାଜ୍ୟକୁ ଆଜି ଆସିବ ୧ ଲକ୍ଷ ଡୋଜ୍ କୋଭିସିଲଡ୍ ଟିକା ।  ଗତକାଲି ୭୬୯ଟି କେନ୍ଦ୍ରରେ ୧ ଲକ୍ଷ ୮ ହଜାର ୯୦୨ ଜଣଙ୍କୁ ଟିକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୫୫ ଲକ୍ଷ ୫୦ ହଜାର ୩୮୦ ଡୋଜ୍ ଟିକାକରଣ ହେଲାଣି । ସଟଡାଉନ ଯୋଗୁଁ ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଟିକାକରଣ । ଅନ୍ୟ…

ଆଜି ଓଡିଶାରେ ପହଞ୍ଚିବ ଆଉ ୨ ଲକ୍ଷ କୋଭିଶିଲ୍ଡ ଟିକା

ଭୁବନେଶ୍ୱର: ଆଜି ରାତି ସୁଦ୍ଧା ଓଡିଶାରେ ଆଉ ଦୁଇ ଲକ୍ଷ କୋଭିଶିଲ୍ଡ ଟିକା ପହଞ୍ଚିବ ବୋଲି ହେଲ୍‌ଥ ଆଣ୍ଡ୍‌ ଫ୍ୟାମିଲି ୱେଲ୍‌ଫେୟାର୍‌ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ରାଜ୍ୟ ଏହି ଟିକା ପାଇବା ପରେ ସୋମବାର ଠାରୁ ଟିକାକରଣ ପ୍ରକ୍ରିୟା ସ୍ୱାଭାବିକ ହେବ ବୋଲି…

ରାଜ୍ୟ ଓ ଜିଲ୍ଲାସ୍ତରରେ ଗଚ୍ଛିତ ନାହିଁ କୋଭିଡ୍ ଟିକା, କୋଭିସିଲ୍ଡ ଭ୍ୟାକ୍ସିନ୍ ପାଇଁ ପୁଣି ଚିଠି ଲେଖିଲା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ଟିକାକରଣ ଜାରି ରହିଥିବା ବେଳେ ଟିକା ଅଭାବ ଦେଖା ଦେଇଛି । କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ମଧ୍ୟରୁ କେବଳ ଭୁବନେଶ୍ୱର କୋଭାକ୍ସିନ୍ ଦିଆଯାଉଥିବା ବେଳେ ସମସ୍ତ ୩୦ ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯାଉଛି । ଏଯାବତ୍ ରାଜ୍ୟ ସରକାର ୩୫.୬୭ ଲକ୍ଷ ଡୋଜ୍ କୋଭିଡ୍…

ଅକ୍ସଫୋର୍ଡ ଟିକା ୯୦ ପ୍ରତିଶତ ପ୍ରଭାବଶାଳୀ; ଆଦର ପୁନାୱାଲା

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ଯଦି ଦୁଇଟି ଡୋଜ ପ୍ରାୟ ୨.୫-୩ ମାସ ମଧ୍ୟରେ ଦିଆଯାଏ ତେବେ କୋଭିଶିଲ୍ଡ ଟିକାର ପ୍ରଭାବ ୯୦ ପ୍ରତିଶତକୁ ବୃଦ୍ଧି ପାଇବ। ଚଳିତ ବର୍ଷ ପ୍ରାରମ୍ଭରେ ପ୍ରକାଶିତ ଲାନସେଟରେ ହୋଇଥିବା ଏକ ଅଧ୍ୟୟନରେ…

କୋଭିଡ୍ ଟିକା ନେଲେ ଅରବିନ୍ଦ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଦେଶରେ ଦ୍ୱିତୀୟ ପର୍ୟ୍ୟାୟ କୋଭିଡ୍ ଟିକାକରଣ ଚାଲିଛି । ଆଜି କୋଭିଡ୍ ଟିକା ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ଦିଲ୍ଲୀ ସ୍ଥିତ ଏଲଏନଜେପି ହସ୍ପିଟାଲରେ ସେ ଟିକା ନେଇଛନ୍ତି । ଏହାସହ କେଜ୍ରିଓ୍ୱାଲଙ୍କ ବାପା-ମାଆ ବି ଟିକା ନେଇଛନ୍ତି । ସେମାନଙ୍କୁ…

ଆଜି ଭୁବନେଶ୍ୱରରେ ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛି ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟିକା । ଆଜି  ଭୁବନେଶ୍ୱରରେ ପହଞ୍ଚିବ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଭ୍ୟାକସିନ । ସ୍ପାଇସ୍ ଜେଟର ଏକ ସ୍ୱତନ୍ତ୍ର ବିମାନରେ ପୁଣେରୁ ଭୁବନେଶ୍ୱର ଆସିବ । ଟିକା ଧରି ଆସୁଥିବା ବିମାନ ଅପରାହ୍ନ ପ୍ରାୟ ୪ଟା ୨୫ ମିନିଟରେ…

ସେରମ ଇନଷ୍ଟିଚ୍ୟୁଟରୁ ବାହାରିଲା ଭ୍ୟାକସିନ୍ ଗାଡ଼ି

ନୂଆଦିଲ୍ଲୀ: ଟିକାକରଣ ଦିଗରେ ଆଉ ପାଦେ ଆଗେଇଛି ଭାରତ। ସେରମ ଇନଷ୍ଟିଚ୍ୟୁଟରୁ ବାହାରିଲା ଭ୍ୟାକସିନ ଗାଡ଼ି। ଆଜି କେନ୍ଦ୍ର ସରକାର ପରଚେଜ୍ ଅର୍ଡର କରିଥିଲେ। ଏହାର କିଛି ସମୟ ପରେ ସେରମ ଇନଷ୍ଟିଚ୍ୟୁଟରୁ ବାହାରିଥିଲା ଭ୍ୟାକସିନ ଗାଡ଼ି। ସେଣ୍ଟ୍ରାଲ ହବରୁ ସବ୍ ସେଣ୍ଟ୍ରାଲ ହବ୍ ଓ ସେଠାରୁ ସବୁ…