Latest Odisha News

BREAKING NEWS

Browsing Tag

Cricket

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଦ୍ୱିତୀୟ ସଂସ୍କରଣର ପଂଏଟ ପଦ୍ଧତି ଘୋଷଣା କଲା ଆଇସିସି

ଭୁବନେଶ୍ୱର: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ଦ୍ୱିତୀୟ ସଂସ୍କରଣ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ବୁଧବାର ଏହାର ପଂଏଟ ପଦ୍ଧତି ଆଇସିସି ଘୋଷଣା କରିଛି । ଅଗଷ୍ଟରେ ଭାରତ ଏବଂ ଇଂଲଣ୍ଡ ଟେଷ୍ଟ ସିରିଜରୁ ଏହା ଆରମ୍ଭ ହେବ । ସମୁଦାୟ ୯ଟି ଟିମ୍ ଏହି…

ରାହାଣେଙ୍କ ପ୍ରଶଂସାରେ ଶତମୁଖ ବିରାଟ କୋହଲି

ଭୁବନେଶ୍ୱର: ପ୍ରଥମଥର ପାଇଁ ବାପା ହେବାକୁ ଯାଉଛନ୍ତି ବିରାଟ କୋହଲି । ହେଲେ ଘରେ ଥାଇ ସୁଦ୍ଧା ମନ ରହିଛି ଅଷ୍ଟ୍ରେଲିଆ ମାଟିରେ । ବିରାଟଙ୍କ ବଦଳରେ ଭାରତୀୟ କ୍ରିକେଟ ଟିମର ଭାର ସମ୍ଭାଳିଥିଲେ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ । ବେଶ ସଫଳତାର ସହ ଭାର ସମ୍ଭାଳି ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ…

୩୧ ବର୍ଷ ପୂର୍ବେ ଆଜିର ଦିନରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଏହି ଦିନ ଅର୍ଥାତ୍ ୧୫ ନଭେମ୍ବର ୧୯୮୯ରେ ଅନ୍ତର୍ଜାତୀୟ କ୍ରିକେଟ୍ ରେ ଡେବ୍ୟୁ କରିଥିଲେ। ସେ ନିଜ ବ୍ୟାଟିଂ ସହ ଅନେକ ଲୋକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥିଲେ। ୧୬ ବର୍ଷ ବୟସରେ, ସଚିନ୍ କରାଚିସ୍ଥିତ ଜାତୀୟ ଷ୍ଟାଡିୟମରେ…

ନ୍ୟୁ-ଜିଲ୍ୟାଣ୍ଡ ତରଫରୁ ଖେଳିବେ କି ସୂର୍ଯ୍ୟ କୁମାର ଯାଦବ ?

ଭୁବନେଶ୍ୱର: ବିରାଟ୍ ବାହିନୀ ବିପକ୍ଷରେ ସୂର୍ଯ୍ୟ କୁମାର ଯାଦବଙ୍କ ମ୍ୟାଚ୍ ବିଜୟୀ ଇନିଂସ ଖୁବ ଚର୍ଚ୍ଚାରେ ରହିଛି । ବୁଧବାର ଖେଳାଯାଇଥିବା ମ୍ୟାଚରେ ବିଜୟ ହାସଲ କରି ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ-୨୦ରେ ପ୍ଲେ-ଅଫ୍‌କୁ ଉନ୍ନିତ ହୋଇଛି । ତେବେ ଘରୋଇ କ୍ରିକେଟ୍‌ରେ ଜବରଦସ୍ତ ପ୍ରଦର୍ଶନ…

ମିଳିଲାନି ଜାତୀୟ ଦଳରେ ସ୍ଥାନ, ସନ୍ୟାସ ନେବେ କି ଏହି ବରିଷ୍ଠ କ୍ରିକେଟର୍ ?

ଭୁବନେଶ୍ୱର: ଅକ୍ଟୋବର ୩୦ ଠାରୁ ପାକିସ୍ତାନରେ ଆରମ୍ଭ ହେବ ଦିନିକିଆ ଓ ଟି୨୦ ସିରିଜ୍ । ରାୱଲପିଣ୍ଡିରେ ଦିନିକିଆ ଓ ଗଦ୍ଦାଫି ଷ୍ଟାଡିୟମରେ ହେବ ଟି୨୦ କ୍ରିକେଟ୍ ମ୍ୟାଚ୍ । ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଘୋଷଣା କରିଛି ୨୨ ଜଣିଆ ଦଳ । ହେଲେ ଦଳରେ ସ୍ଥାନ ପାଇନଥିବାରୁ ଜଣେ ବରିଷ୍ଠ…

ଆଇପିଏଲ୍ ପରେ ଲଙ୍କା ପ୍ରିମିୟର ଲିଗ୍‌, ଭାରତରୁ ମାତ୍ର ୨ ଖେଳାଳି !

ଭୁବନେଶ୍ୱର: ଆଇପିଏଲ ପରେପରେ ଆରମ୍ଭ ହେବ ଏଲ୍‌ପିଏଲ୍‌(ଲଙ୍କା ପ୍ରିମିୟର ଲିଗ୍‌) । ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଏହି ଟି୨୦ ପ୍ରତିଯୋଗୀତାରେ ଭାଗ ନେବେ ମାତ୍ର ୫ଟି ଟିମ୍ । ୧୫ ଦିନ ମଧ୍ୟରେ ଅନୁଷ୍ଠିତ ହେବ ୨୩ଟି ମ୍ୟାଚ୍ । ନଭେମ୍ବର ୮ରେ ଆଇପିଏଲ ସରୁଥିଲାବେଳେ ନଭେମ୍ବରରୁ ୨୧ରୁ…

ବିଶ୍ୱର ବୃହତ୍ତମ କ୍ରିକେଟ୍ ଷ୍ଟାଡିୟମରେ କିଏ ଖେଳିବ ପ୍ରଥମେ ?

ନୂଆଦିଲ୍ଲୀ: ଗୁଜରାଟ ଅହମଦାବାଦର ମୋଟେରା କ୍ରିକେଟ୍ ଷ୍ଟାଡିୟମ । ବିଶ୍ୱରେ ସବୁଠୁ ବଡ । ଏହି ଷ୍ଟାଡିୟମରେ ପ୍ରଥମେ ଏକ ଦିନରାତି ଗୋଲାପି ବଲ୍ ଟେଷ୍ଟ କ୍ରିକେଟ୍ ମ୍ୟାଚ୍‌ର ଆୟୋଜନ ହେବ । ଯେଉଁଥିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ନିକଟରେ ଏ ନେଇ ଖୋଦ ବିସିସିଆଇ ପ୍ରେସିଡେଣ୍ଟ…

ଦୁବାଇରେ କେମିତି ସମୟ କାଟୁଛନ୍ତି ବିରୁଷ୍କା; ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଗର୍ଭବତୀ ଖବର ଆସିବା ପରେ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ସେ ଏହି ସମୟକୁ ବେଶ୍‌ ଉପଭୋଗ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏବେ ସେ ତାଙ୍କ ସ୍ୱାମୀ କ୍ରିକେଟର ବିରାଟ କୋହଲିଙ୍କ ସହ ଦୁବାଇରେ ଅଛନ୍ତି। ବିରାଟ ଆଇପିଏଲ୍…

କରୋନା ପାଣ୍ଠି ଲାଗି ଭାରତ-ପାକ ମ୍ୟାଚ; ସୋଏବଙ୍କ ପ୍ରସ୍ତାବକୁ କପିଳ ଦେବଙ୍କ ନାପସନ୍ଦ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଏବେ ଏକ ମହାମାରୀର ରୂପ ନେଇଛି । ବିଶ୍ୱର ଅନେକ ରାଷ୍ଟ୍ର ସମେତ ଭାରତ ଓ ପାକିସ୍ତାନ ମଧ୍ୟ ଏହି ଘାତକ କରୋନା ରୋଗର ଶିକାର ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନର ପୂର୍ବତନ ଫାଷ୍ଟବୋଲର୍ ସୋଏବ୍ ଅଖତାର ଏକ ପ୍ରସ୍ତାବ ଦେଇଥିଲେ । କରୋନା ପାଣ୍ଠି…

କ୍ରିକେଟରୁ ସନ୍ୟାସ ନେଲେ ଓଡିଶାର ପୂର୍ବତନ କ୍ରିକେଟ୍ ଅଧିନାୟକ ହଳଧର ଦାସ

ଭୁବନେଶ୍ବର: ଓଡିଶାର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ରାଜ୍ୟର ପ୍ରଥମ ଆଇପିଏଲ୍ ଖେଳାଳି ହଳଧର ଦାସ ରବିବାର ଦିନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବା ଲାଗି ଘୋଷଣା କରିଛନ୍ତି । ଏନେଇ ସେ ଓଡିଶା କ୍ରିକେଟ୍ ଆସୋସିଏସନର ସଚିବଙ୍କୁ ଏକ ପତ୍ର ଲେଖୀଛନ୍ତି । ଜଣ ବିବାଦୀୟ ତଥା…