କଟକରେ ଉଦଘାଟିତ ହେବ ଆର୍ଆର୍ ସେଣ୍ଟର ଅଫ୍ ଆର୍ଟ
କଟକ : ଆସନ୍ତାକାଲି ସତୀନଗରରେ ଉଦଘାଟିତ ହେବ ଆର୍ଆର୍ ସେଣ୍ଟର ଅଫ୍ ଆର୍ଟ । ଏହି ଅବସରରେ ଏକ ଚିତ୍ରକଳା ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶ,…