Latest Odisha News

BREAKING NEWS

Browsing Tag

Cuttack

ଟ୍ୱିନସିଟିରେ ବୁଧବାର କେଉଁ ସବୁ ଅଞ୍ଚଳରେ ବିଦ୍ୟୁତକାଟ ହେବ ଜାଣନ୍ତୁ…

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ବୁଧବାର ଦିନ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି । ଜାଣନ୍ତୁ,…

କଟକ ଏସସିବି ଚାରିପାଖରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

କଟକ: କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ଆଣ୍ଡ କଲେଜ ଚାରିପାଖରୁ ସୋମବାର ଦିନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏସସିବି ମେଡିକାଲର ନବକଳେବର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ କଟକ ଜିଲ୍ଳା ପ୍ରଶାସନ ଓ କଟକ ନଗର ନିଗମ(ସିଏମସି) ପକ୍ଷରୁ ଏହି ଉଚ୍ଛେଦ…

କଟକ ବୁଲିଲେ ୫’ଟି ସଚିବ ଭିକେ ପାଣ୍ଡିଆନ୍‌; ଜାଣନ୍ତୁ କାହିଁକି

କଟକ: ଓଡିଶା ମୁଖ୍ୟମନ୍ତ୍ରୀଙ୍କ ୫ଟି’ ସଚିବ ଭିକେ ପାଣ୍ଡିଆନ୍ ବୁଧବାର ବଡି ଭୋର ସମୟରେ କଟକରେ ପହଞ୍ଚି ଏସସିବିର ସମ୍ପ୍ରସାରଣ ଲାଗି ପ୍ରସ୍ତାବିତ ୨୫ ଏକର ଭୂମିର ଅନୁଧ୍ୟାନ କରିଥିଲେ। ଗୃହ ଓ ନଗର ଉନ୍ନୟନ ବିକାଶ ସଚିବ ଜି ମାଥୀଭଥନନ୍‌, ଜଳ ସମ୍ପଦ ସଚିବ ସୁରେନ୍ଦ୍ର କୁମାର ଓ ୱାକ୍‌ର୍ସ…

ଅଜଣା ଗାଡି ଧକ୍କାରେ ୨ ମହିଳା ମୃତ

କଟକ: କଟକ ଜିଲ୍ଲାର ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ନିକଟରେ ରବିବାର ଦିନ ୨ ଜଣ ମହିଳା ଶୌଚ ସାରି ଫେରୁଥିବା ବେଳେ ଏକ ଅଜଣା ଦ୍ରୁତଗାମୀ ଗାଡି ସୋମନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟଙ୍କ ନାମ ରଙ୍ଗବତୀ ସାହୁ ଓ ତାରା ନାୟକ ବୋଲି…

ନଦୀରୁ ଉଦ୍ଧାର ହେଲା ଶାଙ୍କୁଚ ମାଛ

କଟକ: କଟକ ଜିଲ୍ଲା ନିଆଳି ବ୍ଲକ୍ତ ଅନ୍ତର୍ଗତ ବିଳାଶୁଣି କନ୍ଦଳ ନଦୀରୁ ଶୁକ୍ରବାର ଦିନ ମାଛ ଧରିବା ବେଳେ ଜାଲରୁ ଏକ ବିଶାଳକାୟ ଶାଙ୍କୁଚ ମାଛକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ କିଛି ମତ୍ସଜୀବୀ ବାଲିକୁଦ ଘାଟରେ କୁଡିମୁହା ପୋଲ ପାଖରେ ମାଛ ଧରୁଥିବା ବେଳେ ତାଙ୍କ…

କଟକରେ ଡବଲ ମର୍ଡର, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ

କଟକ: କଟକ ଜିଲ୍ଲା ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ୱର ଗ୍ରାମାଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏକ ଘରୁ ଜଣେ ବୃଦ୍ଧ ଦମ୍ପତିଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ପ୍ରାଥମିକ ତଦନ୍ତରୁ ସମ୍ପୃକ୍ତ…

ଆସନ୍ତାକାଲି ଭୁବନେଶ୍ୱର, କଟକ ଓ ପୁରୀର ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଆସନ୍ତା ଡିସେମ୍ବର ୧୩ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତିଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି ।…

‘ହେଲମେଟ୍ ପିନ୍ଧିବିନି କି ଫାଇନ୍ ଦେବିନି’: ଟ୍ରାଫିକ୍ ନିୟମ ଉଲଂଘନକାରୀ

କଟକ: ନୂଆ ମୋଟର ଯାନ ଅଧିନିୟମ ଅନୁଯାୟୀ ସାରା ରାଜ୍ୟରେ ଟ୍ରାଫିକ୍ ନିୟମ କଡାକଡି ଭାବେ ଲାଗୁ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜଣେ ମହିଳା ଟ୍ରାଫିକ୍ ନିୟମ ଭାଙ୍ଗିବା ସହ ସେ ବାବଦୀୟ ଜୋରିମାନା ଦେବାକୁ ରୋକଠୋକ୍ ମନା କରିଦେଇଛନ୍ତି । ଆହୁରି ମଧ୍ୟ “ମୁଁ ହେଲମେଟ୍ ପିନ୍ଧିବିନି ମି…

କଟକର ଆନ୍ଧ୍ର ବ୍ୟାଙ୍କ କୋଠାରେ ଅଗ୍ନିକାଣ୍ଡ

କଟକ: କଟକର ମଙ୍ଗଳାବାଗ ସ୍ଥିତ ଆନ୍ଧ୍ରା ବ୍ୟାଙ୍କ ଶାଖା କୋଠାରେ  ଶନିବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳେ ଉକ୍ତ ସର୍ଜିକାଲ ଆଇଟମ ଦୋକାନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ନିଆଁ ଲାଗିଥିବା ନେଇ ସ୍ଥାନୀୟ ବାସିନ୍ଦା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।…

ଟ୍ୱିନସିଟିରେ ୨ ଦିନ ଲାଗି କେଉଁ ସବୁ ଅଞ୍ଚଳରେ ବିଦ୍ୟୁତକାଟ ହେବ ଜାଣନ୍ତୁ…

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଗୁରୁବାର ଓ ଶୁକ୍ରବାର (ନଭେମ୍ବର ୨୮ ଓ ୨୯) ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ…