ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୭)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ସମ୍ଭବଙ୍କର କଲ୍ ଥିଲା , ନେଟୱର୍କ ସର୍ଭିସ ନଥିଲା ଫୋନରେ କଥା କଟି କଟି ଯାଉଥିଲା , ତାପରେ କାମ ବି ଥିଲା ସେଥିପାଇଁ ଫୋନ ରିସିଭ କରି ନ ଥିଲି । କୁହ କଣ କହୁଥିଲ ? ମୁଁ ଠିକ ଅଛି ,ଏଠି ଖାଇବା ପିଇବା ବି ଭଲ ।ମୋ ପାଇଁ…