Latest Odisha News

BREAKING NEWS

Browsing Tag

Deadline

HSRP ଲଗାଇବା ଅବଧିକୁ ମାସେ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ

କଟକ: HSRP ଲଗାଇବା ଅବଧି ବଢ଼ିବ । ଭିତ୍ତିଭୂମି ନଥାଇ HSRP ଲଗାଇବା ସମୟସୀମାକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ ପରେ ରାଜ୍ୟ ସରକାର ଅବଧି ମାସେ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛନ୍ତି । ଆଉ ମାସେ ସମୟସୀମା ବୃଦ୍ଧି କରିବା ପାଇଁ ସରକାର ହାଇକୋର୍ଟରେ ପ୍ରସ୍ତାବ ଦେଇଛନ୍ତି । ଏନେଇ ଆଜି ବିଜ୍ଞପ୍ତି…

HSRP ନେଇ ପରିବହନ ବିଭାଗକୁ ହାଇକୋର୍ଟଙ୍କ ପ୍ରଶ୍ନ, ଭିତ୍ତିଭୂମି ନଥାଇ କିଭଳି ଦେଲ ଡେଡଲାଇନ୍ ?

ଭୁବନେଶ୍ୱର: ଭିତ୍ତିଭୂମି ନାହିଁ କିନ୍ତୁ ଡେଡଲାଇନ୍ ଦିଆଯାଇଛି । ନିର୍ଦ୍ଧିଷ୍ଟ ତାରିଖ ଭିତରେ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (HSRP) ନ ଲଗାଇଲେ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ । ଆଜି ନମ୍ବର ପ୍ଲେଟ୍ ମାମଲାର ଶୁଣାଣି କରି ହାଇକୋର୍ଟ ପରିବହନ ବିଭାଗକୁ ଜବାବ…

ଡେଡ୍ ଲାଇନ:୨୦୨୩ ସୁଦ୍ଧା ଲୋୟର ସୁକତେଲ ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ, ବିସ୍ଥାପିତଙ୍କୁ ମିଳିବ ଉଚିତ ଥଇଥାନ ଓ…

ବଲାଙ୍ଗିର: ଅତି ଶୀଘ୍ର ସମ୍ପୂର୍ଣ୍ଣ ହେବ ବଲାଙ୍ଗୀର ଜିଲ୍ଲାର ଲାଇଫ ଲାଇନ ପ୍ରକଳ୍ପ ଲୋୟର ସୁକତେଲ । ଦିଆଗଲାଣି ଡେଡ୍ ଲାଇନ । ଆଗାମୀ ୨୦୨୩ ସୁଦ୍ଧା କାମ ସମ୍ପୁର୍ଣ୍ଣ କରିବାକୁ ନିର୍ଦେଶ ମିଳିସାରିଛି । ଏନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି । ବିସ୍ଥାପିତଙ୍କ ସମସ୍ୟାର ସମାଧାନ ସହ କାମକୁ…

ବଢିଲା JNU ପ୍ରବେଶିକା ପରୀକ୍ଷା ଆବେଦନର ସମୟସୀମା !

ନୂଆଦିଲ୍ଲୀ: ଲକ୍‌-ଡାଉନ କାରଣରୁ ଜବାହରଲାଲ ଜାତୀୟ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆବେଦନର ସମୟସୀମାକୁ ବୃଦ୍ଧି କରିଛି । କରୋନା ମହାମାରୀ ଯୋଗୁଁ ଦେଶର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏପରିକି କିଛି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ…

ଖରିଫ୍ ଋତୁ ଧାନ ସଂଗ୍ରହ: ଚାଷୀଙ୍କ ଲାଗି ପଞ୍ଜିକରଣ ଅବଧି ବଢିଲା

ଭୁବନେଶ୍ୱର: ଖରିଫ୍ ଋତୁ ଧାନ ସଂଗ୍ରହ ପାଇଁ ଥିବା ଚାଷୀଙ୍କ ପଞ୍ଜିକରଣ ଅବଧିକୁ ମଙ୍ଗଳବାର ଦିନ ଓଡିଶା ସରକାର ସେପ୍ଟେମ୍ବର ୧୭ ଯାଏଁ ବୃଦ୍ଧି କରିଛନ୍ତି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଚାଷୀମାନେ…