Latest Odisha News

BREAKING NEWS

Browsing Tag

delhi

ରାଜଧାନୀରେ ଆରମ୍ଭ ହେଲାଣି କରୋନା ତୃତୀୟ ତରଙ୍ଗ!

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ କରୋନାର ଓମିକ୍ରନ୍ ମାମଲା ବଢିବାରେ ଲାଗିଛି। ବର୍ଦ୍ଧିତ ମାମଲା ହେତୁ ସରକାର ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ପୁଣି ଥରେ ବୃଦ୍ଧି ପାଇଛି। ଦିଲ୍ଲୀରେ ସଂକ୍ରମଣ ହାର ଆଜି ୩.୬୪ ପ୍ରତିଶତକୁ ବୃଦ୍ଧି ପାଇଛି। ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି…

ରାଜଧାନୀରେ ଆଉ ୪ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀରେ ଆଉ ୪ ଜଣ ନୂଆ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ମାମଲା ୬କୁ ବୃଦ୍ଧି ପାଇଛି। ସମସ୍ତ ୬ ଜଣ ରୋଗୀଙ୍କ ସାମାନ୍ୟ ଲକ୍ଷଣ ଥିବା ଜଣାପଡ଼ିଛି ଏବଂ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ମଧ୍ୟ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀର…

ରାଜ୍ୟରେ ସରକାରୀ କର୍ମଚାରୀ ଓ ଓକିଲ ମାନଙ୍କୁ ୧ ଟଙ୍କାରେ ଘର ଯୋଗାଇଦେବେ ଯୋଗୀ ସରକାର

ଦିଲ୍ଲୀ : ଆଗକୁ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଉତ୍ତର ପ୍ରଦେଶ । ହେଲେ ଏଥର ରାଜ୍ୟରେ ତୃତୀୟ ,ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଓକିଲ ମାନଙ୍କୁ ୧ ଟଙ୍କାରେ ସରକାରୀ ଘର ଯୋଗାଇ ଦେବା ପାଇଁ ଯୋଗୀ ସରକାର ବିଚାର…

ଦିଲ୍ଲୀରେ ଶସ୍ତା ହେଲା ପେଟ୍ରୋଲ , ଲିଟର ପିଛା ୮ ଟଙ୍କା ହ୍ରାସ କଲେ ସରକାର

ଦିଲ୍ଲୀ : ରାଜଧାନୀରେ ଶସ୍ତା ହେଲା ପେଟ୍ରୋଲ । ପେଟ୍ରୋଲ ଭାଟ୍ କମାଇଲେ ଦିଲ୍ଲୀ ସରକାର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮ ଟଙ୍କା ସସ୍ତା ହୋଇଛି ବୋଲି ଜଣାପଡିଛି । ବୁଧବାର ହୋଇଥିବା କ୍ୟାବିନେଟ ବୈଠକରେ ଦିଲ୍ଲୀ ସରକାର ପେଟ୍ରୋଲର ଭାଟ୍ ୩୦ ପ୍ରତିଶତରୁ୧୯.୪୦ ପ୍ରତିଶତକୁ ହ୍ରାସ କରିଛନ୍ତି…

ଭାରତ ଓ ଚୀନ୍ ସମ୍ପର୍କକୁ ନେଇଁ ମୁହଁ ଖୋଲିଲେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

ଦିଲ୍ଲୀ : ଭାରତ ଓ ଚୀନ୍ ମଧ୍ୟରେ ଥିବା ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟ ଶଙ୍କର । ଏଲଏସିରେ ଦେଢ ବର୍ଷ ହେବା ଚାଲିଥିବା ଅଶାନ୍ତ ବାତାବରଣକୁ ନେଇ ଉଭୟ ଦେଶ ସେନା ସ୍ତରୀୟ ବାର୍ତ୍ତାକୁ ନେଇ ସହମତି ଦେଇଛନ୍ତି । ଏହା ୧୪ ସ୍ତରୀୟ ବାର୍ତ୍ତାହେବ ଯେଉଁଥିରେ…

ଦିଲ୍ଲୀ ଅପେକ୍ଷା ଅଧିକ ପ୍ରଦୂଷିତ ସହର ମୁମ୍ବାଇ

ମୁମ୍ବାଇ: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଏତେ ଅଧିକ ହୋଇଯାଇଛି ଲୋକଙ୍କ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ଦିଲ୍ଲୀରେ ସ୍କୁଲ, କଲେଜ ଆଗାମୀ ନିର୍ଦ୍ଦେଶ ଜାରି ହେବା ଯାଏ ବନ୍ଦ ରହିବା ନେଇ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଦିଲ୍ଲୀକୁ ଆସୁଥିବା ଟ୍ରକ୍‌ ଯାତାୟାତା ଉପରେ ମଧ୍ୟ ବ୍ୟାନ୍‌…

ଦିନକ ପରେ ପୁଣି ବଢିଛି ପ୍ରଦୂଷଣ ସ୍ତର; ଚିନ୍ତାରେ ରାଜଧାନୀବାସୀ

ନୂଆଦିଲ୍ଲୀ: ସୋମବାର ସକାଳେ ପ୍ରଦୂଷଣ ସ୍ତରରେ ସାମାନ୍ୟ ଉନ୍ନତି ଆସିବା ପରେ ଦିଲ୍ଲୀର ବାୟୁ ଗୁଣବତ୍ତା ପୁଣି ଖରାପ ହେବାରେ ଲାଗିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଦିଲ୍ଲୀର ସାମଗ୍ରିକ AQI ନଭେମ୍ବର ୧୬, ମଙ୍ଗଳବାର ସକାଳ ୮ ଟାରେ ୩୮୯ ରେ ପହଞ୍ଚିଛି। ଏହା…

[ଭିଡିଓ] ଖୋଲିଲା ସ୍କୁଲ, ବ୍ୟାଣ୍ଡ ବାଜା ଧରି ପହଂଚିଗଲେ ଅଭିଭାବକ

ନୂଆଦିଲ୍ଲୀ: କରୋନା ମହାମାରୀରେ ଲୋକେ ଭୟଭୀତ ହୋଇପଡିଥିଲେ । ହେଲେ ଏବେ ଧୀରେଧୀରେ ସାଧାରଣ ସ୍ଥିତିକୁ ଫେରୁଛି ଲୋକଙ୍କ ମାନସିକତା । ପାଖାପାଖି ୨୦ ମାସ ପରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଫେରିଛନ୍ତି । ଏହି ଖୁସୀରେ ଅଭିଭାବକମାନେ ବ୍ୟାଣ୍ଡ ବାଜା ବଜାଇ ସେମାନଙ୍କୁ ପିଲାମାନଙ୍କୁ ସ୍କୁଲ…

ଏନଟିପିସିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ; ଆବଶ୍ୟକତା ଅନୁଯାୟୀ ଦିଲ୍ଲୀକୁ ବିଦ୍ୟୁତ ଯୋଗାଣ କରାଯାଉ

ନୂଆଦିଲ୍ଲୀ: ଉପଲବ୍ଧତା ଅନୁଯାୟୀ ସମ୍ପୃକ୍ତ PPA ଅଧୀନରେ ଦିଲ୍ଲୀ DISCOM ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ NTPC ଏବଂ DVC କୁ ନିର୍ଦ୍ଦେଶ ଜାରି କରିଛି। ଗତ ୧୦ ଦିନ ମଧ୍ୟରେ ଦିଲ୍ଲୀ ଡିସକମ୍ ମାନଙ୍କୁ ଦିଆଯାଇଥିବା ଘୋଷିତ କ୍ଷମତାକୁ ଦୃଷ୍ଟିରେ ରଖି ଦିଲ୍ଲୀକୁ ବିଦ୍ୟୁତ୍…

ରାଜଧାନୀରେ ଆତଙ୍କୀ ହମ୍‌ଲା ଆଶଙ୍କା; ହାଇ ଆର୍ଲଟରେ ପୋଲିସ

ନୂଆଦିଲ୍ଲୀ: ରାଜଧାନୀରେ ହୋଇପାରେ ବଡ଼ ଧରଣର ଆତଙ୍କୀ ହମ୍‌ଲା। ଏ ନେଇ ଶନିବାର ଦିନ ଦିଲ୍ଲୀ ପୋଲିସ କମିଶନର ତାଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଦିଲ୍ଲୀ ପୋଲିସର ସୂଚନାନୁସାରେ, ପାର୍ବଣ ଋତୁରେ ଜାତୀୟ ରାଜଧାନୀରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ରହିଛି।…