Latest Odisha News

BREAKING NEWS

Browsing Tag

Demonitisation

‘ଭୋଟ ଦିଅନି ନୋଟ ବଦଳିବନି’

ଭୁବନେଶ୍ୱର: ଦୁଇ ହଜାର ଟଙ୍କିଆ ନୋଟକୁ ବଜାରରୁ ଫେରାଇ ନେବା ନିଷ୍ପତ୍ତିକୁ ନେଇ ଦେଶର ରାଜନୀତି ସରଗରମ। ବ୍ୟାଙ୍କଗୁଡ଼ିକ ୨୦୦୦ ଟଙ୍କିଆ ନୋଟ୍ ଜାରି କରିବା ବନ୍ଦ କରିବାକୁ ଆରବିଆଇ ପକ୍ଷରୁ କୁହାଯାଇଛି। ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ପରେ ୨ ହଜାର ଟଙ୍କା ନୋଟ୍ ବଜାରକୁ ଅଣାଯାଇଥିଲା ।…

କେନ୍ଦ୍ର ସରକାରଙ୍କ ବିମୁଦ୍ରିକରଣ ନିଷ୍ପତ୍ତି ଠିକ ଥିଲା-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିମୁଦ୍ରିକରଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା ବୋଲି। ବିମୁଦ୍ରିକରଣ ପ୍ରକ୍ରିୟାରେ ତ୍ରୁଟି ମଧ୍ୟ ନ ଥିଲା ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ଦ୍ୱାରା କଳାଧନ, ସହ ନକଲି ନୋଟ୍ କାରବାର, ଆତଙ୍କବାଦୀ ସଙ୍ଗଠନକୁ…

ସୁପ୍ରିମ କୋର୍ଟରେ ନୋଟବନ୍ଦୀ ମାମଲାର ଶୁଣାଣି ଶେଷ

ନୂଆଦିଲ୍ଲୀ: ନୋଟବନ୍ଦୀକୁ ଚାଲେଞ୍ଜ କରି ସୁପ୍ରିମ କୋର୍ଟରେ ହୋଇଥିବା ମାମଲାର ଶୁଣାଣି ହୋଇଛି । ୬ ବର୍ଷ ତଳେ ଅର୍ଥାତ ୨୦୧୬ରେ ହୋଇଥିବା ଏହି ନୋଟବନ୍ଦୀ ମାମଲାର ଶୁଣାଣି ସୁପ୍ରିମେକାର୍ଟର ସାମ୍ବିଧାନିକ ପୀଠରେ ହୋଇଯାଇଛି । ଜଷ୍ଟିସ ଏସଏସ ନଜୀରଙ୍କ ସାମ୍ବିଧାନିକ ପୀଠାରେ ସମସ୍ତ ପକ୍ଷ…

ବିମୁଦ୍ରୀକରଣକୁ ୬ବର୍ଷ: କଂଗ୍ରେସର କଡ଼ା ସମାଲୋଚନା

ନୂଆଦିଲ୍ଲୀ : ୨୦୧୬ ନଭେମ୍ୱର ୮ ତାରିଖରେ ଦେଶରେ ଘୋଷଣା ହୋଇଥିଲା ବିମୁଦ୍ରୀକରଣ । ଆଜି ବିମୁଦ୍ରୀକରଣକୁ ୬ ବର୍ଷ ବିତିଛି । ସେପଟେ କେନ୍ଦ୍ର ସରକାରକୁ ସମାଲୋଚନା କରିଛି କଂଗ୍ରେସ । ଭାରତର ଅର୍ଥବ୍ୟବସ୍ଥାକୁ ବିମୁଦ୍ରୀକରଣ ନଷ୍ଟ କରିଛି ବୋଲି କଂଗ୍ରେସ ମତ ଦେଇଛି । ଭାରତ ଇତିହାସର ଏହା…