Latest Odisha News

BREAKING NEWS

Browsing Tag

detected

ଦୁନିଆର ସବୁଠୁ ବଡ କ୍ରୁଜ୍ ଜାହାଜରେ ୪୮ଟି ଓମିକ୍ରନ୍‌ ମାମଲା ଚିହ୍ନଟ!

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ କ୍ରୁଜ୍ ଜାହାଜ ରୟାଲ୍ କାରିବିଆନ୍ ର ସିମ୍ଫୋନୀରେ ବର୍ତ୍ତମାନ ୪୮ଟି କୋଭିଡ୍ ମାମଲା ରିପୋର୍ଟ ହୋଇଥିବା ଜଣାପଡ଼ିଛି। ଜାହାଜରେ ୬୦୦୦ ରୁ ଅଧିକ ଯାତ୍ରୀ ଥିଲେ। ଏହାର ଅପରେଟର ରୟାଲ କାରିବିଆନ୍ କହିଛନ୍ତି ଯେ କଡା ନିର୍ଦ୍ଦେଶନାମା ସତ୍ତ୍ୱେ ଏହି ବିସ୍ଫୋରଣ…

୧୫ କିଲୋଗ୍ରାମରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍‌ ଠାବ

ନୂଆପଡ଼ା: କମ୍ବିଂ ଅପରେସନ୍‌‌ ‌ବେଳେ ଲ୍ୟାଣ୍ଡମାଇନ୍‌ ଠାବ ହୋଇଛି। ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଚେରେଚୁଆଁ ତନଖି ଫାଟକ ଏବଂ ବନ୍ୟପ୍ରାଣୀ ବିଭାଗ ବିଟ ହାଉସ ନିକଟରେ ଆଜି ପୂର୍ବାହ୍ନରେ ୧୫ କିଲୋଗ୍ରାମରୁ ଉର୍ଦ୍ଧ୍ବ ଓଜନର ଲ୍ୟାଣ୍ଡମାଇନ୍‌ ଠାବ କରାଯାଇଛି।

ଭାରତ ପାକିସ୍ତାନ ସୀମାରେଖା ତଳେ ଗୁପ୍ତ ସୁଡଙ୍ଗ ଠାବ !

ନୂଆଦିଲ୍ଲୀ/ଜାମ୍ମୁ: ପାକିସ୍ତାନୀଙ୍କ ଯୋଜନାକୁ ପଣ୍ଡ କଲା ଭାରତର ବୋର୍ଡର୍ ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌) । ଜାମ୍ମୁରେ ଠାବ ହୋଇଛି ଏକ ଗୁପ୍ତ ସୁଡଙ୍ଗ । ଠିକ୍ ଭାରତ ଓ ପାକିସ୍ତାନ ସୀମାରେଖା ତଳେ ଖୋଳାହୋଇଥିଲା ବିରାଟକାୟ ସୁଡଙ୍ଗ । ହେଲେ ବିଏସ୍‌ଏଫ୍‌ର ନଜରରେ ଲୁଚିପାରିନଥିଲା ଏହି…