ଧାରାବାହିକ ଉପନ୍ୟାସ : ଦେବୀ (୩୯)
କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୯
ମୁହାଣ ଆରପାଖ ଆକାଶ ଏବେ ସିନ୍ଦୂର ବୋଳି ହୋଇସାରିବଣି। ଶେଷଥର ଦେଖା ହୋଇଥିବା ସେ ଅଚିହ୍ନା ଚଢ଼େଇଟି ତା କେତେ ପୀଢ଼ିର ବଂଶଜଙ୍କ ଭିତରେ ହଜିଯିବଣି। ଦେବୀର ମନେ ନାହିଁ, କେବେଥରେ ଯାଇଥିଲା ସେ ସମୁଦ୍ର କୂଳକୁ। ସେଠି ଦେଖିଥିଲା…