Latest Odisha News

BREAKING NEWS

Browsing Tag

Dhanu Yatra

ଜାନୁୟାରୀ ୩ରୁ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ

ବରଗଡ଼: ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା-୨୦୨୫ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ଜାନୁଆରି ୩ ତାରିଖରୁ ଧନୁଯାତ୍ରା ଆରମ୍ଭ ହେବ। ମହାରାଜ କଂସଙ୍କ ସଂଳାପରେ ପ୍ରକମ୍ପିତ ହେବ ଗଗନ ପବନ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧନୁଯାତ୍ରାର ପ୍ରଥମ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।…

ମଥୁରା ନଗରୀରୁ ଦିଲ୍ଲୀକୁ ଟ୍ରେନ୍ ଚଳାଚଳ ପାଇଁ ମହାରାଜା କଂସଙ୍କ ନିର୍ଦ୍ଦେଶ

ବରଗଡ଼଼: ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ କମ୍ପୁଛି ବରଗଡ଼ । କଂସଙ୍କ ଦରବାରରେ ଚାଲିଛି ହିସାବ ନିକାଶ । ସେପଟେ ଗୋପପୁରରେ ବି ଉତ୍ସବ ଚାଲିଛି । ଧନୁଯାତ୍ରା ଜମି ଆସୁଥିବା ବେଳେ ମହାରାଜା କଂସ ମଥୁରା ନଗରୀରୁ ଦିଲ୍ଲୀକୁ ଟ୍ରେନ୍ ଚଳାଚଳ କରିବାକୁ ସମ୍ବଲପୁର ଡିଆରଏମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

ଡିସେମ୍ବରୁ ୨୭ରୁ ବରଗଡ଼ ଧନୁଯାତ୍ରା; ଦୁଇ ବର୍ଷ ପରେ ଚମକିବ ମୁକ୍ତାକାଶ ରଙ୍ଗମଞ୍ଚ

ବରଗଡ଼: ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରା । କରୋନା ମହାମାରୀ ଅନ୍ତରାଳେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବନ୍ଦ ରହିଥିଲା ମୁକ୍ତାକାଶ ରଙ୍ଗମଞ୍ଚ । ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରା । ବୁଧବାର…

ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସ୍ଥଗିତ

ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସ୍ଥଗିତ । ଡିସେମ୍ୱର ମାସର ଗାଇଡଲାଇନ ଅନୁସାରେ ଧନୁଯାତ୍ରା ମହୋତ୍ସବକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ଗତକାଲି ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରା କମିଟିର…

ବିଦାୟ ୨୦୨୦: ଏବର୍ଷ ଓଡ଼ିଶାର ଏସବୁ ପର୍ବପର୍ବାଣୀ ଓ ପରମ୍ପରାରେ ଲକ୍ଷ୍ମଣରେଖା ଟାଣିଲା କରୋନା

ଭୁବନେଶ୍ୱର: କରୋନା କାୟା ଭିତରେ ଚାଲିଗଲା ବର୍ଷ ୨୦୨୦ । ପର୍ବପର୍ବାଣୀ କୁହନ୍ତୁ କି ମନୋରଞ୍ଜନର ଯେଉଁ ସବୁ ମାଧ୍ୟମ ଥିଲା ସବୁ ଏକ ପ୍ରକାର ଠପ୍ ହୋଇଗଲା । ଲୋକଙ୍କ ପାଖରୁ ଖୁସିକୁ ଛଡ଼ାଇ ନେଲା ମହାମାରୀ । ଘରେ ବନ୍ଦୀ ଜୀବନ ବିତାଇବାକୁ ପଡ଼ିଲା । କୋଭିଡ୍ କଟକଣା ଭିତରେ ପରମ୍ପରା ବଞ୍ଚାଇ…