Latest Odisha News

BREAKING NEWS

Browsing Tag

dhanujatra

କଂସ ବଧ ପରେ ଉଦଯାପିତ ହେଲା ଧନୁଯାତ୍ରା

ଭୁବନେଶ୍ୱର: କଂସ ବଧ ସହିତ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ଧନୁଯାତ୍ରାରେ ଗତକାଲି ସନ୍ଧ୍ୟା ଥିଲା ଶେଷ ସନ୍ଧ୍ୟା। ମଞ୍ଚାରୁ ପଡି ମହାପ୍ରତାପୀ କଂସର ମୃତ୍ୟୁ ହୋଇଛି। ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଛି। କ୍ରୁର କଂସର ଶାସନରୁ ମଥୁରାକୁ ମୁକ୍ତି ମିଳିଛି। କଂସ ବଦ୍ଧ ପରେ ମଥୁରା…

ସରିଲା ଧନୁଯାତ୍ରା, ମାମୁଙ୍କୁ ନିପାତ କରି ବିଜୟୀ ହେଲେ କୃଷ୍ଣ

ବରଗଡ଼ : ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା  । ରଙ୍ଗମଞ୍ଚରେ ଆଉ ଶୁଭୁନି କଂସର ସ୍ୱର  । କଂସ ନିଧନ ସହ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ବିରାଟ ଧନୁଯାତ୍ରା ।  ବରଗଡ଼ରେ ଗତ ୧୧ ଦିନ ଧରି ଚାଲିଥିବା ଯାତ୍ରାର ଆଜିଥିଲା ଅନ୍ତିମ ଦିବସ । ଏହି ଯାତ୍ରାରେ କୃଷ୍ଣଜନ୍ମଠାରୁ ଆରମ୍ଭ…

କୋଇଲା ନଗରୀରେ ଧନୁଯାତ୍ରା ମହୋତ୍ସବ, ପୁତୂନାଙ୍କ ନିଧନରେ କଂସ ମର୍ମାହତ

ଝାରସୁଗୁଡ଼ା : ଧନୁଯାତ୍ରା ପାଇଁ ଚଳଚଞ୍ଚଳ ଝାରସୁଗୁଡ଼ା । କୋଇଲା ନଗରୀରେ ଧନୁଯାତ୍ରା ମହୋତ୍ସବ । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବନ୍ଦ ଥିବା ବେଳେ ପୁଣି ସେହି ଧୁମଧାମରେ ଓ ଉତ୍ସାହରେ ଆରମ୍ଭ ହୋଇଛି ତୃତୀୟ ଦିନର ବନ୍ଧବାହାଲ ଧନୁଯାତ୍ରା ମହୋତ୍ସବ । ବନ୍ଧବାହାଲ କଲୋନି ମଥୁରାନଗରୀ…

ଧନୁଯାତ୍ରାରେ କଂସ ଭୂମିକା ପାଇଁ ଆବେଦନ କରିଛନ୍ତି ୬୦ଜଣ କଳାକାର

ବରଗଡ଼ : ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼। କଂସ ହେବାକୁ ଆବେଦନ କରିଛନ୍ତି ୬୦ ଜଣ କଳାକାର। କୋଭିଡ ଯୋଗୁଁ ୨ ବର୍ଷ ଧରି ଧନୁଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଧନୁଯାତ୍ରା ହେବା ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ଦର୍ଶକ। ଏହି ଧନୁଯାତ୍ରାରେ ମୁଖ୍ୟ ଆର୍କଷଣ କଂସର…

ଜାଣନ୍ତୁ, ଐତିହାସିକ ବରଗଡ଼ ଧନୁଯାତ୍ରାର କିଛି ଅଜଣା କାହାଣୀ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଧନୁଯାତ୍ରା ଓଡ଼ିଶାର ବରଗଡ଼ରେ ଏକ ବାର୍ଷିକ ନାଟକ-ଭିତ୍ତିକ ଖୋଲା ରଙ୍ଗମଞ୍ଚ ଯାତ୍ରା । ଯାହା ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ବରଗଡ଼ ପୌରାଞ୍ଚଳର ୭କିମି ପରିଧି ମଧ୍ୟରେ ଆୟୋଜିତ…