Latest Odisha News

BREAKING NEWS

Browsing Tag

Dharabahik Upanys

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୭୯)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା ହସିବାକୁ ଚେଷ୍ଟା କଲା । ତା' ହସଟି ଜୋର ଜବରଦସ୍ତ ହସୁଥିବା ପରି ମଧ୍ୟ ଜଣାପଡ଼ୁଥିଲା । “ସୌଭାଗ୍ୟ ତ ମୋ'ର ସାର୍ । ଅନେକ କୃତଜ୍ଞ ଆପଣଙ୍କ ପାଖରେ । ମତେ ସାଙ୍ଗରେ ଦିଲ୍ଲୀ ନେଇଯିବା ପାଇଁ ଆପଣ ରାଜି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଆଜିକାଲି ତ ହୋଟେଲ, ରେଷ୍ଟୁରାଣ୍ଟ ସବୁ କୁଞ୍ଜ ରୂପଧାରଣ କରିଛି । ସହର ସଭ୍ୟତାରେ ବଢ଼ିଥିବା ଶକୁନ୍ତଳା ଆଜି କ୍ଲବକୁ ଆସିଥିବା ଦୁଷ୍ମନ୍ତର ଅଙ୍ଗୁଳୀରେ ପ୍ରୀତି ନିଦର୍ଶନୀ ମୁଦ୍ରିକା ପିନ୍ଧାଇ ଦେଉଛି । ତମେ ପଢ଼ିନ ଉଷା,…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମ୍ଭବଙ୍କୁ ଖାଇବାକୁ ବାଢ଼ି ନିଜ ପାଇଁ ଖାଇବା ବାଢିଲା ବେଳେ ଦୁଇ ଥର ମିସ୍ କଲ୍ ହୋଇ କଟି ଯାଇଥିଲା । ସମ୍ଭବ ବିରକ୍ତି ଭରା ଗଳାରେ ଗେର ଗେର ହୋଇ କହୁଥିଲେ ,"ଯେତେବେଳେ ଦେଖ ଖାଲି ଫୋନ ଆଉ କଣ କିଛି କାମ ଅଛି ମାଡାମ୍ ଙ୍କର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଅଭିମାନିଆ ଗଳାରେ ଆସ୍ଥାର କଣ୍ଠ ଓଦା ହୋଇ ଯାଉଥାଏ ।bଅପା ଉପନ୍ୟାସକୁ ତିନି ଥରରୁ ଚାରି ଥର ହେବ ସାରି ସାରିଲିଣି । ଲେଖା ବି ଚାଲିଛି । ବାସ୍ ମୁଁ ତୋ ଉପରେ ବହୁତ ବହୁତ ଖୁସି ,ଏୟା ହିଁ ତୋ ପାଖରୁ ଆଶା ରଖି ଥିଲି, ଖୁସି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଯେହେତୁ ମୁଁ ଆଇ ଆଇ ସି ପୋଷ୍ଟରେ ଅଛି, ମୋର ବି ଭଲ ଖାତିର । ସବୁଆଡୁ ପ୍ରେସର ପକେଇ କଥାଟାକୁ ଚାପି ଦେଲି ! ଆଇନ କାନୁନ ତା ବାଟରେ ଗଲା ମୋ କଥା ମୋ ବାଟରେ ! ନେହେଲେ ଆଜିକାଲି ମିଡିଆର ଡାହାଳ ଆଖିରୁ ଖବର ଲୁଚିବା କି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ କ'ଣ କହିବେ କୁହନ୍ତୁ ନା , ଆସ୍ଥା ଗମ୍ଭୀର ସ୍ୱର ରେ ଉତ୍ତର ଦେଲା ! ମୁଁ କହିଦେଲେ କଣ ଆପଣ ମୋ କଥାକୁ ଏତେ ସହଜରେ ବିଶ୍ୱାସ କରିଯିବେ ନା କଣ ,ସାଗର ଦୃଢ଼ତାର ସହିତ ଉତ୍ତର ଦେଲା ?" କେମିତି ଭାବୁଛନ୍ତି ଯେ ମୁଁ ଏତେ ସହଜ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଏମିତି କିଛି କଥା ନଥିଲା ଯାହା ସେ ସ୍ୱପ୍ନିଲ ଙ୍କୁ ନକହି ରହି ପାରିଛି ! ଆସ୍ଥା ର ସବୁ ଦୁଃଖ ଯନ୍ତ୍ରଣା ,ଆଘାତର ଉପଚାର କେବଳ ହିଁ କେବଳ ସ୍ୱପ୍ନିଲ ଥିଲେ !ଆଶ୍ଚର୍ଯ୍ୟର କଥା , ତାକୁ ଜର ଥଣ୍ଡା କାଶ କୌଣସି ରୋଗ ସ୍ପର୍ଶ ବି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ 'ଦଗ୍ଧ ଉପବନ' ଚିଠି ଚିଠି ଡାକିବାର ଶବ୍ଦ ଶୁଣାଗଲା ! ଦୁଆର ମୁହଁକୁ ଯାଇ ଦେଖେତ ପୋଷ୍ଟମ୍ୟାନ ଅଙ୍କଲ ହାତରେ ଗୋଟିଏ ନୀଳ ରଙ୍ଗର ଅନ୍ତର୍ଦେଶୀୟ ପତ୍ରଟେ ବଢ଼ାଇ ଦେଇ କହିଲେ, ମାଆ ତୋର ଚିଠି । ଖୁସିରେ ଚିଠିଟି ଖୋଲି ପକେଇଲା ଆସ୍ଥା । ତାର ଲେଖା ଲେଖି…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୨)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଶ୍ରୀରାମ ଓ ରାବଣ ମଧ୍ୟରେ ଯୁଦ୍ଧର ଅୟମାରମ୍ଭ ହୋଇସାରିଥିଲା। କୈଳାଶପତିଙ୍କୁ ଦେବୀ ପାର୍ବତୀ ପଚାରିଲେ, " ପ୍ରଭୁ ! ସମସ୍ତ ଦେବତାଗଣ ଅତ୍ୟନ୍ତ ଉତ୍ସୁକତାର ସହ ଏହି ଦିନଟିର ଅପେକ୍ଷା କରିଛନ୍ତି। କୈଳାଶପତିଙ୍କୁ ଦେବୀ ପାର୍ବତୀ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୮)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ " ଆଜି ସେହି ସେତୁବନ୍ଧ ପ୍ରତିଷ୍ଠା କରିଛନ୍ତି ପ୍ରଭୁ। ମୁଁ ଏଇଥିପାଇଁ ହସୁଛି ମୋର ଆରାଧ୍ୟ ମୋତେ ସ୍ଥାପନା କରିଛନ୍ତି। ଏଇ ଦେଖ ଦେବୀ ! ରାମଚନ୍ଦ୍ର ସେନା ସହିତ ଲଙ୍କାରେ ପହଞ୍ଚିବା ପୂର୍ବରୁ ସେମାନଙ୍କର କ୍ଷୁଧା ନିବାରଣ ନିମିତ୍ତ…