Latest Odisha News

BREAKING NEWS

Browsing Tag

Diarrhoea

ନନ୍ଦାହାଣ୍ଡିରେ ପୁଣି ବ୍ୟାପିଲା ଝାଡ଼ାବାନ୍ତି, ୧୭ ଅସୁସ୍ଥ

ନବରଙ୍ଗପୁର: ପୁଣି ବ୍ୟାପିଲା ଝାଡ଼ାବାନ୍ତି । କିଛିଦିନର ବ୍ୟବଧ୍ୟାନ ପରେ ପୁଣି ଥରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ଝାଡ଼଼ାବାନ୍ତି ବ୍ୟାପିଛି । ବି.ମାଳିଗୁଡ଼ା ଗାଁର ଧୋବାସାହିରେ ଝାଡ଼ାବାନ୍ତିରେ ୧୭ ଜଣ ଆକ୍ରାନ୍ତ ହୋଇଛନ୍ତି । ୧୫ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ଝାଡ଼ାବାନ୍ତିରେ ଆଇ, ନାତି ମୃତ, ୨୫ରୁ ଅଧିକ ଆକ୍ରାନ୍ତ

ପାଟଣାଗଡ଼: ପୁଣି ବ୍ୟାପିଲା ଝାଡ଼ାବାନ୍ତି । ଝଡ଼ାଇ ନେଲା ୨ ପ୍ରାଣ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦେଦର୍ହ ଗାଁରେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ଆଇ, ନାତିଙ୍କ ମୃତ୍ୟୁ ହୋଇଛି । ଗାଁର ଏକାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨୫ରୁ ଅଧିକ ଜଣଙ୍କୁ ପାଟଣାଗଡ଼…

କାଶୀପୁରରେ ହଇଜା ସ୍ଥିତି ଅନୁଧ୍ୟାନ କଲେ କୋରାପୁଟ ସାଂସଦ

ରାୟଗଡ଼ା: କାଶୀପୁର ବ୍ଲକରେ କଲେରା ବ୍ୟାପି ଇତି ମଧ୍ୟରେ ୨୪ ଦିନ ବିତିବାକୁ ବସିଲାଣି । ତଥାପି ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନି । ପ୍ରତ୍ୟେକ ଦିନ ନୂଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଅନୁରୂପ ଭାବେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଆଜି କୋରାପୁଟ ସାଂସଦ…

ବ୍ୟାପୁଛି ଝାଡ଼ାବାନ୍ତି, ସୁବର୍ଣ୍ଣପୁରରେ ଜଣଙ୍କର ମୃତ୍ୟୁ; ଏକାଧିକ ଅସୁସ୍ଥ

ସୋନପୁର: ବର୍ଷା ଋତୁରେ ବ୍ୟାପୁଛି ଝାଡ଼ାବାନ୍ତି । ମୁଣ୍ଡ ନେଉଛି ଡାଇରିଆ । ସୁବର୍ଣ୍ଣପୁର ଜିଲ୍ଲାରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଛି । ତରଭା ଥାନା ସୁର୍ଜିମୁଣ୍ଡା ଗାଁର ଧନଦେଇ ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଁରେ ୨୫ରୁ ଅଧିକ ଲୋକେ ଅସୁସ୍ଥ ହୋଇ ପଡ଼ିଛନ୍ତି । ଅସୁସ୍ଥ…

କାଶୀପୁରର ହଇଜା ପ୍ରବଣ ଅଞ୍ଚଳରେ ସ୍ଥିତି ପରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ରାୟଗଡ଼ା: ବଢ଼ୁଛି ହଇଜା ମୃତ୍ୟୁ । ନିୟନ୍ତ୍ରଣକୁ ଆସୁନି ସ୍ଥିତି । ହଇଜାରେ ୯ ଜଣଙ୍କ ଜୀବନ ଯିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶଙ୍କ ସହ ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । କାଶୀପୁର ବ୍ଲକର  ବିଭିନ୍ନ ଗାଁରେ ହଇଜା ଯୋଗୁଁ…

[ଦେଖନ୍ତୁ ଭିଡିଓ] ନନ୍ଦାହାଣ୍ଡିରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ, ୧୭ ଅସୁସ୍ଥ

ନବରଙ୍ଗପୁର: ରାୟଗଡ଼ା, କୋରାପୁଟ ପରେ ନବରଙ୍ଗପୁର । ପୁଣି ବ୍ୟାପିଲା ଝାଡ଼ାବାନ୍ତି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଖଡ଼ିଆଗୁଡ଼ା ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଁର ପ୍ରାୟ ୧୭ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ଜଣଙ୍କ ଅବସ୍ଥା ଗୁରୁତର…

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ହଇଜା ନେଲା ପୁଣି ଏକ ଜୀବନ, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ରାୟଗଡ଼ା: କାଶୀପୁରରେ ପୁଣି ଥରେ ହଇଜା ନେଇଛି ଆଉ ଏକ ମୁଣ୍ଡ । ଏଥିସହ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ମୃତକ ଜଣକ ହେଉଛନ୍ତି ଡୁଡୁକାବାହାଲ ପଞ୍ଚାୟତ ଡେଙ୍ଗାଗୁଡା ଗ୍ରାମର ଅର୍ଜୁନ ଜାନି (୫୫) । ଡେଙ୍ଗାଗୁଡା ଗାଁର ୬ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ସେମାନଙ୍କୁ ଟିକିରି…

[ଦେଖନ୍ତୁ ଭିଡିଓ] କାଶୀପୁରର ୨୦ ଗାଁକୁ ବ୍ୟାପିଲାଣି ହଇଜା, ଗାଁ ଗାଁ ବୁଲି ସ୍ଥିତି ପରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାୟଗଡ଼ା: କାଶୀପୁରରେ ବ୍ୟାପୁଛି ହଇଜା । ସଚେତନତା ସତ୍ତ୍ୱେ ଡାଇରିଆ ନିୟନ୍ତ୍ରଣକୁ ଆସୁନି । ଗୋଟିଏ ପରେ ଗୋଟିଏ ଗାଁକୁ ହଇଜା ବ୍ୟାପୁଥିବା ବେଳେ ୮ ଜଣଙ୍କ ଜୀବନ ଗଲାଣି । ଯାଞ୍ଚରୁ ଜଣାପଡ଼ିଛି ଦୂଷିତ ପାଣି ପାଇଁ ହଇଜା ବ୍ୟାପୁଛି । ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର…