Latest Odisha News

BREAKING NEWS

Browsing Tag

drown

ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ବୁଡିଗଲେ ୨ ଛାତ୍ର

ବାରିପଦା: ବାରିପଦାସ୍ଥିତ ସୁବର୍ଣ୍ଣରେଖା କେନାଲରେ ମଙ୍ଗଳବାର ଦିନ ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ୨ ଜଣ ଯୁକ୍ତ ଦୁଇ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ରଙ୍କ ମଧ୍ଯରେ ରହିଛନ୍ତି ବାଦାମପାହାଡର ଠାକୁର ସୋରେନ ଏବଂ ମୟୂରଭଞ୍ଜ କରଞ୍ଜିଆ ବ୍ଲକର ଟାଟୋ ଗାଁର…

ଡମଡମଣି ଡ୍ୟାମରେ ବୁଡିଗଲେ ଦୁଇ ସାଙ୍ଗ

କଟକ: କଟକର ଚୌଦ୍ୱାର ଥାନା ଅନ୍ତର୍ଗତ ଡମଡମଣି ଡ୍ୟାମରେ ବୁଧବାର ଦିନ ବୁଡି ଦୁଇ ଜଣ ସାଙ୍ଗଙ୍କ ଜୀବନ ଯାଇଛି। ସୂଚନା ଅନୁଯାୟୀ, କଟକ ଷ୍ଟୁଆର୍ଟ କଲେଜରେ ଯୁକ୍ତ ଦୁଇରେ ପଢ଼ୁଥିବା ୫ ଜଣ ସାଙ୍ଗ ଡମଡମଣି ପୀଠକୁ ବୁଲିବା ପାଇଁ ଯାଇଥିଲେ। ପରେ ସେମାନେ ଡ୍ୟାମ ପାଖକୁ ଯାଇଥିଲେ। ସେମାନଙ୍କ ଭିତରୁ…

ପୋଖରୀରେ ବୁଡି ବରଗଡ ଜନ୍ମିତ ଇସ୍ରୋ ବୈଜ୍ଞାନିକ ନିହାର ରଂଜନ ପ୍ରଧାନଙ୍କ ମୃତ୍ୟ

ବରଗଡ: ବେଶ ପୁରୁଣା ନୁହଁ, ଗତବର୍ଷ ଜାନୁଆରୀ ମାସରେ ଭାରତୀୟ ଅନ୍ତରୀକ୍ଷ ବିଜ୍ଞାନ ଓ ପ୍ରାଦୌଗିକ ସଂସ୍ଥାନ ସହ ବୈଜ୍ଞାନିକ ଭାବେ ଯୋଡି ହୋଇଥିଲେ ବରଗଡର ନିହାର ରଂଜନ ପ୍ରଧାନ । ଏହି ଖବର ତାଙ୍କ ଗାଁ ସମେତ ସାରା ରାଜ୍ୟକୁ ଗୌରବାନ୍ୱିତ କରିଥିଲା । ହେଲେ ଆଜି ତାଙ୍କ ଅକାଳ ବିୟୋଗ ଖବର ସାରା…

ବର୍ଷା ପାଣିରେ ଭାସିଗଲେ ଯୁବକ

ବାରିପଦା : ଦୁଇ ଘଣ୍ଟାର ପ୍ରବଳ ବର୍ଷାରେ ଭାସିଗଲେ ଯୁବକ । ବାଇକ୍ ଯୋଗେ ରାସ୍ତା ପାର ହେଉଥିବା ବେଳେ ବର୍ଷା ପାଣିର ସୁଅରେ ଭାସି ଯାଇଛନ୍ତି ଯୁକକ । ବର୍ତ୍ତମାନ ସୁଦ୍ଧା ଯୁବକଙ୍କ କୌଣସି ଖୋଜ ଖବର ମିଳିନାହିଁ । ବାରିପଦା ସ୍ଥିତ ବଳରମପୁର ୱାର୍ଡ ନମ୍ବର ୧୭ ସ୍ଥିତ ଜରାଳି ନଦୀରେ ଦୁଇ…

ପୁରୀ ସମୁଦ୍ରରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ପୁରୀ: ପୁରୀ ସମୁଦ୍ରରେ ବୁଡ଼ି ରବିବାର ଦିନ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ କଟକ ଅନ୍ତର୍ଗତ ଜଗତପୁର ଅଞ୍ଚଳର ବିଜେନ୍ଦ୍ର ବାରିକ ବୋଲି ଜଣାପଡିଛି। ସୂଚନାନୁସାରେ, ବିଜେନ୍ଦ୍ର କିଛି ସାଙ୍ଗଙ୍କ ସହ ପୁରୀ ଗସ୍ତରେ ଯାଇଥିଲେ। ସେମାନେ ଦିଗବାରେଣୀ ଛକ ନିକଟ ସମୁଦ୍ରରେ ଗାଧୋଉ…

କେନାଲରେ ବୁଡି ଛାତ୍ର ନିଖୋଜ

କଟକ: କଟକର ଏକ କେନାଲରେ ଗାଧୋଉଥିବା ବେଳେ ସୋମବାର ଦିନ ଜଣେ ଛାତ୍ର ବୁଡିଯାଇ ନିଖୋଜ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ ଆଜି ଜଗତପୁର ନିକଟ ନନାକର ଗ୍ରାମର ୩ ଜଣ ଯୁବକ କେନ୍ଦ୍ରାପଡା କେନାଲରେ ଗାଧୋଉଥିବା ବେଳେ ଗଭୀର ପାଣିରେ ବୁଡି ଯାଇଥିଲେ । ସୌଭାଗ୍ୟବଶତଃ ସ୍ଥାନୀୟ ବାସିନ୍ଦା ୨ଜଣଙ୍କୁ…

ମହାନଦୀରେ ବୁଡି ଦୁଇ ଭାଇ ମୃତ

ବୌଦ୍ଧ: ମହାନଦୀରେ ବୁଡି ଦୁଇ ଭାଇଙ୍କ ମୃତ୍ୟୁ । ବଡ ଭାଇକୁ ବଂଚାଇବାକୁ ଯାଇ ଚାଲଗଲା ସାନ ଭାଇର ଜୀବନ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଅରଖପଦର ଗାଁରେ ଘଟିଛି  ଏଭଳି ଘଟଣା । ସୂଚନା ଅନୁସାରେ, ଅରଖପଦର ଗାଁ ଦେଇ ଯାଇଥିବା ମହାନଦୀକୁ ଗାଧୋଇବାକୁ ଆଜି ସକାଳେ ଏହି ଦୁଇ ଭାଇ…

ଡଙ୍ଗା ଭସା ହେଲା କାଳ; ପାଣିରେ ବୁଡି ୨ ମୃତ

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ବଡି ଭୋରରୁ ଉଠି ଶ୍ରଦ୍ଧାଳୁମାନେ ବିଭନ୍ନ ଜଳାଶୟ ଓ ନଦୀରେ ଡଙ୍ଗା ଭସାଇ ପୂଜାର୍ଚ୍ଚନା କରିଛନ୍ତି । ଶୀତୁଆ ପାହାନ୍ତିଆ ସକାଳୁ ହଜାର ହଜାର ଶ୍ରଦ୍ଧାଳୁମାନେ ରାଜ୍ୟ ବିଭିନ୍ନ ନଦୀ ଓ ପୁଷ୍କରଣୀ ସମେତ ଜଳାଶୟ ଗୁଡିକରେ…

ପାଣିରେ ବୁଡି ୨ ବର୍ଷର ଶିଶୁପୁତ୍ର ମୃତ

ଦେଓଗଡ: ଦେଓଗଡର ସାମନ୍ତ୍ରାପାଲି ଗ୍ରାମରେ ରବିବାର ଦିନ ଜଣେ ୨ ବର୍ଷର ଶିଶୁ ପାଣି ହାଣ୍ଡିରେ ପଡିଯାଇ ମୃତୁବରଣ କରିଛନ୍ତି। ମୃତ ଶିଶୁଟି ଗ୍ରାମର ପ୍ରଶାନ୍ତ ସାହୁଙ୍କ ପୁଅ ପ୍ରିନ୍ସ ବୋଲି ଜଣାପଡିଛି। ପ୍ରାପ୍ତ ସୂଚନାନୁଯାୟୀ ଏହି ୨ ବର୍ଷୀୟ ଶିଶୁଟି ପାଖରେ ଥୀବା ପାଣି ହାଣ୍ଡି ନିକଟରେ…

ଚନ୍ଦ୍ରଭାଗାରେ ବୁଡି ଯାଉଥିଲେ ମହିଳା ପର୍ଯ୍ୟଟକ, ଉଦ୍ଧାର କଲେ ଫଟୋଗ୍ରାଫର

କୋଣାର୍କ: କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ବୁଡି ଯାଉଥିବା ଜଣେ ମହିଳା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଫଟୋଗ୍ରାଫର୍ । ମିଳିଥିବା ସୂଚନାନୁଯାୟୀ ଆନ୍ଧ୍ରପ୍ରଦେଶର ଜଣେ ମହିଳା ପର୍ଯ୍ୟଟକ ଚନ୍ଦ୍ରଭାଗାରେ ଗାଧୋଉଥିବା ବେଳେ ଅଚାନକ ଉଚ୍ଚ ଢେଉ ଆସିବାରୁ ଦୁର୍ଭାଗ୍ୟବଶତଃ ସେ ଗଭୀର ଜଳରେ…