Latest Odisha News
Browsing Tag

drown

ପୁରୀ ସମୁଦ୍ରରେ ବୁଡି ଯାଉଥିଲେ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ: ପୁରୀ ସମୁଦ୍ରରେ ଗୁରୁବାର ସକାଳେ ଭାସିଯାଉଥିବା ବେଳେ ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫ୍ ଗାର୍ଡ । ଉକ୍ତ ପର୍ଯ୍ୟଟକଙ୍କ ନାମ ଲୀଳାବତି ହୋଇଥିବା ବେଳେ ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ପୁରୀ ସମୁଦ୍ରରେ…

ମହାନଦୀରେ ଭାସିଗଲେ ୬ ଯୁବତୀ, ୫ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବଡବଜାର ନିକଟସ୍ଥ ମହାନଦୀରେ ୬ ଜଣ ଯୁବତୀ ଗାଧୋଉଥିବା ସମୟରେ ଅଚାନକ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣେ ନିଖୋଜ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୧୧ଟା ବେଳେ ଉକ୍ତ ଯୁବତୀମାନେ ନଦୀରେ…

ପାଣିରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ, ଦୁର୍ଘଟଣାରେ ମାଆ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସୋସ ଥାନା ଅନ୍ତର୍ଗତ ମଧୁବନ ଗ୍ରାମରେ ପାଣିରେ ବୁଡି ୨ ଜଣ ନାବାଳିକାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ସେମାନଙ୍କୁ ହସ୍ପିଟାଲ ନିଆଯାଉଥିବା ବେଳେ ସଡକ ଦୁର୍ଘଟଣାରେ ଦୁହିଁଙ୍କ ମାଆ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି…

ସୁଇମିଂ ପୁଲରେ ବୁଡି ନାବାଳକ ମୃତ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ଘରୋଇ କ୍ଲବର ସୁଇମିଂ ପୁଲରେ ମଙ୍ଗଳବାର ଦିନ ପ୍ରଶିକ୍ଷଣ ନେଉଥିବାବେଳେ ଜଣେ ନାବାଳକ ଛାତ୍ର ପାଣିରେ ବୁଡ଼ିଯାଇ ମୃତ୍ୟୁବରଣ କରିବା ଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ସନ୍ଦୀପ ସାହୁ। ମିଳିଥିବା ସୂଚନାନୁଯାୟୀ ଉକ୍ତ ଛାତ୍ରଙ୍କୁ…

ନୂଆପଡା: ପୋଖରୀରେ ବୁଡି ୨ ଭଉଣୀଙ୍କ ସଲିଳ ସମାଧି

ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ନୂଆପଡା ଗ୍ରାମରେ ଥିବା ପୋଖରୀରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ ଘଟିଥିବାବେଳେ ପୋଲିସ ଗୁରୁବାର ଦିନ ତାଙ୍କ ମରଶରୀରକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି । ମୃତକଙ୍କ ନାମ ଶିତଲ ବାଘେଲ (୧୯), ତନିଶା (୧୩) ବୋଲି ଜଣାପଡିଛି । ଦୁହେଁ…

ପୁରୀ: ସମୁଦ୍ରରେ ବୁଡି ଛାତ୍ର ନିଖୋଜ

ପୁରୀ : ପୁରୀର ଦିଗବାରେଣୀ ଖୁଣ୍ଟି ନିକଟରେ ଶୁକ୍ରବାର ଦିନ ୪ ଜଣ ଛାତ୍ର ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି । ନିଖୋଜ ଛାତ୍ରଙ୍କ ନାମ ଭବରଞ୍ଜନ ଦାଶ ଏବଂ ସେ କଟକର ବାଙ୍କି କଲେଜର ଛାତ୍ର ଥିଲେ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ପ୍ରାୟ ୪ ଜଣ କଲେଜ…

କେନ୍ଦୁଝର: ବୈତରଣୀରେ ବୁଡି ୨ ସମ୍ପର୍କୀୟ ଭାଇଙ୍କ ସଲିଳ ସମାଧି

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ଅନ୍ତର୍ଗତ କୋଡପଡା ନିକଟସ୍ଥ ବ୍ରାହ୍ମଣୀ ନଦୀରେ ବୁଡି ୨ଜଣ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ୨ ସମ୍ପର୍କୀୟ ଭାଇଙ୍କ ମଧ୍ୟରେ ଜଣେ ୬ ବର୍ଷ ବୟସର ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୧୬ ବର୍ଷ…

ରାୟଗଡା: ପୋଖରୀରେ ବୁଡି ୨ ଶିଶୁଙ୍କ ସଲିଳ ସମାଧି

ରାୟଗଡା : ରାୟଗଡା ଜିଲ୍ଲା ମାଟିକଣା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ବୁଡି ୨ଜଣ କୋମଳମତି ଶିଶୁଙ୍କ ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ଶିଶୁଦ୍ୱୟ ତୃତୀୟ ଶ୍ରେଣୀର ଛାତ୍ର ସୁନୀଲ ହିମିରିକା ଓ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଆରେଶ ହିମିରିକା। ବୋଲି ଜଣାପଡିଛି ।…