Latest Odisha News

BREAKING NEWS

Browsing Tag

Drowning Death

ବଣ ଭୋଜିକୁ ଯାଇ ମହାନଦୀରେ ଭାସି ଗଲେ ଛାତ୍ରୀ

ସୋନପୁର: ହସଖୁସିରେ ସାଙ୍ଗସାଥୀଙ୍କ ସହ ସେ ବଣଭୋଜି ପାଇଁ ବାହାରିଥିଲେ । ଭୋଜି ରନ୍ଧା ଆରମ୍ଭ ସହ ବେଶ୍ ମଜାମସ୍ତି କରିଥିଲେ । ହେଲେ କିଏ ଜାଣିଥିଲା ଆଜି ସାଙ୍ଗସାଥୀଙ୍କ ମେଳରେ ମସ୍ତି ଆଉ ଜୀବନରେ କେବେ ଆସିବନି । କି ଆଉ ସାଙ୍ଗସାଥୀ ତା ସହ ମିଳାମିଶା କରି ପାରିବେନି । ସୁବର୍ଣ୍ଣପୁର…

ଖେଳ ହେଲା କାଳ, ପୋଖରିରେ ବୁଡ଼ି ୨ ଛୁଆ ମୃତ

କୋରାପୁଟ: ଖେଳୁଥିବା ବେଳେ ଅଘଟଣ । ଚାଲିଗଲା ୨ ଜୀବନ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ପିପଳପଦର ପଞ୍ଚାୟତ କେବିଡି ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଗାଁର ଚାଷ ଜମିରେ ଥିବା ପୋଖରି ନିକଟରେ ୩ଜଣ ପିଲା ଖେଳୁଥିବା ବେଳେ ହଠାତ୍ ପୋଖରିରେ ପଡ଼ି ଯାଇଥିଲେ । ଜମିରେ କାମ…

ଗାତ ଖୋଳି ପୋତିଲାନି ଠିକା ସଂସ୍ଥା, ଚାଲିଗଲା ୪ ଛୁଆଙ୍କ ଜୀବନ

କୋରାପୁଟ: ଠିକା ସଂସ୍ଥାର ଅବହେଳାରୁ ଜୀବନ ହାରିଲେ ୪ ଜଣ କଅଁଳ ଛୁଆ । ରାସ୍ତା ନିର୍ମାଣ ପାଇଁ ଠିକା ସଂସ୍ଥା ଗାତ ଖୋଳି ଥିଲା, ହେଲେ ପୋତିଲାନି ସେମିତି ଛାଡ଼ି ଦେଲା । ଯେଉଁଥିରେ ଖେଳୁଥିବା ବେଳେ ପଡ଼ି ଯାଇ ୪ ଜଣ ନିରୀହ ଛୁଆଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ…

କାଲି ପୁରୀ ସମୁଦ୍ରରେ ଭାସି ଯାଇଥିଲେ, ଆଜି ମିଳିଲା ମୃତଦେହ

ପୁରୀ: ସମୁଦ୍ରରେ ଗାଧୋବା ହେଲା କାଳ । ସମୁଦ୍ର ସ୍ନାନରୁ ସଲିଳ ସମାଧି । ପୁରୀ ସମୁଦ୍ରରେ ଗତକାଲି ଗାଧୋଇବା ବେଳେ ଭାସିଯାଇ ନିଖୋଜ ଥିବା ପର୍ୟ୍ୟଟକଙ୍କର ଆଜି ମୃତଦେହ ମିଳିଛି । ପୁରୀ ଚକ୍ରତୀର୍ଥ ରୋଡ୍ ପିଙ୍କ ହାଉସ୍ ସମ୍ମୁଖ ବେଳାଭୂମିରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ…

ପୋଖରୀରେ ବୁଡି ୨ ଶିଶୁ କନ୍ୟା ମୃତ

କେନ୍ଦୁଝର: ପୋଖରୀ ବୁଡି ୨ ଶିଶୁ କନ୍ୟା ମୃତ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ଜଗମୋହନପୁର ଗାଁ ମୁଣ୍ଡା ସାହିରେେ ଏହିି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ଗାଁର ଯୋଗୀ ମୁଣ୍ଡାଙ୍କ ୨ ବର୍ଷର ଝିଅ ସୁଇଟି ମୁଣ୍ଡା ଓ ସୁଶୀଲ ମୁଣ୍ଡାଙ୍କ ୩ ବର୍ଷର ଝିଅ ପରି ମୁଣ୍ଡା । ଦୁଇ…

ଜଳକ୍ରୀଡ଼ା ହେଲା କାଳ; ପୋଖରୀରେ ବୁଡି ପ୍ରାଣ ହରାଇଲେ ନାବାଳକ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଶିବନାରାୟଣପୁର ଗାଁରେ ଘଟିଛି ଏକ ଦୁଃଖଦ ଘଟଣା। ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ଜଣେ ୧୪ ବର୍ଷର ନାବାଳକ। ମୃତ ନାବାଳକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ଗ୍ରାମର ପ୍ରମୋଦ ପାଳଙ୍କ ୧୪ ବର୍ଷର ପୁଅ ସରୋଜ ପାଳ । ସୂଚନୁସାରେ, ମଙ୍ଗଳବାର…

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ଖଲ୍ଲିକୋଟ: ପୋଖରୀରେ ଗାଧୋଇବା ବେଳେ ସଲିଳ ସମାଧି । ପାଣିରେ ବୁଡ଼ି ଗଲେ ଦୁଇ ଭଉଣୀ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୁଳସୀପୁର ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକଙ୍କର ବୟସ ଯଥାକ୍ରମେ ୮ ଓ ୧୦ ବର୍ଷ । ଆଜି ଦୁହେଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ…

ନବରଙ୍ଗପୁରରେ ଅଘଟଣ: ତେଲ ନଦୀରେ ବୁଡି ତିନି ଶିଶୁ ମୃତ

ନବରଙ୍ଗପୁର: ତେଲ ନଦୀରେ ବୁଡି ପ୍ରାଣ ହରାଇଲେ ତିନି ଶିଶୁ । ଏହି ଦୁଃଖଦ ଘଟଣାଟି ଘଟିଛି ତୋହରା ଅଂଚଳରେ । ମୃତକଙ୍କ ଭିତରେ ଦୁଇ ଜଣ ଝିଅ ଥିବା ବେଳେ ଜଣେ ପୁଅ ରହିଛନ୍ତି । ଏମାନଙ୍କ ବୟସ ୩ରୁ ୬ ବର୍ଷ ମଧ୍ୟରେ । ସୂଚନାଯୋଗ୍ୟ ଯେ, ଏହି ଶିଶୁମାନେ ଆଜି ନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି…

ଅନଗୁଳରେ ଅଘଟଣ, କେନାଲରେ ବୁଡି ଦୁଇ ସାଙ୍ଗଙ୍କ ମୃତ୍ୟୁ

ଅନୁଗୁଳ : କେନାଲରେ ଗାଧୋଉଥିବା ବେଳେ ଦୁଇ ସାଙ୍ଗଙ୍କ ମୃତ୍ୟୁ । ଜଣେ ସାଙ୍ଗ ବୁଡି ଯାଉଥିବା ବେଳେ ଅନ୍ୟ ଜଣେ ତାକୁ ଉଦ୍ଧାର କରିବାକୁ ଯାଇ ଦୁଇ ଦୁଇଟି ଜୀବନ ଦୀପ ଲିଭି ଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ହେମସୁରପଡା ଅଞ୍ଚଳରେ । ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର…

କାଳ ହେଲା ଖେଳ, ବୁଡି ଗଲେ ଦୁଇ ଯାଆଁଳା ଭାଇ

ପାଟଣା: ଖେଳ ନେଲା ଜୀବନ । ଖେଳୁ ଖେଳୁ ପୋଖରୀରେ ବୁଡି ଗଲେ ୬ ବର୍ଷର ଦୁଇ ଯାଆଁଳା ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତୁରୁମୁଙ୍ଗା ଥାନା ନୂଆଖମଣ ବାଙ୍କ ସାହିରେ । ସୂଚନା ଅନୁସାରେ, ଗୁରୁବାର ଅପରାହ୍ନରେ ଗାଁ ପୋଖରୀ ନିକଟରେ ଦୁଇ ଭାଇ ଖେଳୁଥିଲେ । ଖେଳିବା ସମୟରେ ଅସାବଧାନତା ବଶତଃ…