Latest Odisha News

BREAKING NEWS

Browsing Tag

Drowning Death

ମାଛ ଧରୁଥିବା ବେଳେ ନଦୀରେ ଭାସିଗଲେ ୨ ସାଙ୍ଗ

ଭଦ୍ରକ: ଭଦ୍ରକ ଦୋଳସାହିରେ ଅଘଟଣ । ମାଛ ଧରୁଥିବା ବେଳେ ନଦୀରେ ଭାସି ଯାଇଛନ୍ତି ୨ ସାଙ୍ଗ । ଜଣଙ୍କର ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ୨ ସାଙ୍ଗ ତିହିଡି ଥାନା ଦୋଳସାହି ଗାଜିପୁରର କୁଣ୍ଡୀ ନଈକୁ ମାଛ…

କୁଆଖାଇରେ ବୁଡ଼ି ଯାଇ ୨ ମୃତ, ୨ ଜଣ ନିଖୋଜ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କୁଆଖାଇ ନଦୀରେ ଅଘଟଣ । ଗାଧୋଇବା ବେଳେ ବୁଡ଼ି ଯାଇ ୨ ଜଣ ନିଖୋଜ ହୋଇ ଯାଇଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ହୋଇ ଯାଇଛନ୍ତି । ମଙ୍ଗଳବାର ଏ ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁସାରେ, ୮ ଜଣ ସାଙ୍ଗ ଭୁବନେଶ୍ୱରରୁ ବାଲିଅନ୍ତା ଥାନା ଅନ୍ତର୍ଗତ କୁଆଖାଇ ପଠାରେ…

ଗାଧୋଇବା ବେଳେ କେନାଲରେ ବୁଡ଼ି ୨ ନାବାଳକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗାଁରେ ଅଘଟଣ । କେନାଲରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇ ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗୁରୁଜାଙ୍ଗ ଗାଁ ଦେଇ ଯାଇଥିବା ସମଲ୍ ବ୍ୟାରେଜର ଦକ୍ଷିଣ ଶାଖା କେନାଲରେ ବୁଡ଼ି ଯାଇ ସେହି ଗାଁର ୨ ନାବାଳକ ପ୍ରାଣ ହରାଇଛନ୍ତି ।…

କୁଆଖାଇ ନଦୀରେ ଭାସି ଯାଇ ୨ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ଗାଧୋଇବା ବେଳେ ଅଘଟଣ । ଭୁବନେଶ୍ୱର ଉପକଣ୍ଠରେ ଥିବା କୁଆଖାଇ ନଦୀରେ ବୁଡ଼ିଯାଇ ୨ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ୨ ଇଞ୍ଜିନିୟରିଂ ଛାତ୍ର ତମାଣ୍ଡୋର ସ୍ମୃତି ସୌରଭ ପ୍ରଧାନ ଓ ରେଙ୍ଗାଳିର ସତ୍ୟଜିତ୍ ଦାସ ରାତି ସାଢ଼େ ୭ଟା ପାଖାପାଖି ଗାଧୋଇବା…

ଖେଳୁଥିବା ବେଳେ ଅଘଟଣ, ପୋଖରିରେ ବୁଡ଼ି ଯାଇ ଭାଇଭଉଣୀ ମୃତ

ଜୟପୁର: ବାପା ଜମିରେ କାମ କରୁଥିବା ବେଳେ ନିକଟସ୍ଥ ପୋଖରିରେ ବୁଡ଼ି ଭାଇଭଉଣୀ ପ୍ରାଣ ହରାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପିପଳପୁଟ ଗାଁରେ । ଗାଁ ନିକଟସ୍ଥ ପୋଖରିରେ ଜୀନୁ ବଡ଼ନାୟକଙ୍କ ୫ ବର୍ଷର ପୁଅ ଯୋଗେଶ ଏବଂ ୧୦ ବର୍ଷର ଝିଅ ସନ୍ତୋଷୀ ବୁଡ଼ି…

ଦେବୀ ନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ସାଙ୍ଗ

ଜଗତସିଂହପୁର: ଦେବୀ ନଦୀରେ ଅଘଟଣ । ଗାଧୋଇବା ବେଳେ ଭାସି ଗଲେ ୩ ଜଣ ସାଙ୍ଗ । ନାଉଗାଁ ବ୍ଲକ ବଛାଳ ସ୍ଥିତ ଦେବୀ ନଦୀରେ ଗାଧୋଇବା ବେଳେ ତିନି ଜଣ ସାଙ୍ଗ ଭାସି ଯାଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କ ମୃତଦେହ ମିଳିଛି । ଆଜି ମଧ୍ୟାହ୍ନରେ ବଛାଳ ଗାଁର ଶାନ୍ତନୁ ନାୟକ,…

୨ ଦିନରେ ୪ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ପୁରୀ ବିଚରେ ଲାଗିଲା ଲାଲ୍ ପତାକା

ପୁରୀ: ମହୋଦଧୀରେ ୨ ଦିନରେ ୪ ଜଣଙ୍କ ମୃତ୍ୟୁ ପରେ ବେଳାଭୂମିରେ ଲାଲ୍ ପତାକା ପୋତିଛି ପ୍ରଶାସନ । ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ ଉଚ୍ଚ ଜୁଆର ସହ ସମୁଦ୍ର ପାଣିର ଶକ୍ତି ଅଧିକ ରହୁଛି । ଲାଲ୍ ପତାକା ପୋତି ସମୁଦ୍ର ସ୍ନାନକୁ ବାରଣ କରିଛି ପ୍ରଶାସନ । ବୁଧବାର ୨ ଓ ଗୁରୁବାର ୨ ଜଣ ଏମିତି ଦୁଇ…

ଗାଁ ପୋଖରୀରେ ସାଙ୍ଗ ହୋଇ ଗାଧୋଉଥିଲେ, ସାଙ୍ଗ ହୋଇ ଚାଲିଗଲେ ଦୁଇ ନାବାଳକ

ନୂଆପଡ଼ା: ସାଙ୍ଗ ହୋଇ ଗାଁ ପୋଖରୀକୁ ଯାଇଥିଲେ ଦୁଇ ସାଙ୍ଗ । ଯେମିତି ସାଙ୍ଗ ହୋଇ ଯାଇଥିଲେ ସେମିତି ସାଙ୍ଗ ହୋଇ ଚାଲିଗଲେ ସବୁଦିନ ପାଇଁ  ।  ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଚଉଁରା ଗାଁରୁ ଆସିଛି ଏପରି ଦୁଃଖଦ ଖବର । ଗାଁର ଝରନି ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ନାବାଳକଙ୍କର ମୃତ୍ୟୁ…

କାଳ ହେଲା ହୋଲି ଖେଳ, ବ୍ରାହ୍ମଣୀରେ ଗାଧୋଇବାକୁ ଯାଇ ପ୍ରାଣ ହାରିଲେ ୨ ଭାଇ

କେନ୍ଦ୍ରାପଡ଼ା/ବଲାଙ୍ଗିର: ରଙ୍ଗର ପର୍ବ ହୋଲିରେ ଅଘଟଣ । ହୋଲି ଖେଳି ଗାଧୋଇବାକୁ ଯାଇଥିବା ୨ ଭାଇଙ୍କ ମୃତ୍ୟୁ ହୋଇଛି । ହୋଲି ଖେଳି ସାରି କେନ୍ଦ୍ରାପଡ଼ା ଜିଲ୍ଲା କେଶପୁର ପଞ୍ଚାୟତ ମୂଷାଡିହ ଗାଁର ୨ ଭାଇ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ବ୍ରାହ୍ମଣୀରେ…

ବଣଭୋଜି କରିବାକୁ ଯାଇ ଇବ୍ ନଦୀରେ ଭାସିଗଲେ ୨ ଯୁବକ

ସୁନ୍ଦରଗଡ଼: ସାଙ୍ଗସାଥୀ ହୋଇ ଭୋଜି କରିବାକୁ ଯାଇଥିଲେ । ହେଲେ ଗାଧୋଇବା ବେଳେ ଭାସିଗଲେ ୨ ଯୁବକ । ସୁନ୍ଦରଗଡ଼ର ଇବ୍ ନଦୀରେ ୨ ଜଣ ଯୁବକ ଭାସି ଯାଇଥିବା ବେଳେ ଜଣଙ୍କ ମୃତଦେହ ମିଳିଛି । ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ । ବୁଧବାର ଏ ଅଘଟଣ ଘଟିଛି ତଳସରା ଥାନା କନାକୁଣ୍ଡା…