Latest Odisha News
Browsing Tag

Earth quack

ଦିଲ୍ଲୀରେ ଭୁମିକମ୍ପର ଝଟକା, ଲୋକେ ଭୟଭୀତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଶୁକ୍ରବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୨.୩ ମପା ଯାଇଥିଲା । ଆହୁରି ମଧ୍ୟ ଏହି ଏଜେନ୍ସିର ରିପୋର୍ଟ ଅନୁଯାୟୀ ଦିଲ୍ଲୀର ନାଗଲୋଇରେ…

ହିମାଚଳ ପ୍ରଦେଶରେ ମୃଦୁ ଭୂମିକମ୍ପ

ସିମଲା: ହିମାଚଳ ପ୍ରଦେଶରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରାଜ୍ୟର କାଂଗ୍ରା ଜିଲ୍ଲାର ଚମ୍ବା ଅଞ୍ଚଳରେ ମଙ୍ଗଳବାର ଦିନ ଭୂକମ୍ପ ହୋଇଛି । ରିଚର୍ ସ୍କେଲରେ ୪.୦ ରହିଥିବା ରେକର୍ଡ଼ କରାଯାଇଛି । ମିଳିଥିବା ସୂଚନାନୁଯାୟୀ, ଅପରାହ୍ନ ୧୨ଟା ୧୭ ମିନିଟରେ ଧର୍ମଶାଳାର ୨୨ କିଲୋମିଟର ଦୂର…

ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୩.୫

ନୂଆଦିଲ୍ଲୀ- ରବିବାର ଅପରାହ୍ନରେ ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ ଏନସିଆର ଅଂଚଳରେ ଏହି ଭୂମିକମ୍ପର ଝଝଟା ଅନୁଭୂତ ହୋଇଥିଲା । ପୂର୍ବ ଦିଲ୍ଲୀ ଏହାର କେନ୍ଦ୍ରସ୍ଥଳ ଥିଲା । ତୀବ୍ରତା ରିକ୍ଟର ସ୍କେଲରେ ୩ଦଶମିକ ୫ ରହିଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ…