Latest Odisha News

BREAKING NEWS

ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୩.୫

ନୂଆଦିଲ୍ଲୀ- ରବିବାର ଅପରାହ୍ନରେ ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ ଏନସିଆର ଅଂଚଳରେ ଏହି ଭୂମିକମ୍ପର ଝଝଟା ଅନୁଭୂତ ହୋଇଥିଲା ।

ପୂର୍ବ ଦିଲ୍ଲୀ ଏହାର କେନ୍ଦ୍ରସ୍ଥଳ ଥିଲା । ତୀବ୍ରତା ରିକ୍ଟର ସ୍କେଲରେ ୩ଦଶମିକ ୫ ରହିଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଅପରାହ୍ନ ପ୍ରାୟ ୫ଟା ୪୫ରେ ଏହି ଭୂକମ୍ପ ହୋଇଥିଲା । ହଠାତ୍ ଘର ଝରକାର ଗ୍ଲାସଗୁଡିକ ହଲିବାକୁ ଲାଗିଥିଲା । ଲୋକେ କ୍ଷୟଭୀତ ହୋଇ ଘର ବାହାରକୁ ଚାଲି ଆସିଥିଲେ ।

Leave A Reply

Your email address will not be published.