ଭୂକମ୍ପ ଝଟକାରେ ଥରିଲା ଦିଲ୍ଲୀ-ଏନସିଆର, ପାକିସ୍ତାନରେ କେନ୍ଦ୍ର ସ୍ଥଳୀ
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବୁଧବାର ଦିନ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୮ ରେକର୍ଡ କରାଯାଇଥିଲା।
ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ର ସ୍ଥଳୀ ପାକିସ୍ତାନରେ ରହିଥିଲା। ଇସଲାମାବାଦ ଏବଂ ଲାହୋରରେ ମଧ୍ଯ ଏହି ଭୂକମ୍ପର ଝଟକା ଅନୁଭୂତ…