Latest Odisha News
Browsing Tag

ECMO Treatment

ECMO ଚିକିତ୍ସା ଅଧୀନରେ ଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ

କଟକ: କଟକ ଏସସିବି ମେଡିକାଲରେ ECMO ଚିକିତ୍ସା ଅଧୀନରେ ଥିବା ଅନ୍ୟ ଜଣେ ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ହୃଦ୍‌ଘାତ ଶୀକାର ହେବା ପରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଇକ୍‌ମୋ ଚିକିତ୍ସିତ ହେଉଥିବା ୪ ଜଣ ରୋଗୀଙ୍କ ମୃତ୍ୟୁ…

କଟକ ଏସସିବିରେ ଇକମୋ ଚିକିତ୍ସାଧୀନ ଆଉ ଜଣେ ରୋଗୀ ମୃତ

କଟକ: ଏସସିବିରେ ଇକୋ ଚିକିତ୍ସାଧୀନ ଆଉ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନିଶ୍ଚିତକୋଇଲି ଅଞ୍ଚଳର । ଗତକାଲି ଚତୁର୍ଥ ତଥା ଶେଷ ରୋଗୀ ଭାବରେ ଇକମୋ ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଏହି ୟୁନିଟରେ ଏଯାଏ ଭର୍ତ୍ତି ହୋଇଥିବା ସମସ୍ତ ୪ ଜଣ ରୋଗୀଙ୍କର ମୃତ୍ୟୁ…

କଟକ ଏସସିବିରେ ଆରମ୍ଭ ହେଲା ପ୍ରଥମ ଇକ୍‌ମୋ ଚିକିତ୍ସା

କଟକ: ଏସସିବି ମେଡିକାଲରେ ଆରମ୍ଭ ହେଲା ପ୍ରଥମ ଇକମୋ ଚିକିତ୍ସା । ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ୫୨ ବର୍ଷୀୟ ମହିଳାଙ୍କୁ ମିଳିଲା ପ୍ରଥମ ଇକ୍‌ମୋ ସେବା ଆରମ୍ଭ ହୋଇଛି । ସେ କୋଭିଡରେ ଆକ୍ରାନ୍ତ ହୋଇ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ । ଏବେ ତାଙ୍କର ରିପୋର୍ଟ ନେଗେଟିଭ୍ ଅଛି ।…

ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର, ଅର୍ଥ ସହାୟତା ଲୋଡ଼ିଲେ ପରିବାର ଲୋକ

ଭୁବନେଶ୍ୱର: ରାଜ୍ୟରୁ ଆଉ ଜଣେ କରୋନା ସଂକ୍ରମିତଙ୍କୁ ଏକମୋ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇଛି । ଭୁବନେଶ୍ୱରର ଆଦିତ୍ୟ କୁମାର ପାତ୍ରଙ୍କୁ ସ୍ପର୍ଶ ହସ୍ପିଟାଲରୁ ଚେନ୍ନାଇର ଏମଜିଏମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆଦିତ୍ୟ ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ଓଡ଼ିଶା ଷ୍ଟେଟ ସିଡ୍ସ…

ବିଦେଶରୁ ଓଡ଼ିଶା ଆସିବ ECMO ମେସିନ୍, ଟେଣ୍ଡର ସରିଛି

ଭୁବନେଶ୍ୱର: କରୋନା ସଂକ୍ରମିତ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଆବଶ୍ୟକ ପଡୁଛି ECMO ମେସିନ୍ । ଏବେ ରାଜ୍ୟରେ ଏହି ମେସିନର ଅଭାବ ରହିଥିବାରୁ ଗୁରୁତର ରୋଗୀ ବାହାର ରାଜ୍ୟକୁ ଅଧିକ ଚିକିତ୍ସା ପାଇଁ ଯାଉଛନ୍ତି । ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ଭାରତରେ ECMO ଉତ୍ପାଦନ ହେଉ…

ଇକମୋ ଚିକିତ୍ସା ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ କୋଲକାତାକୁ କରାଗଲା ଏୟାର ଲିଫ୍ଟ

ଭୁବନେଶ୍ୱର: କୋଭିଡରେ ଗୁରୁତର ହୋଇପଡିଥିଲା ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ତଥା ଅତିରିକ୍ତ ପୋଲିସ ଡିଜି ଦେବାଶିଷ ପାଣିଗ୍ରାହୀଙ୍କୁ କୋଲକାତାକୁ ଏୟାର ଲିଫ୍ଟ କରାଯାଇଛି । ଆଜି କଟକ ଅଶ୍ୱିନୀ ହସ୍ପିଟାଲରୁ ତାଙ୍କୁ ସ୍ପେଶାଲ କରିଡରରେ ସୃଷ୍ଟି କରି ଭୁବନେଶ୍ୱର ବିମାନ ବନ୍ଦରକୁ ଅଣାଯିବା ପରେ…