Latest Odisha News

BREAKING NEWS

Browsing Tag

election

ମାର୍ଚ୍ଚ ୨୬ରେ ହେବ ରାଜ୍ୟସଭା ଆସନ ଲାଗି ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ୧୭ଟି ରାଜ୍ୟର ମୋଟ୍ ୫୫ ରାଜ୍ୟସଭା ସିଟ୍ ଲାଗି ମତଦାନ ଅନୁଷ୍ଠିତ ହେବ । ଏନେଇ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ମଙ୍ଗଳବାର ଦିନ ଘୋଷଣା କରିଛନ୍ତି । ଓଡିଶାରୁ ଅନୁଭବ ମହାନ୍ତି, ରଞ୍ଜିବ ବିଶ୍ୱାଳ, ନରେନ୍ଦ୍ର ସ୍ୱାଇଁ, ସରୋଜିନୀ ହେମ୍ବ୍ରମଙ୍କ…

ବିଜେପି ନୂଆ ରାଜ୍ୟ ସଭାପତି ଲାଗି ମତଦାନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ବିଜେପିର ରାଜ୍ୟ ସଭାପତି ଚୟନ ଲାଗି ନିର୍ବାଚନ ପ୍ରକ୍ରିୟା ମଙ୍ଗଳବାର ଦିନ ଆରମ୍ଭ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ୨ କେନ୍ଦ୍ରୀୟ ନେତା ବିନୟ ସହସ୍ରବୁଦେ୍ଧ ଓ ଆରପି ସିଂହ ବିଜେପିର ନୂତନ ରାଜ୍ୟ ସଭାପତି ଦୌଡରେ ରହିଛନ୍ତି । ଏହି ମାମଲା ଉପରେ ବରିଷ୍ଠ ବିଜେପି ନେତାମାନଙ୍କ…

ଡିସେମ୍ବରରେ ହେବ ରାଜ୍ୟ ବିଜେପି ସଭାପତି ନିର୍ବାଚନ: ଅରୁଣ ସିଂହ

ଭୁବନେଶ୍ୱର: ଚଳିତ ଡିସେମ୍ବର ମାସରେ ବିଜେପିର ରାଜ୍ୟ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ବରିଷ୍ଠ ବିଜେପି ନେତା ତଥା ଓଡିଶା ପ୍ରଭାରୀ ଅରୁଣ ସିଂହ ରବିବାର ଦିନ ସୂଚନା ପ୍ରଦାନ କରିଛନ୍ତି । ତାଙ୍କ ଦଳରେ କିଏ ରାଜ୍ୟ ବିଜେପି ସଭାପତି ହେବ, ସେନେଇ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହ…

ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ; କମାଣ୍ଡରଙ୍କୁ ଗୁଳି ମାରି ନିଜକୁ ଗୁଳି କଲେ ଯବାନ

ଋାଞ୍ଚି: ଝାଡଖଣ୍ଡସ୍ଥିତ ରାଞ୍ଚି ନିକଟରେ ଥିବା ଖେଲଗାଁରେ ରହିଥିବା ଏକ ସିଆରପିଏଫ୍ କ୍ୟାମ୍ପରେ ସୋମବାର ଦିନ ଜଣେ କମ୍ପାନୀ କମାଣ୍ଡରଙ୍କ ସହ ଅନ୍ୟଜଣେ ଯବାନଙ୍କର ମୃତ୍ୟୁ ଘଟିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆଜି ସକାଳେ କୌଣସି କାରଣବଶତଃ କମ୍ପାନୀ କମାଣ୍ଡର ଓ…

ଅକ୍ଟୋବର ୨୧ରେ ହେବ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଅକ୍ଟୋବର ୨୧ ତାରିଖରେ ହରିଆନା ଓ ମହାରାଷ୍ଟ୍ର ବିଧାନସଭା ଆସନ ଲାଗି ଶନିବାର ଦିନ ନିର୍ବାଚନ ତାରିଖ ଘୋଷିତ ହୋଇଛି । ଭାରତ ନିର୍ବାଚନ କମିଶନର ମୁଖ୍ୟ ସୁନିଲ ଅରୋରା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ପରେ ୨୪ ତାରିଖରେ ଭୋଟ୍ ଗଣତି ହେବାକୁ…

ପାଟକୁରା ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର, ସରଗରମ ରାଜନୀତି

ଭୁବନେଶ୍ୱର : ଆଗାମୀ ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ପାଟକୁରା ବିଧାନସଭା ନିର୍ବାଚନ ଲାଗି ଗୁରୁବାର ଦିନ ନିର୍ବାଚନ ପ୍ରଚାର ଶେଷ ହେଉଛି । ନିର୍ବାଚନ କମିଶନଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ପାଟକୁରାରେ ରାଜନୈତିକ ଦଳଗୁଡିକର ନିର୍ବାଚନୀ ପ୍ରଚାର…

ପାଟକୁରା ନିର୍ବାଚନ: ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର : କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନ ଲାଗି ଭାରତ ନିର୍ବାଚନ ଆୟୋଗ (ଇସିଆଇ) ପକ୍ଷରୁ ଆସନ୍ତା ସପ୍ତାହରେ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି । ଇସିଆଇ ପାଟକୁରା ବିଧାନସଭା ନିର୍ବାଚନ ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ…

ପ୍ରାରମ୍ଭିକ ପର୍ଯ୍ୟାୟ ଭୋଟ୍ ଗଣତି: ଓଡିଶା ଲୋକସଭା ଆସନରୁ କିଏ କେଉଁଠୁ ଆଗୁଆ…

ଭୁବନେଶ୍ୱର : ପ୍ରାରମ୍ଭିକ ଭୋଟ୍ ଗଣତି ଚାଲିଥିବା ବେଳେ ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ରହିଛନ୍ତି । ସେହିପରି ଉକ୍ତ ଆସନରୁ ବିଜେଡି ପ୍ରାର୍ଥୀ ମହେଶ୍ୱର ମହାନ୍ତି ମଧ୍ୟ ଆଗୁଆ ରହିଛନ୍ତି । ଆଗୁଆ- ବ୍ରହ୍ମଗିରି - ଲଳିତେନ୍ଦୁ ମହାପାତ୍ର (ବିଜେପି )।…

ଓଡିଶାର ଅନ୍ୟ ୧୦ଟି ବୁଥରେ ସାନି ମତଦାନ ଲାଗି ସିଇଓଙ୍କ ସୁପାରିଶ

ଭୁବନେଶ୍ୱର : ଓଡିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ଭୋଟିଂ ବାତିଲ ହୋଇଥିବା ଅନ୍ୟ ୧୦ଟି ବୁଥରେ ସାନି ମତଦାନ ଲାଗି ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ସୁପାରିଶ କରାଯାଇଥିବା ନେଇ ଶନିବାର ଦିନ ରାଜ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ…