Latest Odisha News

BREAKING NEWS

Browsing Tag

elon musk

ପୁଣି ଥରେ ଡାଉନ୍ ହେଲା ଟ୍ୱିଟର୍, ଅନ୍ୟ ସୋସିଆଲ୍ ମିଡିଆରେ ମସ୍କଙ୍କ ମଜ୍ଜାକ କଲେ ୟୁଜର

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଖୋଲୁନି । ଭାରତୀୟ ସମୟ ରାତି ପ୍ରାୟ ୮ଟାରୁ ଅଧିକାଂଶ ଡେସ୍କଟପରେ ଟ୍ୱିଟର ଚାଲୁ ନାହିଁ । ମୋବାଇଲ୍ ଆପ୍ ମାଧ୍ୟମରେ ଟ୍ୱିଟର ଖୋଲୁଥିବା ବେଳେ ଡେସ୍କଟପରେ ଖୋଲୁ ନାହିଁ । ଯାହାକୁ ନେଇ ଅନ୍ୟ ସୋସିଆଲ୍ ମିଡିଆରେ ଲୋକେ ଟ୍ୱିଟର ଡାଉନକୁ ପୋଷ୍ଟ…

ଏଣିକି ଟ୍ୱିଟରର ସମସ୍ତ ଭିଡିଓ ଦେଖିପାରିବେ ଟିଭିରେ, ସ୍ମାର୍ଟ ଟିଭି ୟୁଜର୍ସଙ୍କ ପାଇଁ ଆସୁଛି ନୂଆ ଆପ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟ୍ୱିଟରର ନୂତନ ମାଲିକ ଏଲୋନ୍ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରର ପୁନଃ ଦାୟିତ୍ୱ ଗ୍ରହଣ କରିବା ପରେ ବ୍ୟାକ୍ ଟୁ ବ୍ୟାକ୍ ୟୁଜର୍ସଙ୍କ ପାଇଁ ନୂତନ ଫିଚର ଆଣୁଛନ୍ତି। ବର୍ତ୍ତମାନ ଏଲୋନ୍ ମସ୍କ ଆଉ ଏକ ନୂତନ ଫିଚର ଲଞ୍ଚ କରିବାକୁ ଯାଉଛନ୍ତି। ସ୍ମାର୍ଟ ଟିଭି…

୧୪ ବର୍ଷର ବାଳକକୁ ସ୍ପେସ୍ ଏକ୍ସରେ ଚାକିରି ଅଫର ଦେଲେ ଏଲନ୍ ମସ୍କ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁନିଆରେ ବୁଦ୍ଧିମାନ ପିଲାମାନଙ୍କର କୌଣସି ଅଭାବ ନାହିଁ। କିଛି ନା କିଛି ପ୍ରତିଭା ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ଲୁଚି ରହିଥାଏ। ନିକଟରେ ଏଲନ୍ ମସ୍କ ଜଣେ ୧୪ ବର୍ଷୀୟ ବାଳକର ପ୍ରତିଭା ଦେଖି ଖୁବ ଆକର୍ଷିତ ହୋଇଥିଲେ ଏବଂ ପ୍ରଶଂସା ମଧ୍ୟ କରିଥିଲେ। ଏହି ବାଳକର ନାମ…

ସ୍ପେସ୍ଏକ୍ସ ଲଞ୍ଚ କଲା ଦୁନିଆର ପ୍ରଥମ ୫ଜି ସାଟେଲାଇଟ୍

ୱାଶିଂଟନ୍: ପୂରା ଦୁନିଆକୁ ଇଣ୍ଟରନେଟ୍ ସେବା ପ୍ରଦାନ ଲାଗି ଏବେ ମହାକାଶରେ ୨୫୦ଟି ସାଟେଲାଇଟ୍ ସ୍ଥାପନ ହୋଇଛି । ଏହା କରିଛି ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ । ପ୍ରଥମଥର ପାଇଁ ପୃଥିବୀର ସ୍ଥଳ କକ୍ଷପଥରେ ୫ଜି ଇଣ୍ଟରନେଟ ସେବା ପ୍ରଦାନ କାରୀ ଉପଗ୍ରହକୁ ସ୍ଥାପିତ କରାଯାଇଛି । ଏହି…

୨୪ ଘଣ୍ଟାରେ ଏଲନ୍ ମସ୍କ ହରାଇଲେ ୧୩ ବିଲିୟନ୍ ଡଲାର ସମ୍ପତ୍ତି

ନୂଆଦିଲ୍ଲୀ: ଖସୁଛି ଏଲନ୍ ମସ୍କଙ୍କ ସମ୍ପତ୍ତି । ୨୪ ଘଣ୍ଟାରେ ମସ୍କ ହରାଇଲେ ୧୩ ବିଲିୟନ୍ ଡଲାର ସମ୍ପତ୍ତି । ବିକିଉ ପ୍ରାଇମର ରିପୋର୍ଟ ଅନୁସାରେ, ଟେସଲା ସିଇଓ ଏଲନ୍ ମସ୍କଙ୍କ ପାଇଁ ଗତ ୨୪ ଘଣ୍ଟା ବେଶ୍ ଚିନ୍ତାଜନକ ଥିଲା । ସେୟାର ହ୍ରାସ, ସ୍ପେସଏକ୍ସର ଷ୍ଟାରସିପ୍ ପୋଗ୍ରାମ ବିଫଳ ଓ…

‘ଏଲନ ମସ୍କ’ ପ୍ରଥମେ ଫଲୋ କଲେ, ତା ପରେ ବିବାଦକୁ ଟାଣିଲେ !

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫଲୋ କରି ଚର୍ଚ୍ଚାକୁ ବଢ଼ାଇଦେଲେ। ଏବେ ଭାରତରେ ସମ୍ପୂର୍ଣ୍ଣ ବାକ ସ୍ୱାଧୀନତା ସମ୍ଭବ ନୁହେଁ ଭଳି ବିବାଦୀୟ କଥା କହି କେନ୍ଦ୍ରର ବିଜେପି ସରକାରକୁ କାଠଗଡାରେ ଛିଡା କରାଇଦେଲେ। ଟ୍ୱିଟର ମାଲିକ ତଥା ବିଶ୍ୱର ଅନ୍ୟତମ ଧନୀ ଏଲନ ମସ୍କଙ୍କ ଅଳ୍ପଦିନ…

ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମିଳିବ ଟ୍ୱିଟର ବ୍ଲୁ ଟିକ୍

ନୂଆଦିଲ୍ଲୀ: ଟ୍ୱିଟର ବର୍ତ୍ତମାନ ଆଇଫୋନ୍ ପରେ ପରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ବ୍ଲୁ ସବସ୍କ୍ରିପସନ୍ ଘୋଷଣା କରିଛି । ବର୍ତ୍ତମାନ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମଧ୍ୟ ବ୍ଲୁ ଟିକ୍ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ ବୋଲି ବୁଧବାର ଦିନ କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ…

ଜଣେ ବୋକାକୁ ଦାୟିତ୍ୱ ଦେଇ ଖୁବ୍‌ ଶୀଘ୍ର ଛାଡ଼ିଦେବି ସିଇଓ ପଦ : ଏଲନମସ୍କ

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ଟ୍ୱିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ। ଏନେଇ ଏଲନ ମସ୍କ ସ୍ପଷ୍ଟ କରିଛନ୍ତି । ଜଣେ ବୋକା ଲୋକଙ୍କୁ ଖୋଜି ଏହି ଦାୟିତ୍ୱ ଦେବେ ବୋଲି ଟ୍ୱିଟ୍‌ରେ ଲେଖିବା ପରେ ଏନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ, କିଛିଦିନ ତଳେ ସୋଶିଆଲ ମିଡିଆରେ ଏକ ସର୍ଭେ…

ସାମ୍ବାଦିକଙ୍କୁ ଏଲନ ମସ୍କଙ୍କ ଟାର୍ଗେଟ; ସସ୍ପେଣ୍ଡ କଲେ ଆକାଉଣ୍ଟ

ସାନ ଫ୍ରାନ୍ସିକୋ: ଟୁଇଟରକୁ ନେଇ ଏଲନ ମିସ୍କଙ୍କ ପରୀକ୍ଷା ନିରୀକ୍ଷା ଶେଷ ହେଉନି । କର୍ମଚାରୀ ଛଟେଇ, ବ୍ଲୁ ଟିକ ପାଇଁ ଟଙ୍କା ବଢାଇବା, କଟକଣା ଜାରି କରିବା ପରେ ଏବେ ସାମ୍ବାଦିକଙ୍କ ପଛରେ ପଡିଛନ୍ତି ମସ୍କ । ଏକାଧିକ ସାମ୍ବାଦିକଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କରିଛନ୍ତି ମସ୍କ  । ଏହି…