Latest Odisha News
Browsing Tag

elon musk

ଟ୍ୱିଟର ଅଚଳ, ଅଚାନକ ଗାଏବ ହୋଇଗଲା ସବୁ ଆକାଉଣ୍ଟ

ନୂଆଦିଲ୍ଲୀ: ମସ୍କଙ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଅଚଳ । ଡିଲିଟ୍ ହୋଇ ଯାଇଛି ସବୁ ଆକାଉଣ୍ଟ । ଖୋଲୁନି ଟ୍ୱିଟର ପେଜ୍ । ଏଲନ୍ ମସ୍କ ଟ୍ୱିଟର କିଣିବା ପରେ ପୁଣି ଦ୍ୱିତୀୟ ଥର ପାଇଁ ଟ୍ୱିଟରରେ ବଡ଼ ଗଡ଼ବଡ଼ ଦେଖିବାକୁ ମିଳିଛି । ରବିବାର ସନ୍ଧ୍ୟା ୬ଟା ୩୦ ପର ଠାରୁ ଆଉ ଟ୍ୱିଟର ଆକାଉଣ୍ଟ…

ଏଲନ୍ ମସ୍କଙ୍କୁ ପଛରେ ପକାଇବେ କି ଏହି ଅରବପତି ?

ନୂଆଦିଲ୍ଲୀ: ଦୁନିଆର ୧ ନମ୍ବର ଧନୀ ତାଲିକାରୁ ଖସି ପାରନ୍ତି ଏଲନ୍ ମସ୍କ । ଆମେ ଏକଥା କହୁ ନାହୁଁ ବରଂ ଦୁନିଆର ଟପ୍-୧୦ ଅରବପତିଙ୍କ ନେଟ୍ ୱର୍ଥ ଏମିତି କିଛି ସଂକେତ ଦେଉଛି । ବିଶ୍ୱର ଧନୀ ତାଲିକାର ଦ୍ୱିତୀୟରେ ଥିବା ଫ୍ରାନ୍ସର ଅରବପତି ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟ ଓ ମସ୍କଙ୍କ ସମ୍ପତ୍ତି…

‘ଟ୍ରମ୍ପଙ୍କ ଟ୍ୱିଟର୍ ଆକାଉଣ୍ଟ ଆରମ୍ଭ ହେବା ଉଚିତ୍ କି ?’: ମସ୍କ

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଟ୍ୱିଟର ଅଡୁ଼ଆ । ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ପୁଣି କାର୍ଯ୍ୟକ୍ଷମ କରାଯିବା ଉଚିତ କି? ବୋଲି ପ୍ରଶ୍ନ କରିଛନ୍ତି ଟ୍ୱିଟର ସିଇଓ ଏଲନ୍ ମସ୍କ । ଏଥିପାଇଁ ସେ ମାଗିଛନ୍ତି ୟୁଜର୍ସଙ୍କ ରାୟ । ରୟଟର୍ସ ରିପୋର୍ଟ…

କମ୍ପାନୀ ଛାଡ଼ୁଛନ୍ତି କର୍ମଚାରୀ, ଇସ୍ତଫା ପରେ ବନ୍ଦ ରହିଲା ଟୁଇଟର କାର୍ଯ୍ୟାଳୟ

ବଢିଲା ଟୁଇଟର ମାଲିକ ଏଲନ ମସ୍କଙ୍କ ଚିନ୍ତା । ଅଲ୍ଟିମେଟମ ଦେବା ପରେ ବି ଟୁଇଟର କର୍ମଚାରୀମାନେ କମ୍ପାନୀ ଛାଡ଼ି ଦେଉଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ କର୍ମଚାରୀମାନେ ଇସ୍ତଫା ଦେବା ପରେ ଟୁଇଟର ଅଫିସକୁ ସୋମବାର ବନ୍ଦ କରି ଦିଆଯାଇଥିଲା । ୱାର୍କ ପ୍ଲେସ ଆପ ବ୍ଲାଇଣ୍ଡର ଏକ…

ଟ୍ଵିଟରରୁ ୪୪୦୦ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଛଟେଇ କଲେ ଏଲନମସ୍କ

ନୂଆଦିଲ୍ଲୀ: ଏଲନ ମସ୍କ ନେଲେ ନୂଆ ପଦକ୍ଷେପ । ଟ୍ଵିଟରର ୫୦ ପ୍ରତିଶତ କର୍ମଚାରୀଙ୍କୁ ବାହାର କରିବା ପରେ ଏବେ କଣ୍ଟ୍ରାକ୍ଟ ହିସାବରେ ଥିବା ୪୪୦୦ ଲୋକଙ୍କୁ ଚାକିରୀରୁ ଛଟେଇ କରିଛନ୍ତି। ଟ୍ଵିଟର ଏବଂ ଅନ୍ୟ ବଡ ସାମାଜିକ ଗଣମାଧ୍ୟମ ମଞ୍ଚରେ ଘୃଣା ସୃଷ୍ଟି କରୁଥିବା ସାମଗ୍ରୀ ଉପରେ ନଜର ରଖିବା…

କର୍ମଚାରୀଙ୍କୁ ଏଲନ୍ ମସ୍କଙ୍କ ଚେତାବନୀ, ୮୦ଘଣ୍ଟା କର୍ମ ସପ୍ତାହ ବାଧ୍ୟତାମୂଳକ

ସାନ୍ ଫ୍ରାନ୍ସିସ୍କୋ : ଟ୍ୱିଟର କର୍ମଚାରୀଙ୍କୁ ସିଇଓ ଏଲନ୍ ମସ୍କଙ୍କ ଚେତାବନୀ ।  ସୋସିଆଲ ମିଡିଆ ଦୁନିଆରେ ରାଜ୍ କରୁଥିବା ଟ୍ୱିଟର ବ୍ୟବହାର ପାଇଁ ବାରମ୍ବାର କମ୍ପାନୀ ଚାର୍ଜ ଲଗାଇବାକୁ ଘୋଷଣା କରିସାରିଛି । ଏହା ସହିତ କର୍ମଚାରୀଙ୍କୁ ଚାକିରୀର ସମୟ ନିର୍ଘଣ୍ଟ ବଢାଇବାକୁ କହିଛନ୍ତି ।  …

ଟ୍ୱିଟର୍ ବ୍ଲୁଟିକ୍ ପାଇଁ ମାସିକ ୮ ଡଲାରକୁ ନେଇ ଅଜବ ଯୁକ୍ତି ରଖିଲେ ଏଲନ୍ ମସ୍କ

ନୂଆଦିଲ୍ଲୀ: ଟ୍ୱିଟର, ବ୍ଲୁଟିକ୍ ଓ ୮ ଡଲାର୍ । ଏବେ ଏଲନ୍ ମସ୍କଙ୍କ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ବଢ଼ୁଛି । ବ୍ଲୁଟିକ୍ ପାଇଁ ମାସିକ ୮ ଡଲାର ଦେୟକୁ ନେଇ ଅନେକ ଟ୍ୱିଟର ବ୍ୟବହାରକାରୀ ନାରାଜ ଥିବାବେଳେ ଏଲନ୍ ମସ୍କ ନିଜେ ଯୁଦ୍ଧକୁ ଓହ୍ଲାଇଛନ୍ତି ।…

ଟ୍ୱିଟର ସହ ଡିଲ୍ ଭାଙ୍ଗିବାକୁ ଏଲନ୍ ମସ୍କଙ୍କ ଘୋଷଣା, ଟ୍ୱିଟର କହିଲା କୋର୍ଟରେ ଦେଖାହେବ

ନୂଆଦିଲ୍ଲୀ: ଟ୍ୱିଟରରେ କେତେଜଣ ଫେକ୍ ବା ନକଲି ୟୁଜର ରହିଛନ୍ତି ତାରା ଉତ୍ତର ସନ୍ତୋଷଜନକ ଭାବେ ନମିଳିବାରୁ ଟ୍ୱିଟର ସହ ଡିଲ୍ ବାତିଲ କରୁଛନ୍ତି ବୋଲି ବିଶ୍ୱର ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ ଘୋଷଣା କରିଛନ୍ତି। ଏହାପରେ ଟ୍ୱିଟର ମଧ୍ୟ କଡା ଜବାବ ଦେଇ ଆଗାମୀ ଦିନରେ କୋର୍ଟରେ…

ଟ୍ବିଟର ଡିଲରୁ ପଛକୁ ହଟିବେ ଏଲନ୍ ମସ୍କ !

ନୂଆଦିଲ୍ଲୀ: ଟ୍ବିଟର ଡିଲରେ ଟ୍ବିଷ୍ଟ । ଏଲନ୍ ମସ୍କ ଟ୍ବିଟର କିଣିବା ପ୍ରକ୍ରିୟା ଯେତିକି ଆଗଉଛି, ଡିଲକୁ ନେଇ ସେତିକି ଟ୍ବିଷ୍ଟ ବଢ଼ିବାରେ ଲାଗିଛି । ଏମିତି ଲାଗୁଛି ଅସ୍ଥାୟୀ ଭାବେ ଅଟକିଥିବା ଟ୍ବିଟର କିଣିବା ରାଜିନାମାରୁ ଓହରି ଯାଇପାରନ୍ତି ଟେସଲା ସିଇଓ ଏଲନ୍ ମସ୍କ । ଆଉ ଯାହାର…

ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ଉପରୁ ବ୍ୟାନ୍ ହଟିବ, ଏଲନ୍ ମସ୍କଙ୍କ ବଡ଼ ନିଷ୍ପତ୍ତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଉପରୁ ବ୍ୟାନ୍ ହଟାଇବ ଟ୍ୱିଟର । ତାଙ୍କ ଆକାଉଣ୍ଟ ଉପରେ ଲଗାଇଥିବା ପ୍ରତିବନ୍ଧକ ହଟାଇବ । ଏନେଇ ନିଷ୍ପତ୍ତି ନେଇଛନ୍ତି ଟ୍ୱିଟର ମାଲିକ ଏଲନ ମସ୍କ । ସେ କହିଛନ୍ତି, ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ୟାନ୍…