Latest Odisha News

BREAKING NEWS

Browsing Tag

Entertainment

ମଞ୍ଚସ୍ଥ ହେଲା ହାସ୍ୟରସାତ୍ମକ ନାଟକ ‘ଚତୁରା କାହାର’

ଭୁବନେଶ୍ୱର : ନାଟ୍ୟ ସଂସ୍ଥା “ମୁକ୍ତି” ପକ୍ଷରୁ ଏକ ହାସ୍ୟରସାତ୍ମକ ନାଟକ “ଚତୁରା କାହାର ” ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ମଞ୍ଚସ୍ଥ ହୋଇଯାଇଛି । କାର୍ଲୋ ଗୋଲଦୋନିଙ୍କ ରଚିତ ଓ ଶକ୍ତି ମହାନ୍ତିଙ୍କ ଦ୍ଵାରା ଓଡ଼ିଆରେ ଅନୂଦିତ  ଏହି ନାଟକକୁ ସୂର୍ଯ୍ୟ ମହାନ୍ତି ନିର୍ଦ୍ଦେଶନା ଦେଇ।…

ମଞ୍ଚସ୍ଥ ହେବ ‘ଚତୁରା କାହାର’

ଭୁବନେଶ୍ୱର : ନାଟ୍ୟ ସଂସ୍ଥା "ମୁକ୍ତି" ପକ୍ଷରୁ ଏକ ହାସ୍ୟରସାତ୍ମକ ନାଟକ "ଚତୁରା କାହାର " ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଡିସେମ୍ବର ୨ ଓ ୩ ସନ୍ଧ୍ୟାରେ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି। କାର୍ଲୋ ଗୋଲଦୋନିଙ୍କ ରଚିତ ଏହି ନାଟକକୁ ଶକ୍ତି ମହାନ୍ତି ଓଡ଼ିଆରେ ଅନୁବାଦ କରିଛନ୍ତି ଏବଂ…

ମୁକ୍ତିଲାଭ କଲା ‘ଜିତିବୁ ଆମେ’

ଭୁବନେଶ୍ୱର : ପିଙ୍କଉଡ଼ କ୍ରିଏସନ ଓ ଟିମ ମିଡ଼ିଆ ପକ୍ଷରୁ , ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ, ସ୍ଥାନୀୟ ପ୍ରେସ କ୍ଳବ ପରିସରରେ , "ହମ ହୋଙ୍ଗେ କାମୟାବ" ଗୀତର ଓଡ଼ିଆ ରୂପାନ୍ତର "ଜିତିବୁ ଆମେ" ମୁକ୍ତିଲାଭ କରିଛି । ପ୍ରତ୍ୟେକ ଓଡ଼ିଆଙ୍କ ମନରେ ଦେଶଭକ୍ତିକୁ ଜାଗ୍ରତ କରିବା ପାଇଁ…

ମୁକ୍ତିଲାଭ କଲା ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର ‘ବିଜୟିନୀ-ବିଜୟୀ ଭବଃ’

କଟକ : ଜଣାଶୁଣା ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ଚଳଚ୍ଚିତ୍ର "ବିଜୟିନୀ- ବିଜୟୀ ଭବଃ" କଟକ ବୃନ୍ଦାବନ ହଲରେ ମୁକ୍ତିଲାଭ କରିଛି । ଚିରାଚରିତ କାହାଣୀରୁ ସମ୍ପୂର୍ଣ୍ଣ ଭିନ୍ନ ଏହି ଚଳଚ୍ଚିତ୍ରଟି ମହିଳା ସଶକ୍ତିକରଣର କଥାବସ୍ତୁକୁ ନେଇ ଆଧାରିତ । ବିଜୟ…

ମୁକ୍ତିଲାଭ କଲା ଅର୍ବାନ ପଞ୍ଜାବୀ ଭିଡିଓ ‘ହାର୍ଟବିଟ’

ଭୁବନେଶ୍ୱର : ବି. ଏନ ସିରିଜ ବ୍ୟାନରରେ , ସ୍ଥାନୀୟ ଏକ ହୋଟେଲରେ ଅର୍ବାନ ପଞ୍ଜାବୀ ମ୍ୟୁଜିକ ଭିଡିଓ "ହାର୍ଟବିଟ" ମୁକ୍ତିଲାଭ କରିଛି। ନୃତ୍ୟ ନିର୍ଦ୍ଦେଶକ ବିଦୁଙ୍କ ନିର୍ଦ୍ଦେଶନାରେ ଏହି ମ୍ୟୁଜିକ ଭିଡିଓରେ ଦୀପକ ରାଜ ଓ ଶେଫାଳିଙ୍କ ଅଭିନୟ କରିଥିବା ବେଳେ,  ପିନାକୀ ମିଶ୍ର ଗୀତ ରଚନା…

୫ ରେ ମଞ୍ଚସ୍ଥ ହେବ ‘ସଫୋକ୍ଲିସଙ୍କ ରାଜା ଇଡିପସ’

ଭୁବନେଶ୍ୱର : ଏସ. ଏଚ ଫାଉଣ୍ଡେସନ ପକ୍ଷରୁ ଅଢେ଼ଇ ହଜାର ବର୍ଷ ତଳର ଗ୍ରୀକ ନାଟକ 'ସଫୋକ୍ଲିସଙ୍କ ରାଜା ଇଡିପସ' ଆସନ୍ତା ୫ ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବାକୁ ଯାଉଛି । ଏହି କାହାଣୀଟି ହଜାର ହଜାର ବର୍ଷ ତଳେ ପ୍ରାଚୀନ ଗ୍ରୀସ ଦେଶର ଥେବାଇ ନଗରୀ-ରାଜ୍ୟର ରାଜା…

୨୦୨୦, ଭାରତୀୟ ଓ ଓଡିଆ ସିନେମା ପାଇଁ ଏକ ଭୟଙ୍କର ଶୂନ୍ୟତାର ବର୍ଷ

ଭାରତୀୟ ସିନେମା ଲାଗି ୨୦୨୦ ଗଭୀର ଶୂନ୍ୟତା ଓ ହାହାକାରର ବର୍ଷ। ବୋଧହୁଏ ସିନେମା ନିର୍ମାଣ ଓ ପ୍ରଦର୍ଶନର ଇତିହାସରେ ଏମିତି କେବେ ବି ହୋଇନଥିଲା। ଗତ ୯ ମାସ ଧରି ଦେଶର ପ୍ରାୟ ସବୁ ସିନେମା ହଲ ବନ୍ଦ ରହିଛି। ଆଜି ମଧ୍ୟ ଦେଶର ଅଧାରୁ ଅଧିକ ସିନେମା ହଲ ଖୋଲିନାହିଁ। ୨୦୧୯ରେ କେବଳ ମୁମ୍ବାଇ…

ଅତୀତକୁ ଭୁଲି ନୂଆ ଆରମ୍ଭ ନେଇ ଟ୍ୱିଟରରେ ବୁଦ୍ଧଙ୍କ ବାଣୀ ଲେଖିଲେ ଅନୁଭବ

ଭୁବନେଶ୍ୱର : ‘‘ବିଗତ ଦିନ ଯେତେ କଷ୍ଟକର ହେଉ, ଆପଣ ସବୁବେଳେ ଏକ ନୂଆ ଆରମ୍ଭ କରିପାରିବେ’’ ବୁଦ୍ଧଙ୍କ ଏହି ବାଣୀକୁ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଯାହାକୁ ନେଇ ତାଙ୍କ ଫଲୋୟର ଅନେକ ମତ ଦେଇଛନ୍ତି । “No matter how hard the past is, you…

ରିୟା ଚକ୍ରବର୍ତ୍ତୀଙ୍କୁ ଛାଡି ଦିଆଯାଉ: ସ୍ୱରା ଭାସ୍କର

ମୁମ୍ବାଇ: ଦୀର୍ଘ ୪ ମାସ ହେବ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ଚାଲିଥିବା ଦ୍ଵନ୍ଦରେ ଏକ ପ୍ରକାରର ପୂର୍ଣ୍ଣଛେଦ ପକାଇଛି ଏମ୍ସର ଫରେନ୍ସିକ୍ ରିପୋର୍ଟ। ଏହି ଫରେନ୍ସିକ୍ ରିପୋର୍ଟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇନଥିବା ସ୍ପଷ୍ଟ ହେବା ପରେ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ…

ଶକୁନ୍ତଳା ଦେବୀରେ ବିଦ୍ୟା ବାଲାନ୍‌ଙ୍କ ହଟ୍‌କେ ଅନ୍ଦାଜ !

ଫିଲ୍ମ ଶକୁନ୍ତଳାରେ ମ୍ୟାଥେମାଟିସିଆନ୍ ଭୂମିକାରେ ନଜର ଆସିବେ ବଲିଉଡ ଆକ୍ଟ୍ରେସ୍ ବିଦ୍ୟା ବାଲାନ୍ । ଟ୍ରେଲର ରିିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ସେ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଟିଜରଟିକୁ ଶେୟାର କରିଛନ୍ତି । View this post on Instagram…