ଓଟିଇଟି ପରୀକ୍ଷା ପାଇଁ ଆବେଦନ ୨୬ରୁ, ମେ’୨୯ରେ ପରୀକ୍ଷା
କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୬ ଆସନ୍ତା ମେ’ ମାସ ୨୯ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଅନ୍ଲାଇନ୍ ଜରିଆରେ ଆବେଦନ ଆମନ୍ତ୍ରଣ କରାଯାଇଛି। ନୂତନ ଓ ସେବାରତ ପ୍ରାର୍ଥୀ ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ।…