ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୯
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପାବନ ଶ୍ରୀକ୍ଷେତ୍ରରେ ପବିତ୍ର ଶ୍ୱେତ ଗଙ୍ଗା କୂଳରେ ମହର୍ଷି ଭୃଗୁଙ୍କ ଆଶ୍ରମ ସହ ଶ୍ରୀମନ୍ଦିରର ଅତ୍ୟନ୍ତ ଗୂଢ଼ ସମ୍ପର୍କ ଦେଖିବାକୁ ମିଳେ । ଯେହେତୁ…