ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୬
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ଓଁ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦେବଦୁର୍ଲ୍ଲଭ ଶ୍ରୀକ୍ଷେତ୍ର ତୀର୍ଥରାଜ ମହୋଦଧିର ପୁଣ୍ୟ ସ୍ଥଳି ସ୍ୱର୍ଗଦ୍ୱାର ସମ୍ମୁଖ ତଟରେ ପ୍ରଭୁଙ୍କୁ ସ୍ମରଣ ଓ ମନନ କରି କରି ମହା ଆନନ୍ଦରେ ସ୍ନାନ…