Latest Odisha News

BREAKING NEWS

Browsing Tag

farmer

ମରୁଡ଼ି ଅଞ୍ଚଳ ପାଇଁ ଉପଯୋଗୀ ଧାନ ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ

ବଲାଙ୍ଗୀର : ବଲାଙ୍ଗୀର ଲର୍କିପାଲି ଠାରେ ଧାନ ଗବେଷଣା କରାଯାଇଛି। ଯେଉଁ ଧାନ ମରୁଡ଼ି ଅଞ୍ଚଳ ପାଇଁ ଉପ ଯୋଗୀ ତାହା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଚାଷୀ। ବଲାଙ୍ଗିର ଲର୍କିପାଲି ଠାରେ ଥିବା ବିହନ ଗବେଷଣା କେନ୍ଦ୍ରରେ ଫିଲିପାଇନସ ଠାରେ ଥିବା ଆର୍ନ୍ତଜାତୀୟ ବିହନ…

ପାୱାରଟିଲର ମେସିନରେ ଚାପି ହୋଇ ଚାଷୀ ଗୁରୁତର

କାମାକ୍ଷାନଗର : ପାୱାରଟିଲର ମେସିନରେ ଚାପି ହୋଇ ଚାଷୀ ଗୁରୁତର । ନିଜ ଚାଷ ଜମିରେ ଚାଷ କଲାବେଳେ ଏପରି ଅଘଟଣାର ଶିକାର ହୋଇଛନ୍ତି ଚାଷୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଖଟଖୁରା ଗାଁ ରେ ଏପରି ଅଘଟଣ ଘଟିଛି । ଗୁରୁତର ଚାଷୀ ଜଣକ ହେଉଛନ୍ତି ପ୍ରତାପ କୁମାର ସାହୁ । ସେ ଚାଷ…

ଚାଷୀଙ୍କ ଜୀବନ ନେଉଛି ଋଣ ଭାର, ଏଥର ଯାଜପୁରରେ

ଯାଜପୁର: ଦେଶର ମେରୁଦଣ୍ଡ ବୋଲାଉଥିବା ଚାଷୀକୂଳ ଏବେ ଆତ୍ମହତ୍ୟା ପନ୍ଥାକୁ ଶ୍ରେୟସ୍କର ମଣୁଛନ୍ତି । ସରକାରଙ୍କ ବହୁମୁଖୀ ଯୋଜନାର ବିଫଳତା ଓ ଋଣ ଭାର ସେମାନଙ୍କ ପାଇଁ କାଳ ପାଲଟିଛି । ଯାଜପୁର ଜିଲ୍ଲାରେ ଋଣ ଭାର ସହିନପାରି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବରୀ କୋଦୁଆ…

କୃଷି କ୍ଷେତ୍ରରେ ଡିଜିଟାଲ ପରାମର୍ଶ ବୋରିଗୁମ୍ମାର ଚାଷୀ ଡମୁଙ୍କୁ ଦେଲା ନୂଆ ପରିଚୟ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଖଜୁରୀଗୁଡା ଗାଁର ଡ଼ମୁ ଭତରା । ପିଲା ଦିନରୁ ଚାଷ କାମ ପ୍ରତି ଆଗ୍ରହ ଥିବା ଡ଼ମୁ ବାପାଙ୍କ ଦେହାନ୍ତ ପରେ ଏହାକୁ ଜୀବିକା ଭାବେ ଗ୍ରହଣ କଲେ । କିନ୍ତୁ ସଠିକ ସମୟରେ ସଠିକ କୃଷି ସୂଚନାର ଅଭାବରୁ ଚାଷ କାର‌୍ୟ୍ୟରେ ତାଙ୍କର ଅନେକ କ୍ଷତି ହେଲା…

ଚାଷ ଦେଲା ଜୀବିକାକୁ ସଂଜୀବନୀ, ଏଥର ସଂଜୀବ କହିବେ ‘ମୁଁ କେମିତି ହେଲି ସଫଳ’

ଦେବଗଡ : ରିଆମାଳ ଅଂଚଳର ସଫଳ ଚାଷୀ ସଞ୍ଜିବ  ପ୍ରଧାନ । ଯୁକ୍ତ ୨ ପାସ ପରେ ଗତ ୧୦ ବର୍ଷ ହେବ ଚାଷକାର୍ଯ୍ୟ କରିଆସୁଛନ୍ତି । ପୂର୍ବରୁ ତାଙ୍କର ଚାଷ କାମରେ ଅଭିଜ୍ଞତା ନ ଥିବାରୁ ଚାଷ କାର୍ଯ୍ୟରେ ସଫଳ ପାଇପାରୁ ନଥିଲି । ହେଲେ ସବୁବେଳେ ନୂତନ କୌଶଳ ଏବଂ ବୈଜ୍ଞାନିକ ପଦ୍ଧତିରେ କିପରି ଅଧିକ…

ଅଭାବି ଅଞ୍ଜନଙ୍କ କୃଷି କରିସ୍ମା: ଯୁବ ଭାଗଚାଷୀଙ୍କ ଆତ୍ମନିର୍ଭରଶୀଳ କାହାଣୀ

ଭଦ୍ରକ: ଜିତାନଗା ଗାଁର କ୍ଷୁଦ୍ରଚାଷୀ ଅଂଜନ କୁମାର ପାଲ । ନିଜର ଜମି କହିଲେ ମାତ୍ର ୮ ଗୁଣ୍ଠ ଯେଉଁଥିରେ ସେ କେବଳ ଧାନ ଚାଷ ହିଁ କରନ୍ତି । ଏଥିରୁ ଯାହା ଅମଳ ହୁଏ ତାକୁ ବିକ୍ରି କରି ଯାହା ଲାଭ ପାଉଥିଲେ ସେଥିରେ ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର ହୋଇପଡୁଥିଲା । ତେଣୁ ସେ ଭାଗଚାଷ…

ବାଘ ମୁହଁରେ ଚାଷୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଚାଷୀକୁ ତାର ଉତ୍ପାଦ ବିକ୍ରି କରିବା ପାଇଁ ଖୋଲା ବଜାରରେ ଛାଡ଼ି ଦେବା ଦ୍ୱାରା ହିଁ ଚାଷୀର ମଙ୍ଗଳ ହୋଇପାରିବ ବୋଲି ମୋଦି ସରକାର ସଂପ୍ରତି ଆଣିଥିବା କୃଷି ଅଧ୍ୟାଦେଶରେ କହିଛନ୍ତି । ଯଦିଓ ସାରା ଦେଶରେ ଏହି ଅଧ୍ୟାଦେଶର ବିରୋଧ…

ବଦଳିଗଲା ମାଝୀଙ୍କ ଜୀବନ, ଡିଜିଟାଲ ପରାମର୍ଶ ଫସଲ ଅମଳ ପାଇଁ ଦେଖାଇଲା ନୂଆ ବାଟ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମାଲିକ ବ୍ଲକର ନୂଆଗାଁର ଅମର ମାଝୀ । ପିଲାଦିନରୁ ନିଜ ଜେଜେ ବାପାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ସେ ଏହି ଚାଷ କାମ କରିଆସୁଛନ୍ତି । ସବୁବେଳେ ଚାଷ କାମରେ ସେ ନୂଆ ନୂଆ ପ୍ରଣାଳୀ ଆପଣାଇ ଅଧିକ ଫସଲ ଅମଳ ପାଇଁ ଚେଷ୍ଟା କରିଥାନ୍ତି । ଏଥି ପାଇଁ ସ୍ଥାନୀୟ ଅଞ୍ଚଳରେ…

ଏକ ଦେଶ, ଏକ ବଜାର

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ସବୁ ସମୟରେ ଚାଷୀଙ୍କ ପାଇଁ ଅନେକ ବ୍ୟବସ୍ଥା । ଚାଷୀ କୁଳର ଉନ୍ନତି ପାଇଁ ସବୁବେଳେ ନୂଆ ପରିପାଟୀର ସମାହାର । ବଜେଟ ହେଉ କି ସ୍ୱତନ୍ତ୍ର ପ୍ୟାକେଜ, ଚାଷୀ ହିଁ ଫୋକସ୍‌ରେ । ବର୍ତ୍ତମାନର କରୋନା ମହାମାରୀ…

ଦେଶର କୃଷକ ଶକ୍ତିଶାଳୀ ହେଲେ, ଆତ୍ମନିର୍ଭର ହେବ ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ କି ବାତ’ କାର୍ୟ୍ୟକ୍ରମ ଜରିଆରେ ଜନତାଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ କୃଷକମାନଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି । ଦେଶକୁ ଆତ୍ମନିର୍ଭର କରିବାରେ କୃଷକଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । କରୋନା ସଙ୍କଟ ସମୟରେ କୃଷି…