Latest Odisha News

BREAKING NEWS

Browsing Tag

farooq abdullah

ଟାର୍ଗେଟ କିଲିଂକୁ ନେଇ ଧାରା ୩୭୦ ଉପରେ ଉଠିଲା ପ୍ରଶ୍ନ, ଜବାବ ରଖିଲେ ‘କାଶ୍ମୀର ଫାଇଲ’ର ନିର୍ଦ୍ଦେଶକ

ମୁମ୍ବାଇ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା କାଶ୍ମୀର ଘାଟିରେ ଘଟୁଥିବା ଟାର୍ଗେଟ କିଲିଂ ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଯେପର୍ଯ୍ୟନ୍ତ ନ୍ୟାୟ ନମିଳିବ ସେପର୍ଯ୍ୟନ୍ତ ଏସବୁ ବନ୍ଦ ହେବ ନାହିଁ। ଫାରୁକ୍ ଅବଦୁଲ୍ଲା ଗଣମାଧ୍ୟମ ସହ…

୯୦ ଆସନରେ ଲଢ଼ିବ ନ୍ୟାଶନାଲ କନଫରେନ୍ସ : ଫାରୁକ ଅବଦୁଲ୍ଲା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜମ୍ମୁ-କଶ୍ମୀରରେ ନିର୍ବାଚନ ପୂର୍ବରୁ ଗୁପକର ମେଣ୍ଟ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଏହି ମେଂଟରୁ ବାହାରି ଯିବାକୁ  ଏନସିର ନେତାମାନେ ସର୍ବସମ୍ମତିକ୍ରମେ ରାଜି ହୋଇଥିବା ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା କହିଛନ୍ତି ।   ବୁଧବାର ସନ୍ଧ୍ୟାରେ ଏନସିର ଗୁରୁତ୍ୱପୂର୍ଣ୍ଣ…

ଅଣକଶ୍ମୀରଙ୍କୁ ଭୋଟ ଦେବାକୁ ବିରୋଧ କଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳମାନେ ଭୋଟର ଲିଷ୍ଟରେ ପରିବର୍ତ୍ତନକୁ ବିରୋଧ କରିଛନ୍ତି । ବିରୋଧୀଦଳମାନେ କଶ୍ମୀରରେ ଅଣକଶ୍ମୀରୀମାନଙ୍କୁ ଭୋଟ ଦେବା ପ୍ରସଙ୍ଗରେ ଆଜି ଏକାଠି ହୋଇ ଆଲାଚନା କରିଥିଲା । ଏଥିରେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ଫାରୁକ୍ ଅବଦୁଲ୍ଲା

ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ନିକଟରେ ତାଙ୍କର କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଆସିଥିଲା। ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ତାଙ୍କ ପୁଅ ଓମାର ଅବଦୁଲ୍ଲା…

ଫାରୁକ ଅବଦୁଲ୍ଲାଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଡଃ ଫାରୁକ ଅବଦୁଲ୍ଲା କରୋନା ସଂକ୍ରମିତ ହୋଇ ପୃଥକ୍‌ ଭାବେ ସଙ୍ଗରୋଧରେ ରହିଛନ୍ତି। ଫାରୁକ ଅବଦୁଲ୍ଲାଙ୍କୁ କୋଭିଡ-୧୯ରୁ ଅତିଶୀଘ୍ର ଆରୋଗ୍ୟ ଲାଭ କରିବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ଵିଟ୍‌ କରି କହିଛନ୍ତି…

‘ସରକାରଙ୍କ ରାୟର ଭିନ୍ନ ମତ ଦେବା ଦେଶଦ୍ରୋହ ନୁହେଁ’, ଫାରୁକ ଅବଦୁଲ୍ଲାଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ…

ନୂଆଦିଲ୍ଲୀ: ସରକାରଙ୍କ ମନ୍ତବ୍ୟରୁ ଅଲଗା କିଛି କହିବା ବା ମତ ଦେବା ଦେଶଦ୍ରୋହ ନୁହେଁ । ଆଜି ଏଭଳି ଟିପ୍ପଣୀ କରି ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ଦାଏର ମାମଲା ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ କହିଛନ୍ତି- ସରକାରଙ୍କ ଠାରୁ ଅଲଗା ମନ୍ତବ୍ୟ ଓ ଭିନ୍ନ ରାୟ ରଖିବାକୁ…

ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ପାଖାପାଖି ୧୨ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର କ୍ରିକେଟ ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ କାର୍ଯ୍ୟାନୁଷ୍ଠାନ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ସମ୍ପତ୍ତି ଜବତ କରାଯାଇଛି । ପାଖାପାଖି ୧୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ଜମ୍ମୁକଶ୍ମୀର କ୍ରିକେଟ ଆସୋସିଏସନର…