Latest Odisha News

BREAKING NEWS

Browsing Tag

Fashion

ଫ୍ୟାସନରେ ଫ୍ଲେୟର୍ଡ ଜିନ୍ସ , ଏପରି କରନ୍ତୁ କ୍ୟାରୀ..

ଭୁବନେଶ୍ବର: ଜିନ୍ସ କେବେ ଆଉଟ୍ ଅଫ୍ ଫେସନ୍ ହୋଇନଥାଏ । ସବୁବେଳେ ଏହା ଟ୍ରଣ୍ଡରେ ରହି ଆସିଛି । ଆଜିର ଦିନରେ ଜିନ୍ସ ନହେଲେ ନଚଳେ । ଯୁବପିଢୀଙ୍କ ପ୍ରଥମ ପସନ୍ଦ ଜିନ୍ସ ଯାହା ସହଜରେ କ୍ୟାରି କରିବା ସହ ଷ୍ଟାଇଲିସ୍ ଲୁକ୍ ଦେଇଥାଏ । ଆଜିକାଲି ଭଳିକି ଭଳିକି ଜିନ୍ସ ବଜାରକୁ ଆସିଲାଣି ।…

ନଖ ହଳଦିଆ ପଡ଼ୁଛି କି ? ତେବେ ଆପଣଙ୍କ ଭୋଜନରେ ସାମିଲ କରନ୍ତୁ ଏହି ଖାଦ୍ୟ

ନଖ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ସ୍ୱାସ୍ଥ୍ୟର ଅନେକ ରହସ୍ୟ ନଖ ପାଖରେ ହିଁ ରହିଛି । ବେଳେ ବେଳେ ନଖ ଗୁଡ଼ିକ ଦୁର୍ବଳ ହେବା ସଙ୍ଗେ ସଙ୍ଗେ ହଳଦିଆ ହୋଇ ସହଜରେ ଭାଙ୍ଗିଯାଏ । ତେଣୁ ନଖକୁ ଦୃଢ ଏବଂ ସୁସ୍ଥ ରଖିବା ପାଇଁ ଆପଣ ନିଜ ଖାଦ୍ୟରେ ଏହି ସବୁ ଜିନିଷ ଅନ୍ତର୍ଭୁକ୍ତ କରିପାରିବେ ।…

ଫ୍ୟାଶନ ମାମଲାରେ ରାଣୀ ଏଲିଜାବେଥ-୨ ଥିଲେ ଶୀର୍ଷରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଣୀ ଏଲିଜାବେଥ-୨ଙ୍କର ଦେହାନ୍ତ ପରେ ତାଙ୍କ ସହ ଜଡିତ ଇତିହାସକୁ ମନେ ପକାଉଛି ସାରା ବିଶ୍ୱ। ଏଲିଜାବେଥ୍-୨ ବ୍ରିଟେନର ଦୀର୍ଘତମ ରାଜକୀୟ ରାଣୀର ମାନ୍ୟତା ହାସଲ କରିଥିଲେ। ବ୍ରଟିଶ ରାଜଗାଦୀର ଅଧିଷ୍ଠାତ୍ରୀ ଥିବା ଏଲିଜାବେଥଙ୍କର ଜୀବନଶୈଳୀ ସବୁବେଳେ ଚର୍ଚ୍ଚାର…

୧,୨୦,୦୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଫ୍ୟାଶନ୍‌!

ନୂଆଦିଲ୍ଲୀ: ଯେତେବେଳେ ଆମେ ଫ୍ୟାଶନ୍ ଶବ୍ଦ ଶୁଣିଥାଉ ସେତେବେଳେ ପାଶ୍ଚାତ୍ୟ ଚିନ୍ତାଧାରା ଆମ ମନକୁ ପ୍ରଥମେ ଆସିଥାଏ। ଅର୍ଥାତ୍‌ ପ୍ୟାରିସ୍ କଥା ମନକୁ ଆସିଥାଏ। କାରଣ ପ୍ୟାରିସ୍‌କୁ ନୂଆ ପୋଷାକ ତିଆରି ଶୈଳୀ ଏବଂ ତାହାର ବ୍ରାଣ୍ଡିଂର ଉତ୍ପତି ସ୍ଥଳ ବୋଲି କୁହାଯାଏ। ଅନୁସନ୍ଧାନକାରୀମାନେ…

କୁର୍ତାର ଦାମ୍‌ ୨.୫ ଲକ୍ଷ!

ନୂଆଦିଲ୍ଲୀ: କୁର୍ତ୍ତାର ଦାମ୍‌  ୨.୫ ଲକ୍ଷରୁ ଅଧିକ। ଏହା ଅବିଶ୍ୱସନୀୟ ମନେ ହେଉଥିଲେ ବି ଏହା ସତ। ଜଣେ ଟୁଇଟର ବ୍ୟବହାରକାରୀ ଏକ ପୋଷ୍ଟରେ ଏହି ଖବରକୁ ସେୟାର କରିଛନ୍ତି। ଏହାପରେ ଏହି ପୋଷ୍ଟଟି ବେଶ୍‌ ଭାଇରାଲ ହୋଇଥିଲା। ଏହି ନିର୍ଦ୍ଦିଷ୍ଟ ଟ୍ୱିଟର ବ୍ୟବହାରକାରୀ 'ଗୁସି' ବୋଲି ଏକ…

ବଢିଲାଣି ଖରା, ଆପଣଙ୍କ କଲେକ୍ସନରେ ନିହାତି ରଖନ୍ତୁ ଏହି ପାଞ୍ଚ ପ୍ରକାରର ସନଗ୍ଲାସ

ସନଗ୍ଲାସ ଯେ କେବଳ ଆପଣଙ୍କୁ ଖରା ପ୍ରକୋପରୁ ରକ୍ଷା କରିଥାଏ ତା ନୁହେଁ, ଏହା ଏକ ଷ୍ଟାଇଲିସ ଏବଂ ଟ୍ରେଣ୍ଡି ଲୁକ୍ ପ୍ରଦାନ କରିଥାଏ । ଦିନଥିଲା ଆମେ ସନଗ୍ଲାସ ର ବ୍ୟବହାର ଆଖିକୁ ଅତି ବାଇଗଣି ରଶ୍ମିରୁ ସୁରକ୍ଷା ପ୍ରଦାନ କରିବା ପାଇଁ ପିନ୍ଧୁଥିଲୁ, ହେଲେ ସେଦିନ ଏବେ ଗଲାଣି । ଯଦି ଆପଣ…

ଫ୍ୟାସନରେ ଷ୍ଟାଇଲିସ୍ ଦାଢି ଲୁକ୍ସ…

ଭୁବନେଶ୍ୱର: ଆଜିକାଲି ମହିଳାଙ୍କ ପରି ପୁଅମାନେ ମଧ୍ୟ ନିଜ ଲୁକକୁ ନେଇ ସବୁବେଳେ ଏକ୍ସପରିମେଣ୍ଟ୍ କରିଥାନ୍ତି । ବର୍ତ୍ତମାନ ସମୟରେ ପୁଅମାନେ ପୋଷାକ ପରି ନିଜ ପସନ୍ଦ ମୁତାବକ ବିୟର୍ଡକୁ ଷ୍ଟାଇଲ୍ ମଧ୍ୟ ବଦଳାଉଛନ୍ତି। ତେବେ ଜାଣନ୍ତୁ ନିଜ ଫେସ୍ କଟ୍ ଅନୁସାରେ କିପରି ବିୟର୍ଡ ଷ୍ଟାଇଲ୍…

ପ୍ରଫେସନାଲ୍ ଲୁକ୍ସ ପାଇଁ ଷ୍ଟାଇଲିସ୍ ଫୁଟ୍ ୱେୟାର୍…

ଭୁବନେଶ୍ୱର: ଉଭୟ ମହିଳା ଓ ପୁରୁଷ ସବୁବେଳେ ସବୁ ସମୟରେ ଷ୍ଟାଇଲିସ୍ ଦେଖାଯିବାକୁ ଚାହିଁଥାନ୍ତି । ଖାସ୍ କରି ୱାର୍କିଙ୍ଗ ଓମ୍ୟାନ ମାନେ ଅଫିସ୍ ବାହାରିଲା ବେଳେ ନିଜ ଗେଟଅପକୁ ନେଇ କନଫ୍ୟୁଜରେ ଥାନ୍ତି, ସେ ପୋଷାକ ହେଉ ବା ଫୁଟ୍ ୱେୟାର୍ ବାଛିବା ହେଉ । ଜାଣନ୍ତୁ କେଉଁ ଭଳି ଫୁଟ୍ ୱେୟାର୍…

ଫ୍ୟାଶନରେ ଧଳା ଡେନିମ୍…

ଭୁବନେଶ୍ୱର: ଆଜିକାର ସମୟରେ ଯୁବପିଢିଙ୍କ ମଧ୍ୟରେ ପ୍ରାୟ ସମସ୍ତେ ଧଳା ଡେନିମ୍ ପିନ୍ଧିବାକୁ ପସନ୍ଦ କରିଥାନ୍ତି, ଏହି ଡେନିମ୍ ପୂରା ୟୁନିକ୍ ଓ କୁଲ୍ ଲାଗିଥାଏ । ଏହା ସହିତ ସବୁ ମହିଳାଙ୍କ ବୋର୍ଡରୋବରେ ଧଳା ଜିନ୍ସ ନିଶ୍ଚୟ ଥାଏ । ଜାଣନ୍ତୁ, ଧଳା ଡେନିମ୍ ସହ କେଉଁ ରଙ୍ଗର ଡ୍ରେସ୍…

ଫ୍ୟାଶନରେ ଟ୍ରେଣ୍ଡି ମୁଦି…

ସମୟ ସହିତ ଫ୍ୟାଶନ ବଦଳୁଥିଲା ବେଳେ ଏବେକାର ଫ୍ୟାଶନ ଟ୍ରେଣ୍ଡରେ ରହିଛି ମୁଦି । ଏହା ମଧ୍ୟ ହାତର ସୌନ୍ଦର୍ଯ୍ୟ ବୃଦ୍ଧିକୁ ଦ୍ୱିଗୁଣିତ କରିଥାଏ । ଆଜିର ସମୟରେ ଝିଅମାନେ ଟ୍ରାଡିସନାଲ୍ ସୁନା ମୁଦି ବଦଳରେ ଫ୍ୟାଶନେବଲ୍ ମୁଦି ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି । ଜାଣନ୍ତୁ, ହାତକୁ ଏକ…