Latest Odisha News

BREAKING NEWS

Browsing Tag

Fire

ତାଳଚେର କୋଲ୍ ହ୍ୟାଣ୍ଡଲିଂ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, କ୍ଷତିଗ୍ରସ୍ତ ସାଇଲୋ

ତାଳଚେର: ଭରତପୁର କୋଇଲା ଖଣିର କୋଲ ହ୍ୟାଣ୍ଡଲିଂ ପ୍ଲାଣ୍ଟ ଓ ସାଇଲୋରେ ଅଗ୍ନିକାଣ୍ଡ । ଗତକାଲି ରାତିର ଅଗ୍ନିକାଣ୍ଡ ଘଟିଥିଲାବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ସୂଚନା ମିଳିଛି । ମିଳଥିବା ରିପୋର୍ଟ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସାଇଲୋରେ ଲାଗିଥିବା ବେଲ୍ଟରେ ହଠାତ୍ ନିଆଁ…

ଭଦ୍ରକ ହସ୍ପିଟାଲ୍ କୋଭିଡ୍ ୱାର୍ଡରେ ଅଗ୍ନିକାଣ୍ଡ

ଭଦ୍ରକ: ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସର କୋଭିଡ୍ ୱାର୍ଡରେ ଅଗ୍ନିକାଣ୍ଡ । ଭଦ୍ରକ ଡାକ୍ତରଖାନା ପରିସରରେ ଥିବା କୋଭିଡ ୱାର୍ଡର ଡିଜି ରୁମରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବାବେଳେ ଡିଜି ରୁମରେ ସାମାନ୍ୟ କ୍ଷୟକ୍ଷତି ହୋଇଛି । ଅଗ୍ନିକାଣ୍ଡ…

ଆଇଏନଏସ୍ ବିକ୍ରମାଦିତ୍ୟରେ ଅଗ୍ନିକାଣ୍ଡ, କର୍ମଚାରୀ ସୁରକ୍ଷିତ 

ନୂଆଦିଲ୍ଲୀ: ଆଇଏନଏସ୍ ବିକ୍ରମାଦିତ୍ୟରେ ଶନିବାର ସକାଳେ ସାମାନ୍ୟ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ନିଆଁକୁ ଆୟତ୍ତ କରାଯାଇଥିଲା ବେଳେ ଜାହାଜରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି ବୋଲି ସେନାର ଜଣେ ମୁଖପାତ୍ର କହିଛନ୍ତି। “କାର୍ଯ୍ୟରତ କର୍ମଚାରୀ ମାନେ ନାବିକ ରହୁଥିବା…

ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ, ୪ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ନିକଟରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି ଚାରିଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଭୋର ପ୍ରାୟ ୩ଟା ୪୦ମି. ସମୟରେ ମୁମ୍ବ୍ରାର କୋଉଶୁଆ ସ୍ଥିତ ପ୍ରାଇମ କ୍ରିଟିକେୟାର ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ତିନୋଟି…

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୩ ମୃତ

ମୁମ୍ବାଇ: ମୁମ୍ବାଇ ଭାସାଇରରେ ଶୁକ୍ରବାର ଦିନ ବିଜୟ ବଲ୍ଲଭ ନାମକ ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପାଖାପାଖି ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। https://twitter.com/ANI/status/1385420071019839489?s=19 ଭାସାଇ ବିରାର ମ୍ୟୁନିସିପାଲ…

ଲୁଗା ଦୋକାନରେ ଲାଗିଥିବା ନିଆଁ ଆୟତ୍ତ, ୧୬ ଘଣ୍ଟାର ପରିଶ୍ରମ ପରେ ଲିଭିଲା ନିଆଁ 

ନବରଙ୍ଗପୁର: ଦୀର୍ଘ ୧୬ ଘଣ୍ଟାର ପରିଶ୍ରମ ପରେ ଆୟତ୍ତ ହେଇଛି ଲୁଗା ଦୋକାନରେ ଲାଗିଥିବା ନିଆଁ । ୬ଟି ଅଗ୍ନିଶମ ବାହିନୀର ଗାଡି ଓ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ କସରତରେ ଲାଗିଯାଇଥିଲେ । ଗତକାଲି ଅପରାହ୍ନରେ ନବରଙ୍ଗପୁର ମଧ୍ୟଭାଗରେ ଥିବା ପପୁ ନାମକ ଏକ ଲୁଗା ଦୋକାନର ତୃତୀୟ ମହଲାରେ…

ଛତିଶଗଡରେ ଲାଲ୍ ସେନା ଆତଙ୍କ, ଜାଳିଦେଲେ ୧୧ଗାଡି

ମାଲକାନଗିରି: ଛତିଶଗଡରେ ଜାରି ରହିଛି ମାଓବାଦୀଙ୍କ ଔଦ୍ଧତ୍ୟ । ବିକାଶକୁ ଲଗାତାର ବିରୋଧ କରୁଛି ଲାଲ୍ ସେନା । ଆତ୍ମଗର୍ବରେ ବଶୀଭୂତ ହୋଇ ଜାଳିଦେଲେ ୧୧ଟି ଗାଡି । ମାଓବାଦୀଙ୍କ ଲଙ୍କାକାଣ୍ଡରେ ଟ୍ରାକ୍ଟର, ରୋଡ୍ ରୋଲର୍ ଓ ଟ୍ରକ୍ ଜଳିପୋଡି ଧ୍ୱଂସ ହୋଇଥିବା ସୂଚନା ମିଳିଛି । ସଦ୍ୟ ରିପୋର୍ଟ…

ଜଙ୍ଗଲରେ ନିଆଁ: ହୁତୁହୁତୁ ହୋଇ ଜଳୁଛି ଦେଉଳିଆ ବାଘରାଖୋଲ ଜଙ୍ଗଲ 

ବାଙ୍କୀ: ଚନ୍ଦକା ଅଭୟାରଣ୍ୟ ପାଖ ଜଙ୍ଗଲରେ ନିଆଁ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ପାଖରେ ଥିବା ଦେଉଳିଆ ବାଘରାଖୋଲ ଜଙ୍ଗଲ ଜଳୁଥିବା ସୂଚନା ମିଳିଛି । ତେବେ ଏଯାଏ ଘଟଣାସ୍ଥଳରେ ଅଗ୍ନିଶମବାହିନୀ କି ବନ ବିଭାଗ ପହଞ୍ଚି ନଥିବା ସୂଚନା ମିଳିଛି । ନିଆଁ ଆୟତ୍ତ ନହେଲେ ଅଭୟାରଣ୍ୟକୁ ବ୍ୟାପିବା ଆଶଙ୍କା…

ଖୋର୍ଦ୍ଧାରେ ଫଳ ଓ ପରିବା ଦୋକାନରେ ଭୟାବହ ଅଗ୍ନିକାଣ୍ଡ 

ଖୋର୍ଦ୍ଧା: ଫଳ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଫଳ ଓ ପରିବା ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଖୋର୍ଦ୍ଧା ଅଗ୍ନିଶମ…

କଟକ ସନ୍ ହସ୍ପିଟାଲରେ ନିଆଁ

କଟକ: କଟକ ବିଜୁ ପଟ୍ଟନାୟକ ଛକ ନିକଟସ୍ଥ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ । ଡାକ୍ତଖାନାର ଉପର ମହଲାରେ ଲାଗିଛି ନିଆଁ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବାବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିଶମ ବିଭାଗର ଅଧିକାରୀମାନେ ଡାକ୍ତରଖାନା ବିଲଡିଂ ଉପକୁ…