Latest Odisha News

BREAKING NEWS

Browsing Tag

fishing

ମଝି ଚିଲିକାରେ ମାରିଲା ବିଜୁଳି, ମାଛ ଧରୁଥିବା ବେଳେ ଚାଲିଗଲା ବାପପୁଅଙ୍କ ପ୍ରାଣ

ଖୋର୍ଦ୍ଧା: ମାଛ ମାରିବାକୁ ଚିଲିକାକୁ ଡଙ୍ଗା ନେଇ ଯାଇଥିଲେ ବାପପୁଅ । ହେଲେ କିଏ ଜାଣିଥିଲା ମାଛ ମାରି ବାପପୁଅ ଆଉ ଫେରିବେନି । ମଝି ଚିଲିକାରେ ମାଛ ଧରୁଥିବା ବେଳେ ବଜ୍ରପାତରେ ବାପପୁଅଙ୍କ ଜୀବନ ଯାଇଛି । ଏ ଅଘଟଣ ଘଟିଛି ଚିଲିକା ମଝିରେ । ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା…

ବନିଶିରେ ମାଛ ବଦଳରେ ପଡ଼ିଲା କୁମ୍ଭୀର ଛୁଆ

ଯାଜପୁର: ବନିଶିରେ ମାଛ ବଦଳରେ ପଡ଼ିଲା କୁମ୍ଭୀର । ଯାଜପୁର ଜିଲ୍ଲା ବରୀ ବ୍ଲକ ରମ୍ପା ଗାଁ ପଗିଡ଼ିଆ ନଦୀରୁ କୁମ୍ଭୀର ଛୁଆ ଉଦ୍ଧାର ହୋଇଛି । ଗାଁର କୁନା ମଲ୍ଲିକ ମାଛ ଧରିବାକୁ ପଗିଡ଼ିଆ ନଦୀରେ ବନିଶି ପକାଇଥିଲେ । ହେଲେ ବନିଶିରେ ମାଛ ନପଡ଼ି ପଡ଼ିଥିଲା କୁମ୍ଭୀର ଛୁଆ । ସଙ୍ଗେ ସଙ୍ଗେ କୁନା…

ମହାନଦୀରେ ମାଛ ପାଇଁ ବ୍ଲାଷ୍ଟିଂ, ଜଣେ ଗିରଫ

ସୋନପୁର: ମାଛ ଧରିବା ପାଇଁ ଅନେକ ଉପାୟ ଅଛି । କିଏ ଜାଲ ପକାଏ ତ କିଏ ବନିଶୀ । ହେଲେ କେବେ ବିସ୍ଫୋରଣ ଘଟାଇ ମାଛ ଧରିବା ଘଟଣା ବୋଧ ହୁଏ ଆପଣ କେବେ ପଢିଥିବେ କି ଶୁଣିଥିବେ । ଏପରି ଅଜବ କାଣ୍ଡ ଘଟାଇ ସୋନପୁରର ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରିଛି । ମହାନଦୀରେ କିଛି ଲୋକ କ୍ରମାଗତ…

ମାଛଧରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ !

କାମାକ୍ଷାନଗର: କାହାର କରୋନା ଚିନ୍ତା ତ କାହାର ଅକ୍ସିଜେନ୍‌, ତ ପୁଣି କେହି ଲକଡାଉନ୍‌ରେ ଖାଇବାକୁ ଗଣ୍ଡେ ଯୋଗାଡ କରିବାକୁ ହନ୍ତସନ୍ତ ହେଉଛି । ହେଲେ ଢେଙ୍କାନାଳର ରେଙ୍ଗାଳୀ କେନାଲରେ ମାଛଧରାକୁ ନେଇ ଲୋକେ ହାତାହାତି ହେବାକୁ ପଛାଇନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ ରେଙ୍ଗାଲୀର…