Latest Odisha News

BREAKING NEWS

Browsing Tag

flood

ବର୍ଷା ପରେ ବନ୍ୟା ଭୟ, ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର

ଯାଜପୁର/ଭଦ୍ରକ/ସୁବର୍ଣ୍ଣପୁର: ବର୍ଷା ପରେ ବନ୍ୟା ଭୟ । ହୀରାକୁଦ ଡ୍ୟାମର ଏକାଧିକ ଗେଟ୍ ଖୋଲିବା ପରେ ମହାନଦୀ ସହ ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଛି । ମହାନଦୀ ଫୁଲୁଥିବା ବେଳେ ବୈତରଣୀର ଜଳସ୍ତର ବଢ଼ୁଛି । ଯାଜପୁର ଜିଲ୍ଲାରେ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।…

ଅମରନାଥ ଗୁମ୍ଫା ନିକଟରେ ପୁଣି ଲଗାଣ ବର୍ଷା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଅମରନାଥ ଗୁମ୍ଫା ନିକଟରେ ପ୍ରବଳ ବର୍ଷା ହେତୁ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁମ୍ଫା ଚାରିପାଖରେ ଥିବା ପାହାଡ଼ରେ ବର୍ଷା ହେତୁ ସ୍ଥାନୀୟ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ତୁରନ୍ତ ସତର୍କ ସୂଚନା ଜାରି କରାଯାଇ ଲୋକଙ୍କୁ ଉଦ୍ଧାର କରାଯାଇଛି।…

ବନ୍ୟା ଜଳରେ ଭାସୁଛି ଆସାମ, ୧୧ ଲକ୍ଷ ଲୋକ ପ୍ରଭାବିତ

ଗୌହାଟି: ଆସାମରେ ଜଳ ପ୍ରଳୟ । ବନ୍ୟା ଯୋଗୁଁ ଏକାଧିକ ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ୪ ଜଣଙ୍କ ଜୀବନ ଯାଇଛି । ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଧସିବାରେ ଲାଗିଛି ମାଟି ଅତଡ଼ା । ବନ୍ୟାରେ ଆସାମର ୨୫ ଜିଲ୍ଲାର ୧୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବଜଲି ଜିଲ୍ଲା…

ମହାନଦୀରେ ଆସିବ ମଧ୍ୟମ ଧରଣର ବନ୍ୟା, ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ମହାନଦୀରେ ଆସୁଛି ବନ୍ୟା । ହୀରାକୁଦରୁ ବନ୍ୟା ଛଡାଯିବା ପରେ ଫୁଲୁଛି ମହାନଦୀ । ଆସନ୍ତାକାଲି ମୁଣ୍ଡଳି ଓ ନରାଜରୁ ଅଧିକ ପାଣି ମହାନଦୀର ତଳି ଅଞ୍ଚଳକୁ ଛଡାଯିବ । ଫଳରେ ତଳିଆ ଅଞ୍ଚଳରେ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଛି । ଏଥିପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲା…

ପାଣି ଘେରରେ ଯାଜପୁର ଜିଲ୍ଲାର ୫ଟି ବ୍ଲକର ୭୦ରୁ ଅଧିକ ଗାଁ

ଯାଜପୁର : ଲଘୁଚାପ ଜନିତ ଲଗାଣ ବର୍ଷାରେ ଯାଜପୁରର ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟା । ଚଳିତ ବନ୍ୟାରେ ଯାଜପୁର ଜିଲ୍ଲାର ୫ଟି ବ୍ଲକର ପାଖାପାଖି ୭୦ରୁ ଅଧିକ ଗାଁ ପାଣି ଘେରରେ ରହିଛି । ବନ୍ୟାରେ କୋରେଇ ବ୍ଲକର ବଡ଼ ବିରୁହାଁ, ତଣ୍ଡରା, ଗୋଲେଇପୁର ଆଦି ପଞ୍ଚାୟତର ଅଧିକାଂଶ ଗାଁ ପାଣି…

ମୟୂରଭଞ୍ଜ ଠାକୁରମୁଣ୍ଡାରେ ଫୁଲୁଛି ସାଳନ୍ଦୀ, ୨ ସାହି ବାହ୍ୟ ଜଗତରୁ ବିଚ୍ଛିନ୍ନ

ମୟୂରଭଞ୍ଜ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରେ ଫୁଲୁଛି ସାଳନ୍ଦୀ ନଦୀ । ସାଳନ୍ଦୀର ଜଳସ୍ତର ବୃଦ୍ଧି ପାଇବାରୁ ଚମ୍ପାଝର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗାଡିହା ଗ୍ରାମରେ ଅନେକ ଲୋକଙ୍କ ଘର ଭୁଶୁଡ଼ି ପଡିଛି । ସେହିପରି ବଙ୍ଗାଳି ସାହି ଓ ଘୁଟୁ ସାହିର ଲୋକେ…

ଜର୍ମାନୀରେ ଜଳପ୍ରଳୟ: ପ୍ରଳୟଙ୍କରୀ ବନ୍ୟାରେ ଶତାଧିକ ମୃତ, ଦେଖନ୍ତୁ ଫଟୋ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜର୍ମାନୀରେ ଜଳପ୍ରଳୟ । ଭୟଙ୍କର ବନ୍ୟା ପରିସ୍ଥିତିରେ ଜୁଝି ହେଉଛି ପଶ୍ଚିମ ୟୁରୋପ । ପ୍ରଳୟଙ୍କରୀ ବନ୍ୟା ଜର୍ମାନୀରେ ମହାବିପତ୍ତି ଆଣିଛି । ବୁଡ଼ିଛି ଘରଦ୍ୱାର, ରାସ୍ତାଘାଟ । ହଜାର ହଜାର ଘର ଭାଙ୍ଗିଛି । ଗାଡ଼ି ମୋଟର କୁଆଡ଼େ ଧୋଇ ନେଇଛି । ବର୍ତ୍ତମାନ ସୁଦ୍ଧା…

ପ୍ରବଳ ବର୍ଷା ସତ୍ବେ ରାଜ୍ୟରେ ନାହିଁ ବନ୍ୟା ସ୍ଥିତି

ଭୁବନେଶ୍ୱର: ଓଡିଶାର ଅଧିକାଂଶ ଅଞ୍ଚଳରେ ଲଗାତାର ବର୍ଷା ହୋଇଆସୁଛି। ତଥାପି ବର୍ତ୍ତମାନ ସୁଦ୍ଧା ବନ୍ୟା ପରିସ୍ଥିତି ନାହିଁ ବୋଲି ରବିବାର ଦିନ କହିଛନ୍ତି ଜଳ ସମ୍ପଦ ବିଭାଗ। ଜଳ ସମ୍ପଦ ଇଞ୍ଜିନିୟର-ଇନ୍-ଚିଫ୍ ଜ୍ୟୋତିର୍ମୟ ରଥ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମହାନଦୀର ଉପରମୁଣ୍ଡରେ…

ବନ୍ୟାଜଳରେ ଭାସିଗଲେ ଦୁଇଜଣ, ଉଦ୍ଧାର ୬ଜଣ

ମୟୁରଭଂଜ: ବାତ୍ୟା “ୟାସ୍‌” ଦେଖାଇଥିଲା ଭୟାନକ ରୂପ । ଆଉ ଏବେ ବନ୍ୟା ସ୍ଥିତି ଲୋକଙ୍କ ମନରେ ସୃଷ୍ଟି କରିଛି କୋକୁଆ ଭୟ । ବର୍ଷା ଓ ସମୁଦ୍ର ଜଳ ଅନେକ ଗାଁକୁ ଜଳବନ୍ଦୀ କରିଛି । ଏପରି ସ୍ଥିତିରେ ମୟୁରଭଂଜ ସାରସକଣା ତଟାସାହି ଗାଁରେ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ସୁବର୍ଣ୍ଣରେଖା…

ବିପଦ ଆଣିଲା ବୈତରଣୀ, କେନ୍ଦୁଝର ବଇଙ୍ଗାରେ ଭାସିଗଲା ଡାଇଭର୍ସନ ପୋଲ

କେନ୍ଦୁଝର : ବାତ୍ୟା ପରେ ବିପଦ ଆଣିଲା ବନ୍ୟା । ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ଟଳିଥିବା ବେଳେ, ବିପଦ ଆଣିଛି ବୈତରଣୀ । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ଆନନ୍ଦପୁରରେ ବନ୍ୟାଜଳ ବିପଦସଙ୍କେତ ଉପରେ ଥିବା ବେଳେ ତୁରୁମୁଙ୍ଗାରେ ପୋଲ ଉପରେ ଚାଲୁଛି ୬ ଫୁଟ…