Latest Odisha News

BREAKING NEWS

Browsing Tag

Foot Over bridge

ରାଜଧାନୀର ୪ଟି ସ୍ଥାନରେ NH ଉପରେ ନିର୍ମାଣ ହେବ ଫୁଟ୍ ଓଭର ବ୍ରିଜ୍

ଭୁବନେଶ୍ୱର: ବଢ଼ୁଥିବା ଜନସଂଖ୍ୟା ଓ ଗାଡ଼ିକୁ ଦେଖି ଜାତୀୟ ରାଜପଥ ପ୍ରଶସ୍ତ କାର୍ଯ୍ୟ ଚାଲିଛି । ଜାତୀୟ ରାଜପଥ ୧୬ରେ ବିଭିନ୍ନ ସ୍ଥାନରେ ଓଭର ବ୍ରିଜ୍ ନିର୍ମାଣ କରାଯିବା ସହ ଜାତୀୟ ରାଜପଥକୁ ୬ ଲେନ୍ କରିବା କାର୍ଯ୍ୟ ଜାରି ରହିଛି । ରାଜଧାନୀରେ ଆଉ ୪ଟି ଫୁଟ୍ ଓଭର ବ୍ରିଜ୍ ନିର୍ମାଣ କରାଯିବ…

ରେଲୱେ ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ି ୨୦ ଯାତ୍ରୀ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ର ଚନ୍ଦ୍ରପୁର ରେଳ ଷ୍ଟେସନରେ ବଡ଼ ଅଘଟଣ ଘଟିଛି । ଭୁଶୁଡ଼ି ପଡ଼ିଛି ରେଲୱେ ଫୁଟ୍ ଓଭର୍ ବ୍ରିଜ୍ । ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ିବା ଫଳରେ ୬୦ ଫୁଟ ଉଚ୍ଚରୁ ପ୍ରାୟ ୨୦ ଜଣ ଯାତ୍ରୀ ରେଳ ଟ୍ରାକ ଉପରକୁ ଖସି ପଡ଼ିଛନ୍ତି । ୮ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ବେଳେ…

ଭୁବନେଶ୍ୱରରେ ନିର୍ମାଣ ହେବ ଦ୍ୱିତୀୟ ଫୁଟ୍ ଓଭର ବ୍ରିଜ

ଭୁବନେଶ୍ୱର: ରାଜଧାନୀରେ ନିର୍ମାଣ ହେବ ଦ୍ୱିତୀୟ ଫୁଟ୍ ଓଭର ବ୍ରିଜ । ୧୬ ନମ୍ବର ଜାତୀୟ ରାଜପଥର ସହିଦନଗର-ସତସଙ୍ଗ ବିହାର ମଧ୍ୟରେ ଏହି ବ୍ରିଜ୍ ନିର୍ମାଣ ହେବ । ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ (NHAI) ପକ୍ଷରୁ ଭୁବନେଶ୍ୱର ସ୍ଥିତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟକୁ ଚିଠି ଆସିଛି…

ସୋର ଷ୍ଟେସନରେ ମାଲବାହୀ ଟ୍ରେନ ଧକ୍କାରେ ଭାଙ୍ଗିଲା ଫୁଟ୍ ଓଭରବ୍ରିଜ୍

ବାଲେଶ୍ୱର: ବାଲେଶ୍ଵର ସୋରସ୍ଥିତ ରେଲୱେ ଷ୍ଟେସନରେ ଫୁଟ୍ ଓଭର ବ୍ରିଜକୁ ଧକ୍କା ଦେଇଛି ଏକ ମାଲବାହୀ ଟ୍ରେନ । ଏଥି ସହ ଷ୍ଟେସନ୍ ସିଗନାଲ ଖୁଣ୍ଟ ମଧ୍ୟ ଭାଙ୍ଗି ପଡ଼ିଛି । ତେବେ ଏହି ଘଟଣାରେ କାହାର କିଛି କିଛି କ୍ଷତି ହୋଇ ନଥିବା ଜଣାପଡିଛି । ରାତି ପ୍ରାୟ ନଅଟା ବେଳେ ଘଟିଛି ଏହି ଘଟଣା ।…