Latest Odisha News
Browsing Tag

Gautam Gambhir

ଓଡ଼ିଆଇ ବିଶ୍ୱକପରେ ଇଶାନ୍ କିଶନ୍ ଓ କେ.ଏଲ୍. ରାହୁଲଙ୍କ ଚୟନକୁ ନେଇ କଡ଼ା ମନ୍ତବ୍ୟ ଦେଲେ ଗୌତ୍ତମ୍ ଗମ୍ଭୀର୍   

ଭୁବନେଶ୍ୱର: ନେପାଳ ବିପକ୍ଷରେ ବିଜୟ ସହ ଭାରତ ଏସିଆ କପ୍‌ର ସୁପର-୪ ରେ  ନିଜର ସ୍ଥାନ ସୁନିଶ୍ଚିତ କରିଥିଲା । ଏହି ସମୟରେ  ୨୦୨୩ ରେ ହେବାକୁ ଥିବା ଆଇସିସି ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ପ୍ଲେୟାର ଲିଷ୍ଟ୍ ଘୋଷଣା କରାଯାଇଛି । ସେଥିରେ ଉଭୟ କେ.ଏଲ୍. ରାହୁଲ୍ ଏବଂ ଇଶାନ୍ କିଶାନଙ୍କୁ ଚୟନ…

କ୍ଷମାମାଗିଥିବା ମହିଳାଙ୍କୁ ଧମକ ଦେବା ଉଚିତ୍ ନୁହେଁ : ଗମ୍ଭୀର

ନୂଆଦିଲ୍ଲୀ: ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ପ୍ରତିଦିନ କିଛି ନା କିଛି ଖବର ପ୍ରଚାର ପ୍ରସାର ହେଉଛି । ଏହି ପ୍ରସଙ୍ଗରେ ପୁଣି ସାମିଲ ହୋଇଛନ୍ତି ଗମ୍ଭୀର । ନୂପୁରଙ୍କୁ ସମର୍ଥନ କରି ଭାରତୀୟ ଜନତା ପାର୍ଟି  ସାଂସଦ ତଥା ପୂର୍ବତନ କ୍ରିକେଟ୍ ଖେଳାଳି ଗୈାତମ ଗମ୍ଭୀର  ଟୁଇଟ୍  କରିଛନ୍ତି ।…

ଗୌତମ ଗମ୍ଭୀରଙ୍କୁ ଆତଙ୍କୀ ସଂଗଠନର ହତ୍ୟା ଧମକ

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ । ISIS କାଶ୍ମୀର ନାଁରେ ଜୀବନରେ ମାରି ଦେବାକୁ ଧମକ ଆସିଛି । ଏନେଇ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଗୌତମ ଗମ୍ଭୀର । ଏହାପରେ ଖୋଳତାଡ ଆରମ୍ଭ କରିଛି ଦିଲ୍ଲୀ ପୋଲିସ । ମଧ୍ୟ ଦିଲ୍ଲୀ ଡିସିପି…

ସୂର୍ଯ୍ୟକୁମାର ଯାଦବ ଭାଙ୍ଗିଲେ ଗୌତମ ଗମ୍ଭୀରଙ୍କ ରେକର୍ଡ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟି-ଟ୍ୱେଣ୍ଟି ଜିତିଛି ଭାରତ । ମ୍ୟାଚର ହିରୋ ଥିଲେ ସୂର୍ଯ୍ୟକୁମାର ଯାଦବ । ଅର୍ଦ୍ଧଶତକ ହାସଲ କରିଥିଲେ । ୩୪ ବଲରୁ ପିଟିଥିଲେ ୫୦ ରନ୍ । ତାଙ୍କର ଏହି ଇନିଂସ ବଳରେ ଭାରତ ଶ୍ରୀଲଙ୍କା ଆଗରେ ଦେଇଥିଲା ୧୬୫ ରନ ଟାର୍ଗେଟ୍ । ଅର୍ଦ୍ଧଶତକ ଇନିଂସ ସହ…

ଲୋକଙ୍କୁ ମାଗଣାରେ ଫାବିଫ୍ଲ୍ୟୁ ଯୋଗାଇବେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଆଗେଇ ଆସିଲେ ଗୌତମ ଗମ୍ଭୀର । ଲୋକଙ୍କୁ ମାଗଣାରେ ଫାବିଫ୍ଲ୍ୟୁ ଯୋଗାଇ ଦେବାକୁ ସେ ନିଷ୍ପତ୍ତି ନେଇଛନ୍ତି । ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର ନିଜ ସଂସଦୀୟ କ୍ଷେତ୍ରରେ ଲୋକଙ୍କୁ ମାଗଣାରେ ଫାବିଫ୍ଲ୍ୟୁ ଔଷଧ ଯୋଗାଇ ଦେବାକୁ ନିଷ୍ପତ୍ତି…

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଦାନ କଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଶ୍ରୀ ରାମ ଜନ୍ମଭୂମି ତୀର୍ଥସ୍ଥାନ ଟ୍ରଷ୍ଟର ସନ୍ଥଙ୍କୁ ସାକ୍ଷାତ କରି ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ଗମ୍ଭୀର । ଏହି ଅବସରରେ ଗମ୍ଭୀର…

ଆଇପିଏଲ ଖେଳାଳି କରୋନାକୁ ଭୟ କରିବେ ନାହିଁ: ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି ଆସନ୍ତା ଆଇପିଏଲରେ କରୋନା ଭାଇରସ୍ ମହାମାରୀ କ୍ରିକେଟ୍ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପକାଇବ ନାହିଁ। ଦିଲ୍ଲୀର ପୂର୍ବତନ ରାଜଧାନୀ ଅଧିନାୟକ ଏହା ମଧ୍ୟ କହିଛନ୍ତି ଯେ ଖେଳାଳିମାନେ ନିର୍ଦ୍ଧେଶିତ ନିର୍ଦ୍ଦେଶାବଳୀ ପାଳନ…

ଓଡିଆ ଘରୋଇ ସହାୟିକାଙ୍କ ଶେଷକୃତ୍ୟ କଲେ ସାଂସଦ ତଥା କ୍ରିକେଟର ଗୌତମ ଗାମ୍ଭୀର

ଭୁବନେଶ୍ୱର : ପୂର୍ବତନ କ୍ରିକେଟର ତଥା ସାଂସଦ ଗୌତମ ଗାମ୍ଭୀର ନିଜ ଘରୋଇ ସହାୟିକାଙ୍କର ଶେଷକୃତ୍ୟ କରିଛନ୍ତି । ଘରୋଇ ସହାୟିକା ଥିବା ସରସ୍ୱତୀ ପାତ୍ର ନାମକ ଏହି ମହିଳା ଜଣଙ୍କ ଯାଜପୁର ଜିଲ୍ଲା ବ୍ୟାସନଗର ଅନ୍ତର୍ଗତ କୁସୁନପୁର ଗାଁର । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କୁ…