Latest Odisha News

BREAKING NEWS

Browsing Tag

Govt of Odisha

ଜୁନ ୧୭ରୁ ଖୋଲିବ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ଓ ବେସରକାରୀ କଲେଜ

ଭୁବନେଶ୍ୱର: ଜୁନ ୧୭ ତାରିଖରୁ କାର୍ଯ୍ୟରେ ଯୋଗ ଦେବେ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ଓ ବେସରକାରୀ କଲେଜର ଶିକ୍ଷକ, ଅଫିସର ତଥା ଅନ୍ୟ କର୍ମଚାରୀ । ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରଙ୍କ ପକ୍ଷରୁ କୋଭିଡ ୧୯…

ଦରଦାମ୍ ଉପରେ ରହିବନି ନିୟନ୍ତ୍ରଣ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ୍ ପଡିଛି ଆଳୁ, ପିଆଜ, ଖାଇବା ତେଲ ଓ ତୈଳବୀତ ଶସ୍ୟ । ଗତକାଲି କେନ୍ଦ୍ର କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ତେବେ ଆଜି ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,…

ଜୁଲାଇ ୩୧ ଯାଏଁ ବନ୍ଦ ରହିବ ସ୍କୁଲ, କଲେଜ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୩୧ ଯାଏଁ ଖୋଲିବନି ସ୍କୁଲ ଓ କଲେଜ । ଦେଶରେ କରୋନା ମହାମାରୀ ପାଇଁ ଏବେ ସ୍କୁଲ, କଲେଜ୍ ଛୁଟି ଅଛି। ତେବେ ଗତ ଦୁଇ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ଦୃଷ୍ଟିରେ ରଖି ସ୍କୁଲ କଲେଜ୍ ଆଦି ୩୧ ଯାଏଁ ବନ୍ଦ ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି…

ମାସ୍କ ନପିନ୍ଧିଲେ, ବାହାରେ ଛେପ ପକାଇଲେ ୫୦୦ଟଙ୍କା ଫାଇନ୍‌

ଭୁବନେଶ୍ୱର: ଜୁନ ମାସ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ଆଜି କହିଛନ୍ତି ରାଜ୍ୟ ସରକାର । ଜୁନ୍ ମାସରେ ହିଁ କରୋନା ଅଧିକ କାୟା ମେଲାଇବା ସମ୍ଭାବନା ରହିଛି । ତେଣୁ ଏହି ମାସରେ ଅଧିକ ସତର୍କ ରହିବାକୁ ପଡିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ନୂଆ ଗାଇଡଲାଇନ୍ ଅନୁସାରେ ଏଣିକି ମାସ୍କ…

କରୋନା ଅପଡେଟ୍‌: ସୁସ୍ଥ ହେଲେ ଆଉ ୭୬ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଆଜି ସକାଳେ ସର୍ବାଧିକ ୧୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ତେବେ ଏହାରି ଭିତରେ ମଧ୍ୟାହ୍ନରେ ଆସିଛି ଏକ ଆଶ୍ୱସ୍ତିକର ଖବର । ରାଜ୍ୟରେ ଆଉ ୭୬ କରୋନା ଆକ୍ରାନ୍ତ ସୁସ୍ତ ହୋଇଛନ୍ତି । ଏହି ୭୬ ଜଣଙ୍କ ଟେଷ୍ଟ ରିପୋର୍ଟ…

ଭଲ ଖବର, ସୁସ୍ଥ ହେଲେ ୭୩ କରୋନା ସଂକ୍ରମିତ

ଭୁବନେଶ୍ୱର:ରାଜ୍ୟରେ ସଂକ୍ରମିତଙ୍କ ତୁଳନାରେ ବଢ଼ି ଚାଲିଛି ସୁସ୍ଥ ସଂଖ୍ୟା । ଆଜି ଆଉ ୭୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୦ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦେଇଛି ।…

ଭକ୍ତଙ୍କୁ ବଡଦାଣ୍ଡ ମନା, ବିନା ଭକ୍ତରେ ହେବ ରଥଯାତ୍ରା

ପୁରୀ: କରୋନା କଟକଣା ମଧ୍ୟରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଉଁ ଯେଉଁ ଦ୍ୱନ୍ଦ ଲାଗି ରହିଥିଲା । କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ରଥଯାତ୍ରା ନେଇ ସ୍ପଷ୍ଟ ହୋଇଛି । ବିନା ଭକ୍ତରେ ପୁରୀରେ ରଥଯାତ୍ରା ଆୟୋଜନ ହୋଇପାରିବ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି।…

ପୁରୀକୁ ଟ୍ରେନ୍ ଚଳାଚଳ ବାତିଲ

ଭୁବନେଶ୍ୱର: ଏବେ ପୁରୀକୁ ଆଉ ଗଡିବନି ଟ୍ରେନ୍ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ପୁରୀକୁ ସମସ୍ତ ଟ୍ରେନ୍ ଚଳାଚଳ ବାତିଲ କରିଛି ପୂର୍ବତଟ ରେଳବାଇ। ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ପୁରୀକୁ ଯାଉଥିବା ସମସ୍ତ ଟ୍ରେନ…

ଲକ୍ ଡାଉନ ଡାଏରୀ: ସରକାରଙ୍କ ସଚେତନତା ବାର୍ତ୍ତାର ଚେହେରା ବିଜୟଲକ୍ଷ୍ମୀ, ଲୋକଙ୍କୁ ସଚେତନ କରୁଥିବାରୁ ଖୁସି

ଭୁବନେଶ୍ୱର: କରୋନା ସଂକ୍ରମଣ ନେଇ ସରକାର ଲୋକଙ୍କୁ ବାରମ୍ବାର ସଚେତନ କରୁଛନ୍ତି । ଏଥି ପାଇଁ ଟିଭିରେ ବିଭିନ୍ନ ପ୍ରକାର ବିଜ୍ଞାପନ ଜରିଆରେ ବିଭିନ୍ନ ପ୍ରସଙ୍ଗରେ ସଚେତନତାର ବାର୍ତ୍ତା ଦିଆଯାଉଛି । ତେବେ ଏସବୁ ବାର୍ତ୍ତା ଦେବା ଭିତରେ ଯିଏ ଓଡିଶାବାସୀଙ୍କ ବେଶୀ ପରିଚିତ ହୋଇପାରିଛନ୍ତି ସେ…

ଲକ୍‌ଡାଉନ୍‌ରେ ଦୋକାନ ଖୋଲିବା ନେଇ ନୂଆ ନିର୍ଦ୍ଦେଶ ଜାରି କଲେ ଓଡିଶା ସରକାର 

ଭୁବନେଶ୍ୱର: ଲକ୍‌ଡାଉନ୍‌ରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଏବଂ ଜରୁରୀକାଳୀନ ସେବା ଯୋଗାଉଥିବା ଦୋକାନ ଖୋଲା ରହିଥିବାବେଳେ, ଓଡିଶା ସରକାରଙ୍କ ପକ୍ଷରୁ ଆଜି ସଂଶୋଧିତ ନିର୍ଦ୍ଦେଶ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗତାକାଲି ଜାରି ହୋଇଥିବା ସଂଶୋଧିକ…