Latest Odisha News

BREAKING NEWS

Browsing Tag

Gunpur

ରାସ୍ତା ନଥିବାରୁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଅଧାବାଟରେ ଛୁଆ ଜନ୍ମ କଲେ ପ୍ରସୂତି

ଗୁଣପୁର: ପୁଣି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି । ଅନ୍ୟପଟେ ମହିଳା ଜଣଙ୍କ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ବାଧ୍ୟ ହୋଇ ପରିବାର ଲୋକେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହାୟତାରେ ମହିଳାଙ୍କୁ ଭାରରେ ୪ କିଲୋମିଟର ବୋହି ନେଇଥିଲେ । ଆଉ ସେଠାରେ…

ଶୌଚାଳୟ ଯିବା ବେଳେ ବିଦ୍ୟାଳୟ କାନ୍ଥ ପଡ଼ି ଛାତ୍ରୀଙ୍କ ମୃତ୍ୟୁ

ଗୁଣୁପୁର: ବିଦ୍ୟାଳୟରେ ଅଘଟଣ । ଶୌଚାଳୟ ଯିବା ବେଳେ ବିଦ୍ୟାଳୟ ଫାଟକ କାନ୍ଥ ପଡ଼ି ଜଣେ ଛାତ୍ରୀଙ୍କ ମୃତ୍ଯୁ ହୋଇଛି । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଶୁକ୍ରବାର ଘଟିଛି । ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଆହୁତି ଶବର ବିଦ୍ୟାଳୟ…

ଲଜରେ ଚାଲିଥିଲା ଦେହ ବେପାର, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣୁପୁର: ଲଜରେ ସେକ୍ସ ରାକେଟ୍ । ଲୁଚାଛପାରେ ଚାଲିଛି କାରବାର । ବଡ଼ ସହରରୁ ଏବେ ଛୋଟ ସହରକୁ ବ୍ୟାପିଲାଣି ଦେହ କାରବାର । ଗୁଣୁପୁରର ୨ଟି ଲଜରେ ପୋଲିସ୍ ରେଡ୍ କରି ସେକ୍ସ ରାକେଟର ପର୍ଦ୍ଦାଫାସ୍ କରିଛି । ମାମଲାରେ ୨ ଗ୍ରାହକଙ୍କ ସହ ୨ଟି ଲଜର ମାଲିକ ଓ ମ୍ୟାନେଜରଙ୍କୁ ମିଶାଇ ପୋଲିସ ୫…

ଗୁଣୁପୁର GIET ବିଶ୍ୱବିଦ୍ୟାଳୟରେ କରୋନା, କ୍ୟାମ୍ପସ୍ ୩ ଦିନ ପାଇଁ ବନ୍ଦ

ଗୁଣୁପୁର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଗୁଣୁପୁର GIET ବିଶ୍ୱବିଦ୍ୟାଳୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତ ଚିହ୍ନଟ ପରେ GIET ବିଶ୍ୱବିଦ୍ୟାଳୟକୁ ୩ ଦିନ ପାଇଁ ବନ୍ଦ ଘୋଷାଣା…