ପ୍ରତିଦିନ ନାସପତି ଖାଇଲେ କ’ଣ ହୁଏ ?
ଭୁବନେଶ୍ବର: ନାସପତି ଫଳଟି ପୁଷ୍ଟିକର ଗୁଣରେ ପରିପୂର୍ଣ୍ଣ | ଏଥିରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ | ନାସପତିରେ ପ୍ରଚୁର ପରିମାଣରେ ଫାଇବର, ଭିଟାମିନ୍ ସି, ଫାଇଟୋନ୍ୟୁଟ୍ରିଏଣ୍ଟସ୍, ଫ୍ଲାଭୋନାଏଡ୍, ପ୍ରୋଟିନ୍, ଆଇରନ୍ ସହିତ କ୍ୟାଲସିୟମ୍ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ…